Video: ବିନା ପାଇଲଟରେ ୮୪ କିଲୋମିଟର ଗଡ଼ିଲା ଟ୍ରେନ୍: ଯାତ୍ରୀଙ୍କ ମଧ୍ୟରେ ସୃଷ୍ଟି ହେଲା ଆତଙ୍କ, ତଦନ୍ତ ନିର୍ଦେଶ ନୂଆଦିଲ୍ଲୀ,୨୫ା୨: ଜମ୍ମୁ କଶ୍ମୀରର କାଠୁଆ ରେଳ ଷ୍ଟେସନରେ ଏକ ମାଲବାହୀ ଟ୍ରେନ୍ ହଠାତ୍ ପଠାନକୋଟ ଆଡକୁ ବିନା ପାଇଲଟରେ ଗଡିଛି। ପଞ୍ଜାବର ମୁକେରିଆନ୍ ଷ୍ଟେସନରେ ଅଟକିବା ପୂର୍ବରୁ ଏହି ଟ୍ରେନ୍ ପ୍ରାୟ ୮୪ କିଲୋମିଟର ପର୍ଯ୍ୟନ୍ତ ବିନା ଡ୍ରାଇଭରରେ ଗଡିଥିଲା।...