ନୂଆ ମୁଖ୍ୟମନ୍ତ୍ରୀ ମୋହନଙ୍କ ସହ ସନାତନ ମୁହାକୁଡ଼ଙ୍କ ଫଟୋକୁ ନେଇ ଚର୍ଚ୍ଚା
କେନ୍ଦୁଝର,୧୨ା୬(ନରେଶ ଚନ୍ଦ୍ର ପଟ୍ଟନାୟକ): ଭାଜପା ନେତୃତ୍ୱ ରାଜ୍ୟରେ ମୋହନ ମାଝି ମୁଖ୍ୟମନ୍ତ୍ରୀ ହେବା ପରେ ତାଙ୍କୁ ଶୁଭେଚ୍ଛାର ବାର୍ତ୍ତାର ସୁଅ ପହଞ୍ଚିଛି। ଏପରିକି ରାତି ତମାମ କେନ୍ଦୁଝର ଭାଜପା ନେତା, କର୍ମୀ, ସମର୍ଥକଙ୍କ ଭିଡ ମୋହନ ମାଝିଙ୍କ ପାଖରେ ଭିଡ଼...
ଶପଥ ଗ୍ରହଣ ପରେ ପ୍ରଥମ କ୍ୟାବିନେଟ ବୈଠକ ଡାକିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି
ଭୁବନେଶ୍ୱର,୧୨ା୬: ଶପଥ ଗ୍ରହଣ ପରେ ବୁଧବାର ଲୋକସେବା ଭବନରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝି। ଏହାସହିତ ମନ୍ତ୍ରିମଣ୍ଡଳର ପ୍ରଥମ କ୍ୟାବିନେଟ ବୈଠକର ମଧ୍ୟ ଅଧ୍ୟକ୍ଷତା କରିଛନ୍ତି। ଏଥିରେ ମୁଖ୍ୟମନ୍ତ୍ରୀଙ୍କ ୨ ଉପମୁଖ୍ୟମନ୍ତ୍ରୀ, ସମସ୍ତ କ୍ୟାବିନେଟ ମନ୍ତ୍ରୀ ସାମିଲ ରହିଥିଲେ। ଲୋକସେବା...
ଶପଥ ଗ୍ରହଣ ପୂର୍ବରୁ ସାଧାରଣ ଲୋକଙ୍କୁ କୃତଜ୍ଞତା ଜଣାଇଲେ ମୋହନ ମାଝି
ଭୁବନେଶ୍ୱର,୧୨ା୬: ଶପଥ ନେବା ପୂର୍ବରୁ ଜନତା ମୈଦାନରେ ପହଞ୍ଚି ସାଧାରଣ ଲୋକଙ୍କ ଗହଣକୁ ଯାଇ କୃତଜ୍ଞତା ଜଣାଇଛନ୍ତି ଭାବି ମୁଖ୍ୟମନ୍ତ୍ରୀ ମୋହନ ମାଝି । ମଙ୍ଗଳବାର ଭାଜପା ବିଧାୟକ ଦଳ ବୈଠକରେ ମୋହନ ମାଝିଙ୍କୁ ଓଡ଼ିଶାର ଆଗାମୀ ମୁଖ୍ୟମନ୍ତ୍ରୀ ଭାବେ...
ଭାବି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପ୍ରଥମ ପ୍ରତିକ୍ରିୟା, କହିଲେ…
ଭୁବନେଶ୍ୱର,୧୧।୬: ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ଭାବେ କେନ୍ଦୁଝର ବିଧାୟକ ମୋହନ ଚରଣ ମାଝୀଙ୍କ ଉପରେ ମୋହର ମାରିଛି ଭାଜପା। ଏନେଇ ମଙ୍ଗଳବାର ବିଧାୟକ ଦଳ ବୈଠକରେ ନିଷ୍ପତ୍ତି ନିଆଯିବା ପରେ ଖବରଦାତା ସମ୍ମିଳନୀରେ ଘୋଷଣା କରାଯାଇଛି। ତେବେ ମୁଖ୍ୟମନ୍ତ୍ରୀ ଭାବେ...
Archives


