ଟିମ ଇଣ୍ଡିଆକୁ କେମିତି ଫେରିବେ ମହମ୍ମଦ ଶାମି,ଇରଫାନ କହିଲେ ସରଳ ସୂତ୍ର, ଯାହା ହେଉଛି ଭାଇରାଲ
ନୂଆଦିଲ୍ଲୀ,୫।୧: ଭାରତର ଘାତକ ଦ୍ରୁତ ବୋଲର ମହମ୍ମଦ ଶାମି ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ଟିମ ଇଣ୍ଡିଆର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଏବେ, ସେ ଭାରତୀୟ ଦଳକୁ ଫେରି ପାରିବେ ନାହିଁ। ଶାମି ପ୍ରଥମେ ଆଘାତ ଯୋଗୁ ବାଦ ପଡ଼ିଥିଲେ,…
ଟିମ୍ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି
ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍ନେସ୍ ଏବଂ ବୟସକୁ ନେଇ ଚାଲିଥିବା ଚର୍ଚ୍ଚା ମଧ୍ୟରେ, ୩୫ ବର୍ଷୀୟ ସାମି ପୁଣିଥରେ ଚୟନକର୍ତ୍ତାଙ୍କ ପ୍ରାଥମିକତା ତାଲିକାକୁ ଫେରିଛନ୍ତି। ୨୦୨୭…
ଲକ୍ଷାଧିକ ଟଙ୍କା ଭରଣ ପୋଷଣ ପାଇ ବି ସନ୍ତୁଷ୍ଟ ନ ଥିଲେ ମହମ୍ମଦ ଶାମିଙ୍କ ଏକ୍ସ ଓ୍ବାଇଫ, ପହଞ୍ଚିଲେ ସୁପ୍ରିମକୋର୍ଟ, ବିଚାରପତି କହିଲେ…
ନୂଆଦିଲ୍ଲୀ,୭।୧୧: କ୍ରିକେଟର ମହମ୍ମଦ ଶାମିଙ୍କ ପୂର୍ବତନ ପତ୍ନୀ ହାସିନ ଜାହାନ ତାଙ୍କ ଭରଣପୋଷଣ ବୃଦ୍ଧି ପାଇଁ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ଶୁକ୍ରବାର (ନଭେମ୍ବର ୭, ୨୦୨୫) କୋର୍ଟ ଏହି ଆବେଦନ ଉପରେ ପଶ୍ଚିମବଙ୍ଗ ସରକାର ଏବଂ ମହମ୍ମଦ ଶାମିଙ୍କୁ ନୋଟିସ ଜାରି…
ମହମ୍ମଦ ଶାମିଙ୍କ ଟେଷ୍ଟ କ୍ୟାରିୟର ଶେଷ! ଦକ୍ଷିଣ ଆଫ୍ରିକା ଟେଷ୍ଟ୍ ଦଳରୁ ବାଦ୍ ପଡ଼ିବା ପରେ ଚର୍ଚ୍ଚା
ମୁମ୍ବାଇ,୫।୧୧: ଭାରତର ଶ୍ରେଷ୍ଠ ଦ୍ରୁତ ବୋଲରମାନଙ୍କ ମଧ୍ୟରେ ଅନ୍ୟତମ ଥିବା ମହମ୍ମଦ ଶାମିଙ୍କୁ ଆସନ୍ତା ନଭେମ୍ବର ୧୪ରୁ ଆରମ୍ଭ ହେବାକୁ ଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ସିରିଜ୍ ପାଇଁ ଭାରତୀୟ ଦଳରେ ସାମିଲ କରାଯାଇ ନାହିଁ।…
ମୁଁ ଫିଟ୍ ଅଛି କିନ୍ତୁ…ଟିମ୍ ଚୟନକୁ ନେଇ ସାଂଘାତିକ କଥା କହିଦେଲେ ମହମ୍ମଦ ଶାମି
ନୂଆଦିଲ୍ଲୀ,୯।୧୦: ବରିଷ୍ଠ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମି ଶେଷରେ ତାଙ୍କର ନୀରବତା ଭାଙ୍ଗିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷରେ ଦିନିକିଆ ସିରିଜ ପାଇଁ ଟିମ ଇଣ୍ଡିଆର ଦଳରୁ ବାଦ ପଡ଼ିବା ପରେ, ଶାମି ସ୍ପଷ୍ଟ ଭାବରେ କହିଛନ୍ତି, ଫିଟନେସ ତାଙ୍କର ପ୍ରସଙ୍ଗ ନୁହେଁ,…
ଟିମ୍ରେ ଏଣ୍ଟ୍ରି ହେଲେ ଶାମି, ୧୭ଖେଳାଳିଙ୍କ ସ୍କାଡ୍ରେ…
ନୂଆଦିଲ୍ଲୀ,୯।୧୦: ଇଣ୍ଡିଆନ କ୍ରିକେଟ ଦଳର ଷ୍ଟାର୍ ଦ୍ରୁତ ବୋଲର ମହମ୍ମଦ ଶାମି କିଛି ସମୟ ପାଇଁ ଟିମ୍ ଇଣ୍ଡିଆରେ ନାହାନ୍ତି। ଚାମ୍ପିଅନ ଟ୍ରଫି 2025 ର ଫାଇନାଲ ତାଙ୍କର ଶେଷ ଆନ୍ତର୍ଜାତୀୟ ମ୍ୟାଚ ଥିଲା । କିନ୍ତୁ ତାଙ୍କୁ ଅଷ୍ଟ୍ରଲିଆ ବିପକ୍ଷ…
ଟିମ ଇଣ୍ଡିଆରେ ଏହି ଷ୍ଟାର ଖେଳାଳିଙ୍କ କ୍ୟାରିଅର ଶେଷ? ଇଂଲଣ୍ଡ ପରେ, ଅଷ୍ଟ୍ରେଲିଆ ପାଇଁ ମଧ୍ୟ କରାଯାଇନାହିଁ ଚୟନ
ନୂଆଦିଲ୍ଲୀ,୫।୧୦: ବିସିସିଆଇ ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତୀୟ ଦିନିକିଆ ଏବଂ ଟି-୨୦ ଦଳ ଘୋଷଣା କରିଛି। ଏହି ଗସ୍ତ ଭାରତୀୟ କ୍ରିକେଟ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କାରଣ ଦଳ ଅନେକ ବଡ଼ ପରିବର୍ତ୍ତନ କରିବ। ଶୁଭମନ ଗିଲ ରୋହିତ ଶର୍ମାଙ୍କ ସ୍ଥାନରେ…
ପୁଣି ବିବାହ କରିବେ ମହମ୍ମଦ ଶାମି? ସାନିଆ ମିର୍ଜାଙ୍କ ସହ ଭାଇରାଲ ହେଲା…
ନୂଆଦିଲ୍ଲୀ,୧୯।୯: ଏସିଆ କପ 2025ର ମହାସମର ଏବେ ଜାରି ରହିଛି। ଏହାରେ ଭାରତୀୟ କ୍ରିକେଟ ଟିମରୁ ଫାଷ୍ଟ ବୋଲର୍ ମହମ୍ମଦ ଶାମି ବାହାରେ ଅଛନ୍ତି। କ୍ରିକେଟରେ ନୁହେଁ, ବରଂ ତାଙ୍କ ବ୍ୟକ୍ତିଗତ ଜୀବନ ପ୍ରସଙ୍ଗରେ ଏବେ ସେ ଚର୍ଚ୍ଚାରେ ରହିଛନ୍ତି। ସୋସିଆଲ…
ମହମ୍ମଦ ଶାମିଙ୍କ ସାବତ ଝିଅ ଅର୍ଶୀ ଜାହାଁ କିଏ? ଯାହାଙ୍କ ଉପରେ ହତ୍ୟା ଉଦ୍ୟମ ମାମଲା ରୁଜୁ ହେବା ପରେ…
ନୂଆଦିଲ୍ଲୀ,୧୭।୭: ଅନେକ ସମୟରେ ହସିନ ଜାହାଁଙ୍କ ବିଷୟରେ ଖବର ଆସିଥାଏ। ହେଲେ ଏବେ ଭିନ୍ନ କାରଣକୁ ନେଇ ଟିମ ଇଣ୍ଡିଆର ଫାଷ୍ଟ ବୋଲର ମହମ୍ମଦ ଶାମିଙ୍କ ସାବତ ଝିଅ ଅର୍ଶୀ ଜାହାଁ ଚର୍ଚ୍ଚାରେ। କାରଣ ଏବେ ତାଙ୍କ ବିରୁଦ୍ଧରେ ରୁଜୁ ହୋଇଥିବା…
୭ ବର୍ଷ ପରେ ମହମ୍ମଦ ଶାମିଙ୍କୁ ‘I Love You’ କହିଲେ ହାସିନ ଜାହାଁ: ସୁଧୁରିଯିବ କି ସମ୍ପର୍କ
ନୂଆଦିଲ୍ଲୀ,୫।୭: ଭାରତୀୟ ଷ୍ଟାର୍ ବୋଲର୍ ମହମ୍ମଦ ଶାମି ଏବଂ ତାଙ୍କ ପତ୍ନୀ ହାସିନ ଜାହାଁ ପ୍ରାୟ ୭ ବର୍ଷ ଧରି ଅଲଗା ରହୁଛନ୍ତି। କଲିକତା ହାଇକୋର୍ଟ ହାସିନଙ୍କ ଭରଣପୋଷଣ ଆବେଦନର ଶୁଣାଣି କରି ଶାମିଙ୍କୁ ତାଙ୍କ ସ୍ତ୍ରୀ ଏବଂ ଝିଅଙ୍କୁ ପ୍ରତି…
ଶେଷ ହେଲା ମହମ୍ମଦ ଶାମିଙ୍କ ଟେଷ୍ଟ କ୍ୟାରିୟର? ରୋହିତ- ବିରାଟଙ୍କ ପରେ ଶିକାର ହେଲେ ଆଉ ଜଣେ
ନୂଆଦିଲ୍ଲୀ,୨୪।୫: ୨୦୨୫ ମସିହାର ଇଂଲଣ୍ଡ ଗସ୍ତ ପାଇଁ ଭାରତୀୟ ଦଳକୁ ଚୟନ କରାଯାଇଛି। ଯୁବ ଷ୍ଟାର ଓପନର ଶୁବମନ ଗିଲଙ୍କୁ ଭାରତୀୟ ଟେଷ୍ଟ ଦଳର କମାଣ୍ଡ ଦିଆଯାଇଛି। ଯେତେବେଳେ, ରିଷଭ ପନ୍ତଙ୍କୁ ଉପ-ଅଧିନାୟକ ଦାୟିତ୍ୱ ଦିଆଯାଇଛି। ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର…
‘କୋଟିଏ ନ ଦେଲେ ତୁମକୁ ଜୀବନରୁ ମାରିଦେବୁ’…ମହମ୍ମଦ ଶାମିଙ୍କୁ ମିଳିଲା ହତ୍ୟା ଧମକ
ନୂଆଦିଲ୍ଲୀ,୫।୫: ଉତ୍ତର ପ୍ରଦେଶର ଆମରୋହା ନିବାସୀ ଭାରତୀୟ କ୍ରିକେଟ ଦଳର ଦ୍ରୁତ ବୋଲର ମହମ୍ମଦ ଶାମିଙ୍କୁ ମିଳିଛି ହତ୍ୟା ଧମକ। ଇମେଲ ମାଧ୍ୟମରେ ତାଙ୍କୁ ଏହି ଧମକ ମିଳିଛି। ଏନେଇ ଶାମିଙ୍କ ଭାଇ ହସିବ ଆମରୋହା ପୋଲିସ ନିକଟରେ ପହଞ୍ଚିଥିଲେ। ଆମରୋହା…
Archives


