Tag Archives: mohammad shami

ଜସପ୍ରିତ ବୁମରାହଙ୍କଠାରୁ ହାର୍ଦ୍ଦିକ ପାଣ୍ଡ୍ୟା ପର୍ଯ୍ୟନ୍ତ, ଏହି ୫ ଷ୍ଟାର ଖେଳାଳି ODI ସିରିଜରେ ଟିମ ଇଣ୍ଡିଆରୁ ବିଦା

ନୂଆଦିଲ୍ଲୀ,୫।୧୦: ଭାରତ ଏବଂ ଅଷ୍ଟ୍ରେଲିଆ (IND vs AUS) ଅକ୍ଟୋବର 19ରୁ ତିନି ମ୍ୟାଚ ବିଶିଷ୍ଟ ODI ସିରିଜ ଖେଳିବେ। ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (BCCI) ଏହି ସିରିଜ ପାଇଁ ଭାରତୀୟ ଦଳ ଘୋଷଣା କରିଛି। ରୋହିତ ଶର୍ମାଙ୍କ ସ୍ଥାନରେ…

‘ଜୟ ଶ୍ରୀରାମ’ କହିବାରେ ଅସୁବିଧା କେଉଁଠି… ହଜାରେ ଥର କୁହ: ମହମ୍ମଦ ଶାମି

ନୂଆଦିଲ୍ଲୀ,୯।୨: ଥରେ କ’ଣ, ହଜାରେ ଥର ‘ଜୟ ଶ୍ରୀରାମ’ ସ୍ଲୋଗାନ ଦେବାରେ ଅସୁବିଧା କେଉଁଠି। କାରଣ ଏଥିରେ କିଛି ଫରକ ପଡେନା ବୋଲି କହିଛନ୍ତି ଟିମ୍‌ ଇଣ୍ଡିଆର ଦ୍ରୁତ ବୋଲର ମହମ୍ମଦ ଶାମି। ସବୁ ଧର୍ମରେ ଆପଣଙ୍କୁ ୫ରୁ ୧୦ଜଣ ଲୋକ…

ମହମ୍ମଦ ଶାମିଙ୍କୁ ଝିଅଙ୍କ ସହ ପଦିଏ କଥା ବି ହେବାକୁ ଦେଉନାହାନ୍ତି ପତ୍ନୀ, ସତ କହିବା ବେଳେ…

ନୂଆଦିଲ୍ଲୀ,୮।୨: ଭାରତୀୟ କ୍ରିକେଟର ମହମ୍ମଦ ଶାମି ଏବେ କ୍ରିକେଟରୁ ଦୂରରେ ଅଛନ୍ତି। ଆହତ ସମସ୍ୟାରୁ ସୁସ୍ଥ ହେଉଥିବା ଶାମି ଏବେ ବ୍ୟକ୍ତିଗତ ଜୀବନକୁ ନେଇ ବଡ଼ ଖୁଲାସା କରିଛନ୍ତି। ପତ୍ନୀ ହସିନ ଜହାଁ ତାଙ୍କୁ ଝିଅଙ୍କୁ ଭେଟିବାକୁ ଦେଉ ନ ଥିବା…

ପାକିସ୍ତାନୀଙ୍କ ଉପରେ ବର୍ଷିଲେ ଶାମି: କହିଲେ ‘ସେମାନେ କେବଳ ଚୁଗୁଲି କରିବାକୁ ଭଲ ପାଆନ୍ତି, ହେଲେ ମୁଁ…’

ନୂଆଦିଲ୍ଲୀ,୧୪।୧୨: ଭାରତୀୟ କ୍ରିକେଟ ଟିମ୍‌ର ଦ୍ରୁତ ବୋଲର ମହମ୍ମଦ ଶାମିଙ୍କ ପାଇଁ ଗତ ୨ ମାସ ସ୍ମରଣୀୟ ଥିଲା। ବିଶ୍ୱକପ୍‌ ୨୦୨୩ର ପ୍ରାରମ୍ଭିକ ୪ ମ୍ୟାଚ୍‌ରୁ ବାଦ୍‌ ପଡ଼ିଥିବା ସତ୍ତ୍ୱେ ଶାମି ଟିମ୍‌କୁ ପ୍ରତ୍ୟାବର୍ତ୍ତନ କରି ଜବରଦସ୍ତ ବୋଲିଂ ପ୍ରଦର୍ଶନ କରିଥିଲେ।…

ରାହୁଲ ଗାନ୍ଧୀଙ୍କ ‘ପନୌତି’ ବୟାନକୁ ନେଇ ପ୍ରତିକ୍ରିୟା ରଖିଲେ ଶାମି

ନୂଆଦିଲ୍ଲୀ,୨୩।୧୧: ବିଶ୍ୱକପ ୨୦୨୩ରେ ମହମ୍ମଦ ଶାମି ସର୍ବାଧିକ ୱିକେଟ ନେଇ ରେକର୍ଡ କରିଥିଲେ। ସେ ମାତ୍ର ୭ ଟି ମ୍ୟାଚରେ ୨୪ଜଣ ବ୍ୟାଟ୍ସମ୍ୟାନଙ୍କୁ ପାଭିଲିୟନର ରାସ୍ତା ଦେଖାଇଥିଲେ। ସେ ଫାଇନାଲରେ ୧ଟି ୱିକେଟ ନେଇଥିଲେ। ବିଶ୍ୱକପର ଫାଇନାଲ ମ୍ୟାଚ ଦେଖିବା ପାଇଁ…

‘ଶାମି ଜଣେ ଭଲ ବୋଲର୍‌ ସତ, ହେଲେ ସେତିକି ଭଲ ସ୍ବାମୀ ଏବଂ ବାପା ହୋଇଥାନ୍ତେ କି…’

ନୂଆଦିଲ୍ଲୀ,୧୮।୧୧: ବିଶ୍ୱକପ୍‌ ୨୦୨୩ରେ ଭାରତୀୟ ବୋଲର ମହମ୍ମଦ ଶାମି ଜବରଦସ୍ତ ଫର୍ମରେ ଅଛନ୍ତି। ଏଯାବତ ସେ ୨୩ ଉଇକେଟ ନେଇସାରିଛନ୍ତି। ଗୋଟିଏ ପଟେ ସେ ଅନେକ ରେକର୍ଡ ନିଜ ନାମରେ କରୁଥିବା ବେଳେ ଅପରପକ୍ଷେ ସ୍ତ୍ରୀ ହସିନ ଜହାଁ ତାଙ୍କୁ କଟାକ୍ଷ…

ମୁଁ ଖେଳାଳି ନୁହେଁ, ପିଚ୍‌ ଦେଖି ବୋଲିଂ କରେ: ମହମ୍ମଦ ଶାମି

ଅହମ୍ମଦାବାଦ,୧୭।୧୧: ନିଜର ଘାତକ ବୋଲିଂକୁ ନେଇ ବିଶ୍ୱକପ୍‌ରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି ଭାରତୀୟ ବୋଲର୍‌ ମହମ୍ମଦ ଶାମି। ଚାପରେ ଥିବା ସତ୍ତ୍ୱେ ସେମିଫାଇନାଲ ମୁକାବିଲାରେ ୭ ଉଇକେଟ ନେଇ ଦଳକୁ ଜିତାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ସେ। ଅନେକେ ତାଙ୍କ…

ଏକଦା ୨୪ ମହଲାରୁ ଡେଇଁ ଆତ୍ମହତ୍ୟା କରିଦେବେ ବୋଲି ଚିନ୍ତାରେ ରହୁଥିଲେ ପରିବାର, ଏବେ ପାଲଟିଲେ ଦେଶର ସବୁଠୁ ବଡ଼ ‘ହିରୋ’

ନୂଆଦିଲ୍ଲୀ,୧୬।୧୧: ବିଶ୍ୱକପ୍‌ ସେମିଫାଇନାଲରେ ଇତିହାସ ରଚିଛନ୍ତି ଭାରତୀୟ ତାରକା ବୋଲର ମହମ୍ମଦ ଶାମି। ବ୍ୟକ୍ତିଗତ ଜୀବନ ଏବଂ କ୍ରିକେଟର ଭାବେ କ୍ରମାଗତ ଭାବେ ସଂଘର୍ଷମୟ ପରିସ୍ଥିତିର ସାମ୍ନା କରିଥିବା ଶାମି ଏବେ ଅନେକଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ଦିନ ଥିଲା ସେ…

ପାକିସ୍ତାନର ଏହି ଖେଳାଳିଙ୍କ ଉପରେ ବର୍ଷିଲେ ଶାମି, କହିଲେ- ଲାଜ ଲାଗିବା କଥା…

ନୂଆଦିଲ୍ଲୀ,୮।୧୧: ପାକିସ୍ତାନର ପୂର୍ବତନ ଖେଳାଳି ହସନ ରାଜାଙ୍କ ଉପରେ ବର୍ଷିଛନ୍ତି ଭାରତର ଦ୍ରୁତ ବୋଲର ମହମ୍ମଦ ଶାମି। ବିଶ୍ୱକପ୍‌ରେ ନିଜର ଦମ୍‌ଦାର ବୋଲିଂକୁ ନେଇ ଚର୍ଚ୍ଚାରେ ଥିବା ଶାମି ହସନଙ୍କ ଭାରତୀୟ ବୋଲରଙ୍କୁ ନେଇ ଦେଇଥିବା ବିବାଦୀୟ ବୟାନ ପ୍ରସଙ୍ଗରେ ମୁହଁ…

ଇତିହାସ ରଚିଲେ ଶାମି, ଏମିତି କରିବାରେ ହେଲେ ପ୍ରଥମ ଭାରତୀୟ

ଧର୍ମଶାଳା,୨୨।୧୦: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ବିଶ୍ୱକପ ୨୦୨୩ ମ୍ୟାଚରେ ମହମ୍ମଦ ଶାମି ୫ ୱିକେଟ ନେଇଥିଲେ। ଏହି ସମୟ ମଧ୍ୟରେ ସେ ଏକଦିବସୀୟ ବିଶ୍ୱକପର ଦ୍ୱିତୀୟ ହ୍ୟାଟ୍ରିକ ମଧ୍ୟ ହରାଇଥିଲେ। କିନ୍ତୁ ସେ ୫୦ ଓଭର ଟୁର୍ନାମେଣ୍ଟରେ ଦ୍ୱିତୀୟ ଥର ପାଇଁ ୫…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?