Tag Archives: Mohammad Rizwan

ଅଧାରୁ କ୍ରିଜ୍ ଛାଡି ପଳାଇବାକୁ ରିଜୱାନଙ୍କୁ କହିଲା ଟିମ୍, ବିଗ୍ ବ୍ୟାଶ୍ ଲିଗ୍‌ରେ ପ୍ରଥମ ଘଟଣା

ନୂଆଦିଲ୍ଲୀ,୧୨।୧: ବିଗ୍ ବ୍ୟାଶ୍ ଲିଗ୍‌ରେ ସୋମବାର ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଛି। ମେଲବର୍ଣ୍ଣ ରେନେଗେଡ୍‌ସ ଏବଂ ସିଡନୀ ଥଣ୍ଡର ମଧ୍ୟରେ ଖେଳାଯାଉଥିବା ମ୍ୟାଚ୍‌ରେ ପାକିସ୍ତାନୀ ବ୍ୟାଟର ମହମ୍ମଦ ରିଜୱାନଙ୍କୁ ଲଜ୍ଜାର ସମ୍ମୁଖୀନ ହେବାକୁ ପଡିଛି। ରେନେଗେଡ୍‌ସ ପକ୍ଷରୁ ଖେଳୁଥିବା ରିଜୱାନଙ୍କୁ…

ବିଦା ହେବେ ମହମ୍ମଦ ରିଜଓ୍ବାନ! ପୁଣି ଥରେ ଅଧିନାୟକ ବଦଳାଇବା ଯୋଜନାରେ ପାକିସ୍ତାନ  

ଇସଲାମାବାଦ,୧୯।୧୦: କିଛି ଦିନର ନିରବତା ପରେ ପୁଣି ପାକିସ୍ତାନ କ୍ରିକେଟରେ ବିବାଦ ଦେଖାଦେଇଛି। ପାକିସ୍ତାନୀ ସୈନ୍ୟର ଆକ୍ରମଣରେ ଆଫଗାନିସ୍ତାନର ୩ ଯୁବ କ୍ରିକେଟରଙ୍କ ମୃତ୍ୟୁ ଘଟଣା ଉଭୟ ଦେଶର କ୍ରିକେଟକୁ ପ୍ରଭାବିତ କରିଛି। ଆଫଗାନିସ୍ତାନ ପାକିସ୍ତାନରେ ହେବାକୁ ଥିବା ଟି୨୦ ସିରିଜ୍‌ରୁ…

ଏସିଆ କପ୍ ୨୦୨୫ ପାଇଁ ପାକିସ୍ତାନ ଦଳ ଘୋଷଣା: ବାବର ଆଜମ, ମହମ୍ମଦ ରିଜୱାନ ବାଦ୍

ନୂଆଦିଲ୍ଲୀ,୧୭।୮: ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଏସିଆ କପ୍ ୨୦୨୫ ଓ ଆଫଗାନିସ୍ତାନ ତଥା ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ସହିତ ତ୍ରି-ଦେଶୀୟ ସିରିଜ ପାଇଁ ୧୭ ଜଣିଆ ଦଳ ଘୋଷଣା କରିଛି। ଆଶ୍ଚର୍ଯ୍ୟଜନକ ଭାବେ ଷ୍ଟାର ଖେଳାଳି ବାବର ଆଜମ…

ରାଗିଗଲେ ମହମ୍ମଦ ରିଜୱାନ; ପାକିସ୍ତାନ କ୍ରିକେଟ ବୋର୍ଡକୁ ଦେଲେ ଚେତାବନୀ

ନୂଆଦିଲ୍ଲୀ, ୧୦।୪: ନିକଟରେ ନ୍ୟୁଜିଲ୍ୟାଣ୍ଡର ହ୍ୱାଇଟ ବଲ୍ ଗସ୍ତରେ ପାକିସ୍ତାନ ଲଜ୍ଜାଜନକ ସିରିଜ ପରାଜୟ ବରଣ କରିଥିଲା। ଅଧିନାୟକ ମହମ୍ମଦ ରିଜୱାନ ଷ୍ଟାର ବ୍ୟାଟ୍ସମ୍ୟାନ ବାବର ଆଜମଙ୍କ ସହିତ ଆଗାମୀ କିଛି ଦିନ ମଧ୍ୟରେ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି)ର ଅଧ୍ୟକ୍ଷ…

ସୂର୍ଯ୍ୟକୁମାରଙ୍କୁ ଡାଇରେକ୍ଟ ମେସେଜ ଦେଲେ ମହମ୍ମଦ ରିଜୱାନ…

ନୂଆଦିଲ୍ଲୀ,୧୩।୧୧: ଭାରତୀୟ କ୍ରିକେଟ ଟିମକୁ ପାକିସ୍ତାନ ପଠାଇବା ପାଇଁ ଭାରତ ସରକାର ମନା କରିଦେବା ପରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଏବଂ ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି) ଏବେ ମୁହାଁମୁହିଁ ସ୍ଥିତିରେ ଅଛନ୍ତି। ନିକଟରେ ବିସିସିଆଇ ଅନ୍ତର୍ଜାତୀୟ କ୍ରିକେଟ କାଉନ୍ସିଲ(ଆଇସିସି)କୁଜଣାଇଥିଲା…

ଚମ୍ପିଆନ୍ସ ଟ୍ରଫି ପୂର୍ବରୁ ପାକିସ୍ତାନ ଦଳରେ ପରିବର୍ତନ; ମହମ୍ମଦ ରିଜୱାନଙ୍କୁ ମିଳିଲା ଅଧିନାୟକ ପଦ

ନୂଆଦିଲ୍ଲୀ,୨୭ା୧୦: ପାକିସ୍ତାନ କ୍ରିକେଟ ବୋର୍ଡ ଅଷ୍ଟ୍ରେଲିଆ ଗସ୍ତ ପୂର୍ବରୁ ଦଳରେ ବଡ ପରିବର୍ତନ କରିଛି। ବାବର ଦିନିକିଆ ଏବଂ ଟି୨୦ କ୍ରିକେଟରୁ ଅବସର ନେବା ପରେ ଏବେ ରିଜୱାନଙ୍କୁ ସୀମିତ ଓଭର ମୂଳବୀଲା ପାଇଁ ଦଳର ଅଧିନାୟକ ନିଯୁକ୍ତ କରାଯାଇଛି। ଅଷ୍ଟ୍ରେଲିଆ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri