NEET ପେପର ଲିକ୍ ପଛରେ ଏହି ଗ୍ୟାଙ୍ଗର ହାତ; ମାଷ୍ଟରମାଇଣ୍ଡ ରବି ଅତ୍ରିକୁ ବାନ୍ଧିଲା ପୋଲିସ ନୂଆଦିଲ୍ଲୀ,୨୨।୬: ନିଟ୍-ୟୁଜି ୨୦୨୪ ପରୀକ୍ଷା ପେପର ଲିକ୍ ପଛରେ ଥିବା ମାଷ୍ଟରମାଇଣ୍ଡ ରବି ଅତ୍ରିକୁ ଉତ୍ତର ପ୍ରଦେଶର ସ୍ପେଶାଲ ଟାସ୍କ ଫୋର୍ସ (ଏସଟିଏଫ) ଗିରଫ କରିଛି। ସମଗ୍ର ଦେଶରେ ଏହି ପ୍ରସଙ୍ଗରେ ଜୋରଦାର ବିରୋଧ ମଧ୍ୟରେ ମୁଖ୍ୟ ଅଭିଯୁକ୍ତ ଧାରା...