ନଭେମ୍ବର ପହିଲାରୁ ସାମୁଦ୍ରିକ ପ୍ରବେଶ କଟକଣା: ସୀମା ଅତିକ୍ରମ କଲେ ବନ୍ଧା ହେବେ ମତ୍ସ୍ୟଜୀବୀ
ମହାକାଳପଡ଼ା,୩୧ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ କୂଳଠାରୁ ୨୦ କିମି ପରିଧି କୋର୍ ଓ ବଫର ଜୋନ୍ ଅଞ୍ଚଳରେ ବର୍ଷ ସାରା ପ୍ରବେଶ କଟକଣା ରହିଛି। ଅପରପକ୍ଷରେ ଏହି ଅଞ୍ଚଳରେ ନଭେମ୍ବର ପହିଲାଠାରୁ ମେ’…

