Tag Archives: Mahakumbha

ମହାକୁମ୍ଭରେ ବୁଡ଼ ପକାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ପ୍ରୟାଗରାଜ, ୧୬।୨: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭରେ ଅଂଶଗ୍ରହଣ କରି କରିଛନ୍ତି। ପତ୍ନୀ ମୃଦୁଳା ଠାକୁର ପ୍ରଧାନଙ୍କ ସହିତ ଧର୍ମେନ୍ଦ୍ର ତ୍ରିବେଣୀ ସଙ୍ଗମରେ ପବିତ୍ର ବୁଡ଼ ପକାଇଥିଲେ, ଯାହା ତିନୋଟି ପବିତ୍ର…

ମହାକୁମ୍ଭ ଅସମ୍ଭାଳ ଭିଡ଼: ବୁଡ଼ ପକାଇଲେ ଏକ-ତୃତୀୟାଂଶ ଭାରତୀୟ, ‘ଭୁଲ ହେଲା ସମସ୍ତ ଆକଳନ’

ପ୍ରୟାଗରାଜ,୧୦।୨: ସମସ୍ତ ଆକଳନକୁ ଭୁଲ ସାବ୍ୟସ୍ତ କରିଛି ଭାରତୀୟ ମାନଙ୍କର ପ୍ରଚଣ୍ଡ ଆସ୍ଥା ଏବଂ ବିଶ୍ୱାସ। ମହାକୁମ୍ଭ ଆରମ୍ଭ ସମୟରେ ଆକଳନ କରାଯାଉଥିଲା ଯେ, ପ୍ରାୟ ୪୫ କୋଟି ଲୋକେ ତ୍ରିବେଣୀ ଘାଟରେ ବୁଡ଼ ପକାଇବାକୁ ଆସିପାରନ୍ତି। କିନ୍ତୁ ଏ ସମସ୍ତ…

ମହାକୁମ୍ଭ ୨୦୨୫: ମାଘ ପୂର୍ଣ୍ଣିମା ପୂର୍ବରୁ ଲାଗିଲା ଭକ୍ତଙ୍କ ଶୁଅ, ଟ୍ରାଫିକ୍ ଜାମରେ ଫସିଲେ ଲକ୍ଷ ଲକ୍ଷ ଲୋକ, ପ୍ରଶାସନ ମଧ୍ୟ ବିଚଳିତ

ପ୍ରୟାଗରାଜ,୯।୨: ମହାକୁମ୍ଭ ଅବସରରେ, ପ୍ରୟାଗରାଜରେ ଭକ୍ତଙ୍କ ଆଗମନ ବୃଦ୍ଧି ପାଉଛି। ଗୋଟିଏ ପଟେ, ସରକାର ସମ୍ପୂର୍ଣ୍ଣ କୁମ୍ଭ ପାଇଁ ଏଠାକୁ ୪୦ ରୁ ୪୫ କୋଟି ଲୋକ ଆସିବାର ଆଶା କରିଥିଲେ, କିନ୍ତୁ ମାଘ ପୂର୍ଣ୍ଣିମା ପୂର୍ବରୁ ୪୨ କୋଟି ଲୋକଙ୍କ…

କିଏ ଏହି ନାଗିନ ସାଧ୍ୱୀ, କୁମ୍ଭମେଳାରେ ସ୍ନାନ କରିବାବେଳେ ନାଗାସାଧୁଙ୍କ କରନ୍ତି ଅପେକ୍ଷା

ନୂଆଦିଲ୍ଲୀ,୧୫।୧:ପ୍ରୟାଗରାଜର ସଙ୍ଗମ ନଗରୀରେ ଆଜି ମହାକୁମ୍ଭର ତୃତୀୟ ଦିନ। ଗୋଟିଏ ଦିନ ପୂର୍ବରୁ, ମକର ସଂକ୍ରାନ୍ତିରେ, ସାଢେ ୩ କୋଟି ଲୋକ ଅମୃତ ସ୍ନାନ କରିଥିଲେ। ଏବେ ମଧ୍ୟ ସକାଳ ସକାଳୁ ନଦୀ କୂଳରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେଉଛି। ନାଗା…

ମହାକୁମ୍ଭରେ ଷ୍ଟିଭ୍‌ ଜବ୍ସଙ୍କ ସ୍ତ୍ରୀ ଅସୁସ୍ଥ

ପ୍ରୟାଗରାଜ,୧୪।୧: ମହାକୁମ୍ଭରେ ନିଜକୁ ସାମିଲ କରିଥିବା ଆପଲ୍‌ ସହପ୍ରତିଷ୍ଠାତା ଷ୍ଟିଭ୍‌ ଜବ୍ସଙ୍କ ସ୍ତ୍ରୀ ଲୌରେନ୍‌ ପାଓ୍ବେଲ ଜବ୍ସ ଉତ୍ସବର ଦ୍ୱିତୀୟ ଦିନରେ ଅସୁସ୍ଥ ହୋଇପଡ଼ିଛନ୍ତି। ତାଙ୍କଠାରେ ଆଲର୍ଜି ଦେଖାଦେଇଥିଲେ ମଧ୍ୟ ସେ ପ୍ରୟାଗରାଜରେ ଗଙ୍ଗା ନଦୀରେ ବୁଡ଼ ପକାଇଛନ୍ତି। ସେ ଆଧ୍ୟାତ୍ମିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?