ହର୍ମୁଜରେ ଏଲପିଜି ଟ୍ୟାଙ୍କର ଉପରେ କ୍ଷେପଣାସ୍ତ୍ର ମାଡ; ଏଥିରେ ଥିଲେ୨୮ ଭାରତୀୟ
ତେହରାନ/ନୂଆଦିଲ୍ଲୀ,୨୫।୭: ତେହରାନରେ ଥିବା ଭାରତୀୟ ଦୂତାବାସ ରିପୋର୍ଟ କରିଛି ଯେ ଶୁକ୍ରବାର (ଜୁଲାଇ ୨୪) ଦିନ ଇରାନ ଜଳସୀମାରେ 28 ଜଣ ଭାରତୀୟ କ୍ରୁ ସଦସ୍ୟଙ୍କୁ ନେଇ ଯାଉଥିବା ଏକ ମୋଜାମ୍ବିକ ପତାକା ବିଶିଷ୍ଟ LPG ଟ୍ୟାଙ୍କର ଉପରେ ଆକ୍ରମଣ କରାଯାଇଥିଲା।…
ତୈଳ ସଙ୍କଟ ମଧ୍ୟରେ ଆଶ୍ୱସ୍ତି: ହର୍ମୁଜ ଦେଇ ଭାରତରେ ପହଞ୍ଚିଲା ୨୦୦୦୦ ଟନ୍ର ଏଲ୍ପିଜି ଟ୍ୟାଙ୍କର
ନୂଆଦିଲ୍ଲୀ,୧୭ା୫: ପଶ୍ଚିମ ଏସିଆରେ ବଢ଼ୁଥିବା ଉତ୍ତେଜନା ଏବଂ ତୈଳ ଯୋଗାଣ ନେଇ ବିଶ୍ୱ ଚିନ୍ତା ମଧ୍ୟରେ ଭାରତକୁ କିଛିଟା ଆଶ୍ୱସ୍ତି ମିଳିଛି। ପ୍ରାୟ ୨୦୦୦୦ ଟନ୍ ଏଲପିଜି ବହନ କରୁଥିବା ଟ୍ୟାଙ୍କର୍ ‘ସିମି’ ସୁରକ୍ଷିତ ଭାବରେ ଗୁଜରାଟର କଚ୍ଛ ଜିଲାର କାଣ୍ଡଲା…
୪୫୦୦୦ ଟନ୍ LPG ଆଣି ଭାରତ ଆସୁଛି ‘ସର୍ବଶକ୍ତି’, ହର୍ମୁଜ ଦେଇ କରୁଛି ଅତିକ୍ରମ
ନୂଆଦିଲ୍ଲୀ,୩ା୫: ଭାରତ ଅଭିମୁଖେ ଆସୁଛି ଏଲ୍ପିଜି ଟ୍ୟାଙ୍କର ‘ସର୍ବ ଶକ୍ତି’। ସଫଳତାର ସହ ହର୍ମୁଜ ପ୍ରଣାଳୀ ପାର୍ କରିଛି ଏହି ଟ୍ୟାଙ୍କର। ଏହି ପରିବହନ ଭାରତ ପାଇଁ ଏକ ବଡ଼ ଆଶ୍ୱସ୍ତି ବୋଲି ବିବେଚନା କରାଯାଉଛି। ଯେତେବେଳେ ଆମେରିକାର ଅବରୋଧ ଏବଂ…

