ମଧ୍ୟବିତ୍ତଙ୍କୁ ମହଙ୍ଗା ମାଡ଼: ଏକାଥରେ ଏତେ ଟଙ୍କା ବଢିଗଲା ଏଲପିଜି ସିଲିଣ୍ଡର ଦାମ୍
ନୂଆଦିଲ୍ଲୀ, ୧୧।୧୧: ପଡ଼ୋଶୀ ଦେଶ ପାକିସ୍ତାନ ପରେ ଏବେ ବାଂଲାଦେଶରେ ମଧ୍ୟ ରୋଷେଇ ଗ୍ୟାସ (LPG) ଦର ଆକାଶଛୁଆଁ ହୋଇଛି। ଉଭୟ ଦେଶରେ ଗ୍ୟାସ ସଙ୍କଟ ଓ କ୍ରମାଗତ ଦରବୃଦ୍ଧି ଯୋଗୁ ସାଧାରଣ ଲୋକଙ୍କ ଚିନ୍ତା ବଢ଼ିଛି। ବାଂଲାଦେଶରେ ମାତ୍ର ଗତ…

