Tag Archives: Local News

ହରିଡ଼ାପାଟୁରେ ଜ୍ୱର ଆତଙ୍କ: ୨୦ରୁ ଉର୍ଦ୍ଧ ବ୍ୟକ୍ତି ଆକ୍ରାନ୍ତ, ତୁରନ୍ତ ଚିକିତ୍ସା ପାଇଁ ଦାବି…

ପାତ୍ରପୁର, ୬।୧୧(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ଆଦିବାସୀ ଅଧୁଷିତ ବୁରାତାଲ ପଂଚାୟତ ହରିଡ଼ାପାଟୁ ଗ୍ରାମରେ ଦଶ ଦିନ ହେଲା ଜ୍ୱର ଆତଙ୍କ ଦେଖାଦେଥିବା ଅଭିଯୋଗ ହୋଇଛିି । ଗ୍ରାମରେ ପ୍ରଥମେ କିଛି ବ୍ୟକ୍ତିଙ୍କୁ ଥଣ୍ଡା, କାଶ ସହ ଜ୍ୱର ହୋଇଥିବା…

ସାଙ୍ଗମାନଙ୍କ ସହ ଗପୁଥିବା ବେଳେ ଆକ୍ରମଣ: ଲୁହାଛଡ଼ ସହ ବାଇକ ଜବତ ପରେ ଅଭିଯୁକ୍ତ… 

ଦିଗପହଣ୍ଡି,୬।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ବୋରିପଦର ଗ୍ରାମର କୃଷ୍ଣ ଗୌଡ଼ଙ୍କୁ ପୂର୍ବ ଶତ୍ରୁତାରୁ ହତ୍ୟା ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ବମକେଇ ପଞ୍ଚାୟତ ରାଇଗୁଡ଼ା ଗାଁର ଅଭିଯୁକ୍ତ ଅବିନାଶ ଜାନି ଓରଫ ବାବୁନାଙ୍କୁ ପୋଲିସ…

ଘରେ ପଶି ଡ଼କାୟତି ପରେ ଖଣ୍ଡାରେ ହାଣି ହୋଇଯାଇଥିଲେ ଫେରାର, ୨ ବର୍ଷ ପରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କଲା…

ଦିଗପହଣ୍ଡି,୬।୧୧(ଅଶେଷ ନାଥ ମିଶ୍ର): ଡକାୟତି ଓ ହତ୍ୟାଉଦ୍ୟମ ମାମଲାରେ ୨ ବର୍ଷ ଧରି ଫେରାର ଥିବା ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମକେଇ ପଞ୍ଚାୟତ କୁମରଡ଼ା ଗ୍ରାମର ପେସାଦାର ଅପରାଧୀ ଲକ୍ଷ୍ମୀଦତ୍ତ ପ୍ରଧାନ ଓରଫ କାଳୁଙ୍କୁ ତଦନ୍ତକାରୀ ଅଧିକାରୀ ଏସ୍‌ଆଇ ଜୟନାଥ…

ରାତି ହେଲେ ବଢୁଛି ହାତୀ ଉପଦ୍ରବ: ପଡୁଛି ତାଟି କବାଟ, ଧାନ-ମାଣ୍ଡିଆ ଫସଲ ନଷ୍ଟ

ଦିଗପହଣ୍ଡି,୧।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଇର ପଦର, ସିଙ୍ଗପୁର,ହରିଣା,ସୁମନ୍ତପୁର,ଗୁଣ୍ଡୁରି ଗୁଡ଼ା,ଆଦିକନ୍ଦପୁର,ସୁନାଖଣ୍ଡି ପ୍ରଭୃତି ଗ୍ରାମ ମାନଙ୍କରେ ଗତ କିଛିଦିନ ହେଲା ହାତୀ ଉପଦ୍ରବ ଯୋଗୁ ସା ହେଲେ ରାସ୍ତାରେ ଚଳପ୍ରଚଳ କରିବାକୁ ଲୋକେ ଭୟଭୀତ ହେବା ସହ ରାତିରେ…

ଏକମାତ୍ର ପୁଅ ଚାଲିଯିବା ପରେ ମୁଣ୍ଡ ଗୁଞ୍ଜିବାକୁ ଘରଟିଏ ନାହିଁ, ଆବେଦନ କରି ବି ମିଳୁନି ଆବାସ…

ମୋହନା,୧ା୧୧(ମନ୍ମଥ ମିଶ୍ର)- ପରିଣତ ବୟସରେ ସାହା ହେବାକୁ କେହି ନାହିଁ। ଘରଟିଏ ନ ଥିବାରୁ ଆଶ୍ରୟ ନେଇଛନ୍ତି ଗାଁ କୋଠଘରେ। ଆବେଦନ କରି ମଧ୍ୟ ଏଯାଏ ମିଳିନି ତାଙ୍କୁ ଆବାସ ଯୋଜନାରେ ଘର ଖଣ୍ଡିଏ। ଏପରି ଅବହେଳାର ଶିକାର ହୋଇଥିବା ଦମ୍ପତ୍ତି…

ବୁଲା ଗାଈଗୋରୁଙ୍କୁ ଅଟକ ରଖିଲେ ଚାଷୀ, ମହିଳାଙ୍କ ପ୍ରତିବାଦ…

ବୁଗୁଡା,୧ା୧୧(କାଳିଚରଣ ଦାଶ): ବୁଲା ଗାଈଗୋରୁଙ୍କ ଯୋଗୁ ବୁଗୁଡ଼ା ସହରର ଟ୍ରାଫିକ ବ୍ୟବସ୍ଥା ଭୁଶୁଡି ପଡ଼ିଥିବା ବେଳେ ଏବେ ସେମାନଙ୍କ ପ୍ରାର୍ଦୁଭାବ ଯୋଗୁ ଚାଷୀଙ୍କ ଫସଲ ହାନି ମଧ୍ୟ ଘଟୁଛି। ବୁଲା ଗାଈଗୋରୁ ପଲ ରାତିରେ ଲୋକଙ୍କ କ୍ଷେତରେ ପଶି ଫସଲ ନଷ୍ଟ…

‘ଦୁର୍ନୀତି ମୁକ୍ତ ଭାରତ ଗଠନ ଲାଗି ନେଲେ ଶପଥ’

ପୁରୁଷୋତ୍ତମପୁର,୧ା୧୧(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବରିଷ୍ଠ ନାଗରିକ ସଂଘ ପକ୍ଷରୁ ଦୁର୍ନୀତି ନିବାରଣ ସଚେତନତା କାର୍ଯ୍ୟକ୍ରମ ସଭାପତି ଅରୁଣ କୁମାର ପଣ୍ଡାଙ୍କ ପୌରହିତ୍ୟରେ ଶନିବାର ଅନୁଷ୍ଠିତ ହୋଇଛି। ମୁଖ୍ୟ ଅତିଥି ଭାବେ ପୁରୁଷୋତ୍ତମପୁର ତହସିଲଦାର ବିନୋଦ ବେହେରା ଓ ମୁଖ୍ୟବକ୍ତା…

ବ୍ୟବସାୟୀଙ୍କୁ ଅପହରଣ କରି ଅସୁଲିଥିଲେ ୪୦ ଲକ୍ଷ ଟଙ୍କା, ୪ ଡ଼କାୟତଙ୍କୁ ବାନ୍ଧିଲା ବୈଶିଙ୍ଗା ପୋଲିସ…

ବୈଶିଙ୍ଗା,୧।୧୧(ରତନ ଦାଶ):  ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅଞ୍ଚଳରେ ଜନୈକ ରାଇସ ମିଲ ମାଲିକଙ୍କୁ ଦିନ ଦ୍ବିପହରରେ ମାରଣାସ୍ତ୍ର ଦେଖାଇ ୧୮ ନଂ ଜାତୀୟ ରାଜପଥ ଉପରୁ ଅପହରଣ କରି ନେଇଥିଲେ। ପରେ ତାଙ୍କ ଠାରୁ ୪୦ ଲକ୍ଷ ଟଙ୍କା ଅସୁଲିଥିବା…

୧୭ବର୍ଷ ଧରି ଚାଲିଥିଲା ହତ୍ୟା ମାମଲା, ଶେଷରେ ଅଭିଯୁକ୍ତଙ୍କୁ ମିଳିଲା ଏମିତି ଦଣ୍ଡ

ବରଗଡ଼,୩୧।୧୦(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ଭଟଲି ଥାନା ଅନ୍ତର୍ଗତ ସୁକୁଡା ଗ୍ରାମରେ ଗତ ୨୦୦୮ ମସିହାରେ ଘଟିଥିବା ଏକ ହତ୍ୟାକାଣ୍ଡର ରାୟ ଶୁକ୍ରବାର ପ୍ରକାଶ ପାଇଛି। ବରଗଡ଼ ଅତିରିକ୍ତ ଜିଲା ଦୌରାଜଜ୍ ମାମଲାର ଶୁଣାଣି କରି ୨ ଅଭିଯୁକ୍ତ ନାରାୟଣ ନାଏକ…

ବରଗଡ଼ରେ ମାତିଛନ୍ତି ଚୋର, ରାତିରେ ସ୍କୁଲରୁ ଚୋରି କରି ନେଲେ…

ବରଗଡ଼, ୩୧।୧୦(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହରରେ ଦିନକୁ ଦିନ ଚୋରି, ଲୁଟପାଟ୍ ଆଦି ଅପରାଧ ବଢି ଚାଲିଛି। ଗୁରୁବାର ରାତିରେ ସ୍ଥାନୀୟ ରାଣା ପ୍ରତାପ ସ୍କୁଲ ପରିସରରୁ ସ୍କୁଲର ଅନେକ ଆସବାବପତ୍ର ଚୋରି ହୋଇ ଯାଇଥିବା ଅଭିଯୋଗ ହୋଇଛି । ସ୍କୁଲ…

ବାତ୍ୟା ‘ମେନ୍ଥା’ ଯୋଗୁ ଲଗାଣ ବର୍ଷା: ପାତ୍ରପୁର ବ୍ଲକର ସ୍ଥିତି ବେହାଲ, ୪ ପଞ୍ଚାୟତ…

ପାତ୍ରପୁର,୨୯ା୧୦(ଉମା ଚରଣ ନେପାକ): ବାତ୍ୟା ‘ମୋନ୍ଥା’ ପ୍ରଭାବରେ ଗଞ୍ଜାମ ଜିଲାରେ ବର୍ଷା ହୋଇଥିଲା। ଜିଲାରେ ସର୍ବାଧିକ ବର୍ଷା ପାତ୍ରପୁର ବ୍ଲକରେ ହୋଇଥିବା ରେକର୍ଡ କରାଯାଇଥିଲା। ବର୍ଷା ଯୋଗୁ ବ୍ଲକର ବିଭିନ୍ନ ସ୍ଥାନ ଜଳମଗ୍ନ ହୋଇଛି। ବୁଧବାର ସା ସୁଦ୍ଧା ବର୍ଷା ଲାଗି…

ଜଙ୍ଗଲକୁ ଶିକାର ପାଇଁ ଯାଇଥିଲେ, ଫୁଟିଗଲା ବନ୍ଧୁକ; ଜଣେ ଗୁରୁତର….

ଭଞ୍ଜନଗର,୨୯।୧୦(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ଜୟମଙ୍ଗଳ ନିକଟସ୍ଥ ଜଙ୍ଗଲରେ ମଙ୍ଗଳବାର ରାତିରେ ଶିକାରୀ ଗୁଳି ଫୁଟି ଜଣେ ଗୁରୁତର ଆହତ ହୋଇଛନ୍ତି। ଆହତ ଯୁବକଙ୍କୁ ଗ୍ରାମବାସୀ ଉଦ୍ଧାର କରି ଚିକିତ୍ସା ପାଇଁ ଭଞ୍ଜନଗର ହସ୍ପିଟାଲରେ ଭର୍ତ୍ତି କରିଥିଲେ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri