ବୋହୂଙ୍କ ମାଡ଼ରେ ଶାଶୁ-ଶ୍ୱଶୁରଙ୍କ ସହ ସ୍ବାମୀ…ଥାନାରେ ଏତଲା
ନୀଳଗିରି, ୧୯।୮(ପ୍ରଶାନ୍ତ ବିଶ୍ୱାଳ)-ବାଲେଶ୍ୱର ଜିଲା ନୀଳଗିରି ଥାନା କାଂଶ ପଞ୍ଚାୟତ କୁହ୍ଲାପାଳ ଗାଁରେ ପାରିବାରିକ କଳହରୁ ଜଣେ ମହିଳା ତାଙ୍କ ଶାଶୁ, ଶ୍ୱଶୁର ଓ ସ୍ବାମୀଙ୍କୁ ଆକ୍ରମଣ କରିଛନ୍ତି। ଆକ୍ରମଣରେ ୩ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟରେ...
ବାୟୋପିକ ଫିଲ୍ମ ‘ବଡ଼ମା’ ପ୍ରିମିୟର ଶୋ ପ୍ରଦର୍ଶିତ
ବରଗଡ଼,୧୭।୮(ପ୍ରେମାନନ୍ଦ ଖମାରୀ) – ସ୍ବାଧୀନତା ସଂଗ୍ରାମୀ ବହ୍ନି କନ୍ୟା ପାର୍ବତୀ ଗିରିଙ୍କ ଉପରେ ନିର୍ମାଣ ହୋଇଥିବା ବହୁ ପ୍ରତିକ୍ଷୀତ ବାୟୋପିକ ଫିଲ୍ମ ‘ବଡ଼ମା’ର ପ୍ରିମିୟର ଶୋ ରବିବାର ପ୍ରଦର୍ଶିତ ହୋଇଯାଇଛି। ପାର୍ବତୀ ଗିରିଙ୍କ ୩୦ତମ ଶ୍ରାଦ୍ଧବାର୍ଷିକୀ ଅବସରରେ ସ୍ଥାନୀୟ ଯଦୁମଣି...
କାଲି ଏହି ଜିଲାର ସବୁ ସ୍କୁଲ-ଅଙ୍ଗନଓ୍ବାଡିକୁ ଛୁଟି ଘୋଷଣା, ଅତି ପ୍ରବଳ ବର୍ଷାକୁ ନେଇ…
ଭୁବନେଶ୍ୱର,୧୭।୮: ମାଲକାନଗିରି ଜିଲାରେ ସମସ୍ତ ସରକାରୀ ଏବଂ ବେସରକାରୀ ସ୍କୁଲକୁ ଛୁଟି ଘୋଷଣା କରିଛନ୍ତି ଜିଲାପାଳ। ଏଥିସହ ଅଙ୍ଗନଓ୍ବାଡି ମଧ୍ୟ ବନ୍ଦ ରହିବ। ତେବେ ସୋମବାର ଅତିପ୍ରବଳ ବର୍ଷାର ସମ୍ଭାବନା ନେଇ ଜିଲାକୁ ଓ୍ବାର୍ନିଂ ଜାରି ରହିଥିବା ନେଇ ଏଭଳି...
କଳାହାଣ୍ଡି ପାଇଁ ଗୌରବ: ରାଷ୍ଟ୍ରପତି ପଦକ ପାଇଲେ ଏସ୍ଏଜି କମାଣ୍ଡୋ ସୁଶାନ୍ତ ସାଗର
ଭବାନୀପାଟଣା,୧୭।୮(ଉତ୍ତମ କୁମାର ଦାଶ)-ସ୍ବାଧୀନତା ଦିବସ ପାଳନ ଅବସରରେ ରାଜ୍ୟସ୍ତରୀୟ ପୋଲିସ ପଦକ ପ୍ରଦାନ ସମାରୋହ ଭୁବନେଶ୍ୱର ସ୍ଥିତ ଲୋକସେବା ଭବନ ସମ୍ମିଳନୀରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସାହସିକତା ପାଇଁ କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ସନ୍ୟାସୀ କୁଣ୍ଡାମାଲ ଗ୍ରାମର ଏସ୍ଓଜି...
କଂଗ୍ରେସରେ ଯୋଗଦେଲେ ପାଟଣାର ୨ ବିଜେଡି-୧ ନିଲମ୍ବିତ ଭାଜପା ନେତା
ପାଟଣା,୧୭।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନ ମଣ୍ଡଳୀ ର ୩ ନେତା ରବିବାର ବିଧିବଦ୍ଧ ଭାବେ ଭୁବନେଶ୍ୱର କଂଗ୍ରେସ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ ଦଳରେ ଯୋଗ ଦେଇଛନ୍ତି। ସାହାରପଡ଼ା ବ୍ଲକ ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା...
ନିରୂପଣ ହେଲା ନୂଆଁଖାଇ ଲଗ୍ନ: ନିଶାର୍ଦ୍ଧ ପରେ ଗ୍ରାମ୍ୟଦେବୀ ସମଲେଇଙ୍କ ପୀଠରେ ଲାଗିବ ନବାନ୍ନ
ବରଗଡ଼, ୧୭।୮(ପ୍ରେମାନନ୍ଦ ଖମାରୀ): ପଶ୍ଚିମ ଓଡିଶାର କୃଷିଭିତ୍ତିକ ଗଣପର୍ବ ନୂଆଖାଇ ପାଇଁ ବରଗଡ଼ ଗ୍ରାମ୍ୟଦେବୀ ମା’ ସମଲେଶ୍ୱରୀଙ୍କ ପୀଠରେ ରବିବାର ସାରେ ଲଗ୍ନ ନିର୍ଦ୍ଧାରୀତ ହୋଇଛି। ପଣ୍ଡିତ ଚୂଡାମଣି ରଥ, ପଣ୍ଡିତ ବିଘ୍ନରାଜ ଦାଶ, ପଣ୍ଡିତ ସୁଧାଂଶୁ ଚରଣ ଦାଶ,...
ନବୀନ ବେଳେ ଥିଲା ମୋହନ ବେଳେ କଟିଲା: ଏନ୍ଏସି ଘୋଷଣାରେ କଳାହାଣ୍ଡି ନାଁ ନାହିଁ, ବଢ଼ୁଛି…
ଭବାନୀପାଟଣା,୧୭।୮(ଉତ୍ତମ କୁମାର ଦାଶ): ରାଜ୍ୟରେ ନୂଆ ଏନ୍ଏସି ପାଇଁ ଶନିବାର ଡ୍ରାଫ୍ଟ ନୋଟିସ ପ୍ରକାଶ ପାଇଛି। ଏଥିରେ ୭ ଜିଲାରେ ୧୨ ଏନଏସି ଗଠନ ହେବା ନେଇ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ହେଲେ ଏହି...
ଥୁଆମୂଳ ରାମପୁର ସଦର ସିଆର୍ସିସି ଝାଜରୁ ମାଝୀଙ୍କ ଦେହାନ୍ତ, ଶିକ୍ଷକ-ଛାତ୍ରୀଛାତ୍ରଙ୍କ ମହଲରେ ଶୋକର ଛାୟା
ଥୁଆମୂଳ ରାମପୁର,୧୭।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଶିକ୍ଷା ବିଭାଗରେ କାର୍ଯ୍ୟରତ ସିଆର୍ସିସି ଝାଜରୁ ମାଝୀଙ୍କ ଶନିବାର ସାରେ ଦେହାନ୍ତ ହୋଇଯାଇଛି। ଏହି ଖବର ସାମ୍ନାକୁ ଆସିବା ପରେ ଶିକ୍ଷକ, ଛାତ୍ରୀ ଛାତ୍ରଙ୍କ ସମେତ ଅଞ୍ଚଳ ବାସୀଙ୍କ...
ସ୍କୁଲ ନିକଟରେ ବୁଲୁଥିଲା ୭ ଫୁଟର ଅଜଗର, ଉଦ୍ଧାର କରି…
ଥୁଆମୂଳ ରାମପୁର, ୧୭।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ରେଞ୍ଜ ସ୍ଥିତ ଡୁମେର ପଦର ସଦର ଗଉଡ଼ ପଡ଼ା ସ୍କୁଲ ନିକଟର ଏକ ମକା ବାଡ଼ରୁ ପଡ଼ାବାସୀଙ୍କ ସହଯୋଗ ରେ ବନବିଭାଗ ଏକ ବିରାଟ ଅଜଗର ସାପ ଉଦ୍ଧାର...
ରାଷ୍ଟ୍ରପତିଙ୍କୁ ଭେଟିଲେ ଗଞ୍ଜାମର ଲକ୍ଷପତି ଦିଦି ଏସ୍.ଜ୍ୟୋତି ରେଡ୍ଡୀ
ଛତ୍ରପୁର, ୧୭।୮(ସନ୍ତୋଷ ପାଢ଼ୀ ): ଅଗଷ୍ଟ ୧୫ ତଥା ସ୍ବାଧୀନତା ଦିବସରେ ଦିଲ୍ଲୀରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲାର ଲକ୍ଷପତି ଦିଦି ତଥା ଛତ୍ରପୁର ବ୍ଲକ ଶ୍ରୀରାମଚନ୍ଦ୍ରପୁର ପଞ୍ଚାୟତ କାଳିଆବାଲି ଗ୍ରାମର ଏସ୍. ଜ୍ୟୋତି ରେଡ୍ଡୀ ଯୋଗଦେଇଥିଲେ। ରାଷ୍ଟ୍ରପତି...
ଯୁବକଙ୍କୁ ଅପହରଣ କରି ୧୦ ଲକ୍ଷ ଟଙ୍କା ଦାବି, ୭ ଜଣଙ୍କୁ ବାନ୍ଧିଲା…
ଗଜପତି,୧୪।୮(ଗିରିଧାରୀ ପରିଚ୍ଛା)- ଯୁବକଙ୍କୁ ଅପହରଣ କରି ନେଇ ୧୦ ଲକ୍ଷ ଟଙ୍କା ଦାବି କରିବା ଘଟଣାରେ ୭ ଗିରଫ। ପୂର୍ବରୁ ଟଙ୍କା କାରବାର ନେଇ ଏହି ଘଟଣା ଘଟିଥିବା ଜଣାପଡିଛି। ଗିରଫ ସମସ୍ତ ଅପହରଣକାରୀ ଆନ୍ଧ୍ରପ୍ରଦେଶ ବିଜୟନଗରମ ଥାନା ଫୁଲବାଗ...
ଭଞ୍ଜନଗରରେ ହେବ ଜାତୀୟସ୍ତରର ଷ୍ଟାଡିୟମ, କେଏସୟୁବି କଲେଜରେ…
ଭଞ୍ଜନଗର,୧୪ା୮(ବାବୁଲା ପ୍ରଧାନ): ଭଞ୍ଜନଗର ହେଉଛି ରାଜ୍ୟର ଏକ ବଡ ଉପଖଣ୍ଡ। ଜିଲା ସଂଖ୍ୟା ବୃଦ୍ଧି ସମୟରେ ଏହି ଉପଖଣ୍ଡ ଜିଲା ମାନ୍ୟତା ପାଇବାର ଥିଲା। କିନ୍ତୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ କୌଣସି କାରଣରୁ ଉପଖଣ୍ଡବାସୀଙ୍କ ଦାବିକୁ ଗୁରୁତ୍ତ୍ୱ ଦେଇ...
Archives


