ଇଣ୍ଡୋର ଷ୍ଟାଡିୟମରେ ଲାଇଟ୍ ଅଚଳ, ଅନ୍ଧାରରେ ଖେଳୁଛନ୍ତି ଖେଳାଳି କେସିଙ୍ଗା,୧୦ା୫(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରର ପିଏମ୍ ଶ୍ରୀ ବିଦ୍ୟାପୀଠର ପଛ ଭାଗରେ ତତ୍କାଳୀନ ବିଜେଡି ସରକାର ଶାସନ ସମୟ ଇଣ୍ଡୋର ଷ୍ଟାଡିୟମ ନିର୍ମାଣ ହୋଇଥିଲା। ଷ୍ଟାଡିୟମର ଚତୁଃପାର୍ଶ୍ୱ ଚକାଚକ ଦେଖା ଯାଉଥିଲା। ବିଦ୍ୟୁତକରଣ ସହ ଆବଶ୍ୟକ ଅନୁସାରେ ଷ୍ଟାଡିୟମର…