ଶିଶୁ ଦିବସରେ ଲାଞ୍ଜିଗଡ଼ ଛାତ୍ରଛାତ୍ରୀଙ୍କ ବୈଜ୍ଞାନିକ ସୃଜନଶୀଳତା: ୬୭ଟି ମଡେଲ୍ ପ୍ରଦର୍ଶିତ, କୃତୀ ପ୍ରତିଯୋଗୀ ପୁରସ୍କୃତ
ଲାଞ୍ଜିଗଡ଼, ୧୪।୧୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ସଦର ମହକୁମାସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଶନିବାର ଦିନ ଶିଶୁ ଦିବସ ଅବସରରେ ‘ଶିଶୁ ବୈଜ୍ଞାନିକ ପ୍ରଦର୍ଶନୀ ୨୦୨୬-୨୭’ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନଶିକ୍ଷକ ପଦ୍ମଲୋଚନ…

