ଉଚ୍ଚଶିକ୍ଷାରେ ସମାନତା ଦାବି: ୟୁଜିସି ରେଗୁଲେସନ-୨୦୨୬କୁ ବିରୋଧ କଲା ଲାଞ୍ଜିଗଡ଼ ବ୍ରାହ୍ମଣ ସମାଜ, ପ୍ରତ୍ୟାହାର ଦାବିରେ…
ଲାଞ୍ଜିଗଡ଼,୩।୧୧(ରମେଶ ଚନ୍ଦ୍ର ନାୟକ): ଉଚ୍ଚଶିକ୍ଷା କ୍ଷେତ୍ରରେ ସମାନତା, ନ୍ୟାୟ ଓ ସାମାଜିକ ସଦ୍ଭାବନାର ସୁରକ୍ଷା ଦାବିରେ ୟୁଜିସି ରେଗୁଲେସନ-୨୦୨୬ ପ୍ରତ୍ୟାହାର ପାଇଁ ସ୍ୱର ଉତ୍ତୋଳନ କରିଛି କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବ୍ରାହ୍ମଣ ସମାଜ। ଏହି ରେଗୁଲେସନ ସାଧାରଣ ସବର୍ଣ୍ଣ ବର୍ଗର…

