CJPକୁ ଟକ୍କର ଦେବାକୁ ଆସିଲା ‘ଲାଲ୍ ହିଟ୍ ଜନତା ପାର୍ଟି’, ଜାଣନ୍ତୁ କଣ ରହିଛି ଏଜେଣ୍ଡା
ନୂଆଦିଲ୍ଲୀ,୧୯।୧୦: ‘ଲାଲ୍ ହିଟ୍ ଜନତା ପାର୍ଟି’ (LHJP) ନାମରେ ଏକ ନୂଆ ଗୋଷ୍ଠୀ ସାମ୍ନାକୁ ଆସିଛି । ‘କକରୋଚ୍ ଜନତା ପାର୍ଟି’ (CJP)ର ଆନ୍ଦୋଳନକୁ ବିରୋଧ କରିବା ଏହି ଗୋଷ୍ଠୀର ମୁଖ୍ୟ ଉଦ୍ଦେଶ୍ୟ ବୋଲି କୁହାଯାଇଛି । ବର୍ତ୍ତମାନ CJP ମୁଖ୍ୟ…

