ସୁପରମ୍ୟାନ ଷ୍ଟାଇଲରେ କ୍ୟାଚ୍ ଧରିଲେ ଶୁଭମନ ଗିଲ୍: ଦେଖନ୍ତୁ ଭିଡିଓ
ଧର୍ମଶାଳା,୭।୩:ଇଂଲଣ୍ଡ ଟସ ଜିତି ଭାରତ ବିପକ୍ଷ ପଞ୍ଚମ ତଥା ଅନ୍ତିମ ଟେଷ୍ଟରେ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଅଭିଜ୍ଞ ଭାରତୀୟ ଅଫ ସ୍ପିନର ଆର ଅଶ୍ୱିନ ଏବଂ ଇଂଲଣ୍ଡ ବ୍ୟାଟ୍ସମ୍ୟାନ ଜନି ବେୟାରଷ୍ଟୋ ମଧ୍ୟ ତାଙ୍କର ୧୦୦ତମ ଟେଷ୍ଟ ଖେଳୁଛନ୍ତି।…
ଜନ୍ମଦିନରେ ବଡ଼ ରେକର୍ଡ ହାସଲ କଲେ କୁଲଦୀପ
ନୂଆଦିଲ୍ଲୀ,୧୫।୧୨:ଦକ୍ଷିଣ ଆଫ୍ରିକା ଗସ୍ତରେ ଥିବା ଟିମ ଇଣ୍ଡିଆ ଶେଷ ଟି-୨୦ ମ୍ୟାଚରେ ଏକ ଚମତ୍କାର ବିଜୟ ହାସଲ କରି ସିରିଜକୁ ୧-୧ରେ ଡ୍ର କରିଥିଲା। ଏହି ମ୍ୟାଚ୍ର ହିରୋ ସୁର୍ଯ୍ୟକୁମାର ଯାଦବ ଥିଲେ। ସେ ଜବରଦସ୍ତ ଶତକ ମାରିଥିଲେ। ତେବେ ବୋଲିଂରେ…
କ୍ଷତ ଭରିବାକୁ ସମୟ ଲାଗିବ: କୁଲଦୀପ
ନୂଆଦିଲ୍ଲୀ,୨୩।୧୧: ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ବିଶ୍ୱକପ୍ ଫାଇନାଲ ମୁକାବିଲାରେ ପ୍ରବେଶ କରିଥିଲା। ହେଲେ ଟୁର୍ନାମେଣ୍ଟରେ ବିଜେତା ହେବାର ସ୍ବପ୍ନ ଆଶାରେ ରହିଯାଇଥିଲା। ଏହି ପରାଜୟକୁ ନେଇ କୋଟି କୋଟି କ୍ରିକେଟ ପ୍ରଶଂସକ ନିରାଶ ହୋଇଥିଲେ। ସେହିଭଳି ଭାରତୀୟ ଖେଳାଳିମାନେ…
ପିଲାବେଳେ ଦୁଷ୍ଟାମି ଯୋଗୁ ମାଆ ବାନ୍ଧି ଦେଉଥିଲେ ହାତ, ଭାଙ୍ଗିଯିବାରୁ ଏବେ ହେଲେ ଲେପ୍ଟ ଆର୍ମ ବୋଲର
ନୂଆଦିଲ୍ଲୀ,୧୯।୧୧: ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଆଇସିସି ବିଶ୍ୱକପ ୨୦୨୩ର ଫାଇନାଲ ମ୍ୟାଚ ଖେଳାଯାଉଛି। ଉତ୍ତର ପ୍ରଦେଶରୁ ଆସିଥିବା ସ୍ପିନ ବୋଲର କୁଲଦୀପ ଯାଦବ ଫାଇନାଲରେ ପହଞ୍ଚିବାରେ ଭାରତୀୟ ଦଳରେ ଏକ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଛନ୍ତି।…

