ପୀଡ଼ିତାଙ୍କ ମୃତଦେହରୁ ମିଳିଲା ୧୫୦ ମି.ଗ୍ରା. ସିମେନ, କୋଲକାତାରେ ସିବିଆଇ ଟିମ୍ର ତନାଘନା କୋଲକାତା, ୧୪।୮: କୋଲକାତାର ଆର୍.ଜି. କର ମେଡିକାଲ କଲେଜ ଓ ହସ୍ପିଟାଲ୍ସର ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲାରେ ନୂଆ ମୋଡ଼ ଆସିଛି। ପୀଡ଼ିତାଙ୍କ ମୃତଦେହରୁ ୧୫୦ ମିଲିଗ୍ରାମର ସିମେନ(ଶୁକ୍ରାଣୁ) ମିଳିଥିବା ନେଇ ପୋଷ୍ଟମର୍ଟମ କରୁଥିବା ଡାକ୍ତର ସୁବର୍ଣ୍ଣା...