କୋଲକାତା ଲଜ୍ଜା: ସନ୍ଦୀପ ଘୋଷଙ୍କ ଘରେ ସିବିଆଇ ଚଢ଼ାଉ
କୋଲକାତା,୨୫ା୮: କୋଲକାତା ବଳାତ୍କାର ମାମଲାକୁ ନେଇ ସମଗ୍ର ଦେଶରେ ବିଦ୍ରୋହ ଦେଖାଦେଇଛି। ପଶ୍ଚିମବଙ୍ଗ ସରକାର କହିବା ସତ୍ତ୍ୱେ ଡାକ୍ତରମାନେ ନିରାପତ୍ତା ସୁନିଶ୍ଚିତ ନ କରି କାମକୁ ଫେରିବାକୁ ପ୍ରସ୍ତୁତ ନୁହନ୍ତି। #WATCH | Kolkata, West Bengal: CBI Anti Corruption…
କୋଲକାତା ବଳାତ୍କାର ମାମଲା: ଆଜି ୬ ଅଭିଯୁକ୍ତଙ୍କର ହେବ ପଲିଗ୍ରାଫ୍ ଟେଷ୍ଟ୍
କୋଲକାତା,୨୪ା୮: ଶନିବାର ସିବିଆଇ ଆର୍ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷଙ୍କୁ ପଚରାଉଚରା କରିବ। ବର୍ତ୍ତମାନ ପର୍ଯ୍ୟନ୍ତ ସନ୍ଦୀପ ଘୋଷଙ୍କୁ ପ୍ରାୟ ୧୦୦ ଘଣ୍ଟା ଧରି ପଚରାଉଚରା କରାଯାଇଛି। ସନ୍ଦୀପଙ୍କ ପଲିଗ୍ରାଫ ଟେଷ୍ଟ୍ ମଧ୍ୟ କରାଯିବ।…
ମାଜିଷ୍ଟ୍ରେଟ୍ଙ୍କ ସାମ୍ନାରେ ଭୋ ଭୋ ହୋଇ କାନ୍ଦିଲେ ଅଭିଯୁକ୍ତ ସଞ୍ଜୟ, କହିଲେ ମୋର..
କୋଲକାତା,୨୪ା୮: ଜଣେ ଟ୍ରେନି ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟଙ୍କୁ ଶୁକ୍ରବାର ସିଆଲ୍ଦା କୋର୍ଟରେ ହାଜର କରାଯାଇଥିଲା। ଏହି ସମୟରେ ଯେତେବେଳେ ମାଜିଷ୍ଟ୍ରେଟ୍ ତାଙ୍କୁ ପଚାରିଥିଲେ ଯେ, ସେ କାହିଁକି ପଲିଗ୍ରାଫ ଟେଷ୍ଟ୍ ପାଇଁ…
ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମମତା, କହିଲେ ବଳାତ୍କାରୀଙ୍କୁ କଠୋର ଦଣ୍ଡ ସହ…
କୋଲକାତା,୨୩ା୮: କୋଲକାତାର ଆର୍ଜି କର ମେଡିକାଲ କଲେଜରେ ଜଣେ ମହିଳା ଟ୍ରେନି ଡାକ୍ତରଙ୍କ ପ୍ରତି ଅତ୍ୟାଚାର ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା। ଏହି ଅବଧି ମଧ୍ୟରେ ପଶ୍ଚିମବଙ୍ଗ ସରକାରଙ୍କୁ ଅବହେଳା ପାଇଁ କଠୋର ତାଗିଦ କରାଯାଇଥିଲା। ଏହା ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ…
ଡାକ୍ତରଙ୍କ ସୁରକ୍ଷା ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ; ମେଡ଼ିକାଲରେ ବଢିବ ସୁରକ୍ଷା
ନୂଆଦିଲ୍ଲୀ,୧୯।୮: ସାରା ଦେଶରେ ବାସିନ୍ଦା ଡାକ୍ତରଙ୍କ ଧର୍ମଘଟକୁ ନେଇ ଡାକ୍ତରଙ୍କ ପ୍ରତିନିଧୀ ଏବଂ ମନ୍ତ୍ରଣାଳୟ ମଧ୍ୟରେ ନିରନ୍ତର ଆଲୋଚନା ଚାଲିଛି। ଆଜି ମଧ୍ୟ ଏହି ସଂପର୍କରେ ଡାକ୍ତରଙ୍କ ଏକ ପ୍ରତିନିଧି ଦଳ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କୁ ଭେଟିଥିଲେ। ଯେଉଁଥିରେ ଅନେକ…
Archives


