ରାଜୁ ବାଗ ହତ୍ୟା: ଦୋଷୀଙ୍କୁ ଗିରଫ ଦାବିରେ କୋକସରା ଥାନା ଘେରାଉ, ୭ ଦିନ…
କୋକସରା,୨୨।୧୧(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ବହୁଚର୍ଚ୍ଚିତ ଲଡୁଗାଁର ରାଜୁ ବାଗ ହତ୍ୟା ଘଟଣାକୁ ପ୍ରାୟ ୨୦ ଦିନ ବିତିଥିଲେ ମଧ୍ୟ ପୋଲିସର ହାତ ଖାଲି ରହିଛି । ହତ୍ୟାକାରୀଙ୍କ ସନ୍ଧାନ ପାଇବାରେ ପୋଲିସ ବିଫଳ ହୋଇଥିବା ଅଭିଯୋଗ କରି ରବିବାର କୋକସରା ଥାନା…

