୯୯.୯୩% ଭୋଟ ପାଇ ପୁଣି କିମ୍ ଜଙ୍ଗ୍ ବିଜୟୀ
ପୋଙ୍ଗୟାଙ୍ଗ୍ ,୨୧ା୩: ଉତ୍ତର କୋରିଆ ଶାସକ କିମ୍ ଜଙ୍ଗ୍ ଉନ୍ ଜାତୀୟ ନିର୍ବାଚନରେ ବିପୁଳ ଭୋଟରେ ବିଜୟୀ ହୋଇଛନ୍ତି। ଏଠାକାର ୧୫ତମ ସୁପ୍ରିମ ପିପୁଲ୍ସ ଆସେମ୍ବ୍ଲି ପାଇଁ ଗତ ୧୫ରେ ନିର୍ବାଚନ କରାଯାଇଥିଲାବେଳେ କିମ୍ଙ୍କ ଓ୍ବାର୍କର ପାର୍ଟି ଅଫ୍ କୋରିଆ ଏବଂ…
ପୁଣି କିମ୍ ଯଙ୍ଗ୍ ଉନ୍ ବିଜୟୀ
ପୋଙ୍ଗୟାଙ୍ଗ୍ ,୧୯ା୩: ଉତ୍ତର କୋରିଆ ଶାସକ କିମ୍ ଯଙ୍ଗ୍ ଉନ୍ ଜାତୀୟ ନିର୍ବାଚନରେ ବିପୁଳ ଭୋଟରେ ବିଜୟୀ ହୋଇଛନ୍ତି। ୧୫ତମ ସୁପ୍ରିମ ପିପୁଲ୍ସ ଆସେମ୍ବ୍ଲି ପାଇଁ ଗତ ୧୫ରେ ନିର୍ବାଚନ କରାଯାଇଥିଲା। ଏଥିରେ କିମ୍ଙ୍କ ଓ୍ବାର୍କର ପାର୍ଟି ଅଫ୍ କୋରିଆ ଏବଂ…
ସେନା ଅଧିକାରୀଙ୍କୁ କିମ ଜଙ୍ଗ ଉନ ଦେଲେ ନୂଆ ସ୍ନାଇପର ରାଇଫଲ, ସୁଟିଂ ରେଞ୍ଜକୁ ଲକ୍ଷ୍ୟ ଲଗାଇଲେ ଝିଅ
ପୋଙ୍ଗୟାଙ୍ଗ,୨୮।୨: ଶାସକ ୱାର୍କର୍ସ ପାର୍ଟିର ଏକ ସପ୍ତାହ ଧରି ଚାଲିଥିବା ସମ୍ମିଳନୀ ଶେଷରେ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜଙ୍ଗ ଉନ ଦେଶର ଉଚ୍ଚ ପଦାଧିକାରୀଙ୍କୁ ସମ୍ମାନିତ କରିଛନ୍ତି। ଏକଛତ୍ରବାଦୀ ଶାସକ କିମ ଜଙ୍ଗ ଉନ ତାଙ୍କ ନେତୃତ୍ୱକୁ ପାଳନ…
ଉତ୍ତରାଧିକାରୀ ଘୋଷଣା କଲେ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ, କାହାକୁ ହସ୍ତାନ୍ତର କଲେ? ଜାଣନ୍ତୁ…
କୋଙ୍ଗୟାଙ୍ଗ,୧୨।୨: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ ତାଙ୍କ ଝିଅ କିମ ଜୁ ଏଙ୍କୁ ତାଙ୍କ ଉତ୍ତରାଧିକାରୀ ଭାବରେ ବାଛିଛନ୍ତି। ଦକ୍ଷିଣ କୋରିଆର ନ୍ୟାସନାଲ ଇଣ୍ଟେଲିଜେନ୍ସ ସର୍ଭିସ (NIS) ଗୁରୁବାର ସଂସଦର ସଦସ୍ୟମାନଙ୍କୁ ଏକ ରୁଦ୍ଧଦ୍ୱାର ବ୍ରିଫିଂରେ ଏହି…
ଖୁବ୍ଶୀଘ୍ର ନିଜ ଉତ୍ତରାଧିକାରୀ ଘୋଷଣା କରିପାରନ୍ତି କିମ୍ ଜୋଙ୍ଗ୍ ଉନ୍, ଏହି ନାଁ କହିଦେଲା ଗପ୍ତଚର ସଂସ୍ଥା…
ସିଓଲ,୧୨ା୯: ଉତ୍ତର କୋରିଆର ସୁପ୍ରିମ ଲିଡର କିମ୍ ଜୋଙ୍ଗ୍ ଉନ୍ ଝିଅ କିମ୍ ଜୁ ଏ’ଙ୍କୁ ଖୁବ୍ଶୀଘ୍ର ନିଜ ଉତ୍ତରାଧିକାରୀ ଘୋଷଣା କରିପାରନ୍ତି। ଏନେଇ ଦକ୍ଷିଣ କୋରିଆର ଏକ ଗୁପ୍ତଚର ସଂସ୍ଥା ଗୁରୁବାର ଦାବି କରିଛି। ନିକଟରେ କିମ୍ଙ୍କ ବେଜିଂ ଗସ୍ତ…
ପ୍ରତିଥର ବୈଠକ ପରେ କାହିଁକି ସଫା କରାଯାଏ କିମ ଜଙ୍ଗ ଉନଙ୍କ ଚୌକି? ଏହା ପଛର କାହାଣୀ ସ୍ବତନ୍ତ୍ର
ପୋଙ୍ଗୟାଙ୍ଗ,୪।୯: ଉତ୍ତର କୋରିଆର ଏକଛତ୍ରବାଦୀ କିମ ଜୋଙ୍ଗ ଉନ ବର୍ତ୍ତମାନ ଚାଇନା ଗସ୍ତରେ ଅଛନ୍ତି। କିମ ଚାଇନାର ବେଜିଂରେ ସାମରିକ ପରେଡରେ ମଧ୍ୟ ଯୋଗ ଦେଇଥିଲେ। ବେଜିଂ ଗସ୍ତ ସମୟରେ ସେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିଥିଲେ। ଏହି ସାକ୍ଷାତର…
ଆମେରିକାକୁ ପରମାଣୁ ଧମକ ଦେଲା ଏହି ଦେଶ, ସାରା ବିଶ୍ୱରେ ଚହଳ!
ଓ୍ବାଶିଂଟନ୍,୨୭।୫: ସାରା ବିଶ୍ୱରେ ଚାଲିଥିବା ଅଶାନ୍ତି ମଧ୍ୟରେ ଏପରି ଏକ ଖବର ଆସିଛି ଯାହା ବିଶ୍ୱରେ ଚହଳ ପକାଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଏକ ଦେଶ ପରମାଣୁ ଧମକ ଦେଇଛି। ଆମେରିକାକୁ ଏପରି ଧମକ ଉତ୍ତର କୋରିଆ ସରକାର ଦେଇଛନ୍ତି।…
କିମ୍ ଜୋଙ୍ଗ୍ ଉନ୍ଙ୍କ ୪୦ ସୈନିକଙ୍କୁୁ ହତ୍ୟା କଲା ୟୁକ୍ରେନ
କିଭ୍,୨ା୧୧: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ସମୟରେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ରୁଷିଆରେ ଥିବା ୪୦ ଜଣ ଉତ୍ତର କୋରିଆ ସୈନିକଙ୍କୁ ୟୁକ୍ରେନ ସେନା ଦ୍ୱାରା ହତ୍ୟା କରାଯାଇଛି। ଏହି ସୈନିକମାନେ ୟୁକ୍ରେନର କୁର୍ସ୍କ ଅଞ୍ଚଳରେ…
କିମ୍ ଜୋଙ୍ଗ୍ ଉନ୍ ନା ଜର୍ଜ ସୋରୋସ୍ କାହା ସହ ଡିନର କରିବେ ଜୟଶଙ୍କର, ଏମିତି ଦେଲେ ଜବାବ…
ନୂଆଦିଲ୍ଲୀ,୬ା୧୦: ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ କାର୍ଯ୍ୟକ୍ରମ ସମୟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କୁ ଏପରି ପ୍ରଶ୍ନ ପଚରାଯାଇଥିଲା। ଯାହାର ଉତ୍ତର ସମସ୍ତଙ୍କ ହୃଦୟକୁ ଛୁଇଁଛି। ଜୟଶଙ୍କରଙ୍କୁ ପଚରାଯାଇଥିଲା ସେ ଉତ୍ତର କୋରିଆ ଶାସକ କିମ୍ ଜୋଙ୍ଗ୍ ଉନ୍…
ଅଲିମ୍ପିକ୍ସରେ ମେଡାଲ ନ ଜିତିଲେ ଖେଳାଳିଙ୍କୁ କେଉଁ ଦଣ୍ଡ ଦିଅନ୍ତି କିମ୍ ଜଙ୍ଗ ଉନ୍
ନୂଆଦିଲ୍ଲୀ,୧୨ା୮: ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ ସମାପ୍ତ ହୋଇଛି। ଅନେକ ଦେଶ ପରି ଉତ୍ତର କୋରିଆ ଆଥଲେଟ୍ ମାନେ ମଧ୍ୟ ଅନେକ କ୍ରୀଡ଼ାରେ ଅଂଶଗ୍ରହଣ କରି ପଦକ ଜିତିଛନ୍ତି। କିନ୍ତୁ, ଉତ୍ତର କୋରିଆର ଅନେକ ଆଥଲେଟ୍ ଅଛନ୍ତି ଯେଉଁମାନେ ବିନା ପଦକରେ ଫେରିଛନ୍ତି।…
ନକଲି ନାଁରେ ସ୍କୁଲରେ ପାଠ ପଢୁଥିଲେ କିମ୍, କେବେ ବି କେଉଁ ପରୀକ୍ଷାରେ କରିନାହାନ୍ତି ପାସ୍
ପ୍ୟୋଙ୍ଗୟାଙ୍ଗ,୨୫ା୧୨: ଆପଣ ନିଶ୍ଚିତ ଭାବରେ ଶାସକମାନଙ୍କର ଅନେକ ରହସ୍ୟମୟ କାହାଣୀ ପଢ଼ିଥିବେ। ଆଜି ଏମିତି ଜଣେ ଶାସକଙ୍କ ବିଷୟରେ କହିବୁ ଯିଏ ପିଲାଦିନରୁ ଅଜବ କାର୍ଯ୍ୟକଳାପ ପାଇଁ ଜଣାଶୁଣା। ସେ ଏକ ନକଲି ନାଁରେ ସ୍କୁଲରେ ପଢୁଥିଲେ ଏବଂ ତାଙ୍କ ଜେଜେବାପା…
Archives


