Tag Archives: Khamenei

ଖାମେନେଇଙ୍କ ୨ ସମ୍ଭାବ୍ୟ ଉତ୍ତରାଧିକାରୀ ନିହତ: ଟ୍ରମ୍ପ୍‌

ତେହରାନ୍‌, ୩ା୩: ଆମେରିକା ଓ ଇସ୍ରାଏଲ୍‌ର ମିଳିତ ଆକ୍ରମଣରେ ଶନିବାର ଇରାନ ସୁପ୍ରିମ ଲିଡର ଆୟାତୋଲ୍ଲା ଅଲୀ ଖାମେନେଇ ନିହତ ହୋଇଥିଲେ। ଏଥିସହିତ ସୁପ୍ରିମ ଲିଡରଙ୍କ ଉତ୍ତରାଧିକାରୀ ହେବାର ସମ୍ଭାବନା ଥିବା ୨ ନେତାଙ୍କର ମଧ୍ୟ ଆକ୍ରମଣରେ ମୃତ୍ୟୁ ଘଟିଥିବା ଆମେରିକା…

ଇସ୍ରାଏଲ ଯୁଦ୍ଧରେ ଖାମେନେଇଙ୍କ ମୃତ୍ୟୁ! କେମିତି ହୋଇଥିଲେ ସୁପ୍ରିମ ଲିଡର? ଜାଣନ୍ତୁ…

ତେହରାନ,୧।୩: ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ମୃତ୍ୟୁ ହୋଇଛି। ଜଣେ ଇସ୍ରାଏଲୀ ଅଧିକାରୀଙ୍କ ଉଦ୍ଧୃତି ଦେଇ ରଏଟର୍ସ ଏହା ଦାବି କରିଛି। ଏହି ଘଟଣା ପରେ, ଇରାନରେ୪୦ ଦିନିଆ ଜାତୀୟ ଶୋକ ଘୋଷଣା କରାଯାଇଛି। ଆୟାତୋଲ୍ଲା ଅଲି ଖାମେନେଇ୧୯୩୯…

ମୃତ୍ୟୁ ପୂର୍ବରୁ ଶେଷ ଭାଷଣ ଦେଇଥିଲେ ଖାମେନେଇ, ଜାଣନ୍ତୁ ଟ୍ରମ୍ପଙ୍କୁ ନେଇ କ’ଣ କହିଥିଲେ

ତେହେରାନ,୧।୩: ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ଆମେରିକା-ଇସ୍ରାଏଲ ଆକ୍ରମଣରେ ମୃତ୍ୟୁ ଘଟିଛି। ଇସ୍ରାଏଲ-ଆମେରିକୀୟ ଆକ୍ରମଣ ଇରାନରେ ଭୟର ବାତାବରଣ ସୃଷ୍ଟି କରିଛି। ଏହାକୁ ନେଇ ଇରାନରେ ୪୦ ଦିନିଆ ଶୋକ ପାଳନ ଘୋଷଣା କରାଯାଇଛି, ସାତ ଦିନର ସରକାରୀ…

ବଙ୍କରରେ ଲୁଚି ନାହାଁନ୍ତି ଖାମନେଇ, ଇସ୍ରାଏଲ ସହ ଆକ୍ରମଣ ଭିତରେ ସାମ୍ନାକୁ ଆସିଲା ଫଟୋ

ତେହରାନ,୨୮।୨: ଇରାନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ଆରମ୍ଭ ହେବା ପରଠାରୁ, ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମନେଇ ଅଣ୍ଡର ଗ୍ରାଉଣ୍ଡ ହୋଇଯାଇଛନ୍ତି ବୋଲି ଅନୁମାନ କରାଯାଉଛି। ଗତ ଛଅ ମାସ ମଧ୍ୟରେ ତାଙ୍କୁ କେବଳ ଥରେ କିମ୍ବା ଦୁଇଥର ଦେଖାଯାଇଥିବାରୁ…

ଟ୍ରମ୍ପଙ୍କ ଭୟରେ ବଙ୍କରରେ ଲୁଚିଲେ ଖାମେନେଇ; ଜାଣନ୍ତୁ ଏବେ କାହା ହାତରେ ଇରାନର ଦାୟିତ୍ୱ…?

ତେହରାନ,୨୫।୧: ଇରାନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଏଭଳି ସମୟରେ ଇରାନର ସୁପ୍ରିମ ଲିଡର ଆୟାତୋଲ୍ଲା ଅଲୀ ଖାମେନେଇ ତେହରାନରେ ନିର୍ମିତ ଏକ ସ୍ବତନ୍ତ୍ର ଭୂତଳ ଆଶ୍ରୟସ୍ଥଳ(ବଙ୍କର୍‌)ରେ ଲୁଚି ରହିଥିବା ରିପୋର୍ଟ ସାମ୍ନାକୁ ଆସିଛି। ଇରାନ…

ଇରାନ ଉପରେ ବର୍ଷିବେ ଆମେରିକା ସେନା? ଟ୍ରମ୍ପଙ୍କ ବଡ଼ ଘୋଷଣା, କହିଲେ ‘ଖାମେନେଇଙ୍କଠାରୁ ମୁକ୍ତ କରିବାକୁ…’

ଓ୍ବାଶିଂଟନ,୧୧।୧: ଇରାନରେ ଚାଲିଥିବା ପ୍ରତିବାଦ ମଧ୍ୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର (ଜାନୁଆରୀ ୧୧) କହିଛନ୍ତି ଯେ ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ନେତୃତ୍ୱାଧୀନ ସରକାରଙ୍କଠାରୁ ସ୍ବାଧୀନତା ହାସଲ କରିବାରେ ଇରାନକୁ ସାହାଯ୍ୟ କରିବାକୁ ଆମେରିକା ପ୍ରସ୍ତୁତ। ଟ୍ରୁଥ…

ଖାମେନେଇଙ୍କ ଉପରେ ପୁଣି ରାଗିଲେ ଟ୍ରମ୍ପ, କହିଲେ ମୁଁ ଇରାନ ଉପରୁ ପ୍ରତିବନ୍ଧକ…

ଓ୍ବାଶିଂଟନ,୨୮।୬: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ଉପରେ ରାଗି ଯାଇଛନ୍ତି। ଟ୍ରମ୍ପ ଶନିବାର (ଜୁନ ୨୮, ୨୦୨୫) ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ ସୋସିଆଲରେ ପୋଷ୍ଟ କରି ଖାମେନେଇଙ୍କୁ ଟାର୍ଗେଟ କରିଥିଲେ।…

ମୃତ୍ୟୁକୁ ଭୟ କଲେଣି ଖାମେନେଇ! ବଛା ହେଲାଣି ୩ ନାମ, ହେଲେ କିଏ ହେବେ ଉତ୍ତରାଧିକାରୀ? ଲିଷ୍ଟରେ ନାହିଁ…

ତେହେରାନ,୨୧।୬: ସମ୍ଭାବ୍ୟ ହତ୍ୟାର ଆଶଙ୍କାକୁ ଦୃଷ୍ଟିରେ ରଖି, ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇ ଏବେ ସିଧାସଳଖ ନୁହେଁ ବରଂ ଜଣେ ବିଶ୍ୱସ୍ତ ସହାୟକଙ୍କ ମାଧ୍ୟମରେ ତାଙ୍କ କମାଣ୍ଡରମାନଙ୍କ ସହିତ ଯୋଗାଯୋଗ କରୁଛନ୍ତି ଏବଂ ଇଲେକ୍ଟ୍ରୋନିକ ଯୋଗାଯୋଗକୁ ସ୍ଥଗିତ ରଖାଯାଇଛି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?