Tag Archives: kerala

Football Match In Kerela: ଫୁଟବଲ ମ୍ୟାଚ୍‌ବେଳେ ବଡ଼ ଦୁର୍ଘଟଣା: ଷ୍ଟାଡିୟମରେ ଲାଗିଲା ନିଆଁ, ପୋଡ଼ିଗଲେ ଦର୍ଶକ

ଥିରୁଭାନନ୍ତପୁରମ,୧୯।୨: କେରଳରେ ଏକ ବଡ଼ ଦୁର୍ଘଟଣା ଘଟିଛି। ମାଲାପ୍ପୁରମ ଜିଲାର ଆରିକୋଡ ସହରରେ ଏକ ଫୁଟବଲ ମ୍ୟାଚ ସମୟରେ ଅଗ୍ନିକାଣ୍ଡରେ ୩୦ରୁ ଅଧିକ ଦର୍ଶକ ପୋଡ଼ି ଯାଇଛନ୍ତି। ମ୍ୟାଚ ଆରମ୍ଭ ହେବାର ଠିକ ପୂର୍ବରୁ ଏହି ଘଟଣା ଘଟିଥିଲା। ମ୍ୟାଚ ପୂର୍ବରୁ…

ଆମ୍ବଲାନ୍ସକୁ ରାସ୍ତା ନ ଛାଡିବା ପଡିଲା ମହଙ୍ଗା: କାର୍ ମାଲିକଙ୍କ ଉପରେ ଅଢେଇ ୨.୫ ଲକ୍ଷ ଟଙ୍କାର ଫାଇନ୍ ଲଗାଇଲେ ସରକାର

କେରଳ,୧୭ା୧୧: ରାସ୍ତାରେ ଆମ୍ବୁଲାନ୍ସକୁ ରାସ୍ତା ନ ଛାଡ଼ିବାରୁ ଏକ କାର୍ ଉପରେ କେରଳ ସରକାର ଅଢେଇ ଲକ୍ଷ ଟଙ୍କାର ଜୋରିମାନା ଲଗାଇଛନ୍ତି। ଏଭଳି ଉଦାହରଣ ମୂଳକ ପଦକ୍ଷେପ ନେଇ କେରଳର ସ୍ଥାନୀୟ ପ୍ରଶାସନ କାର୍ ମାଲିକଙ୍କ ଘରକୁ ଯାଇ ତାଙ୍କ ହାତରେ…

ମହିଳା ସୁରକ୍ଷା ଉପରେ ରାଷ୍ଟ୍ରପତିଙ୍କ ବଡ଼ ବୟାନ: ”ମୁକ୍ତ ହୋଇ ବୁଲୁଛନ୍ତି ଅପରାଧୀ, ଭୟରେ ରହୁଛନ୍ତି ପୀଡିତା “

ନୂଆଦିଲ୍ଲୀ: ଦେଶରେ ବିଭିନ୍ନ ଦୁର୍ଘଟଣାରୁ ବର୍ତ୍ତିଯାଇଥିବା ମହିଳାଙ୍କୁ ସମାଜର ସମର୍ଥନ ଅଭାବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଚିନ୍ତା ପ୍ରକଟ କରିଛନ୍ତି। ବର୍ତମାନ ମହିଳାଙ୍କ ପ୍ରତି ହେଉଥିବା ଅପରାଧକୁ ନେଇ ସାରା ଦେଶରେ ଅସନ୍ତୋଷ ପ୍ରକାଶ ପାଇଛି। କୋଲକାତା ଡାକ୍ତରଖାନାରେ ଜଣେ ଜୁନିଅର…

Video: ଯାତ୍ରା କରିବା ସମୟରେ ଆରମ୍ଭ ହେଲା ପ୍ରସବ ଯନ୍ତ୍ରଣା, ବସ୍‌ରେ ସନ୍ତାନ ଜନ୍ମ ଦେଲେ ମହିଳା

କେରଳ,୩୦।୫: ବୁଧବାର ଅପରାହ୍‌ଣରେ କେରଳ ମାଲାପୁରାମରରେ ଜଣେ ୩୭ ବର୍ଷ ବୟସ୍କା ମହିଳା ଏକ ବସ୍‌ରେ ଥ୍ରୀସୁରରୁ ଥୋଜିଲପାଲମ କୋଜିକୋଡ ଯାତ୍ରା କରୁଥିବା ସମୟରେ ବସ୍‌ରେ ସନ୍ତାନ ଜନ୍ମ ଦେଇଛନ୍ତି। ପେରାମଙ୍ଗାଲମ ଦେଇ ଯାଉଥିବା ଯାଉଥିବା ସମୟରେ ମହିଳାଙ୍କର ପ୍ରସବ ଯନ୍ତ୍ରଣା…

ତାତିରୁ ମିଳିବ ଆଶ୍ବସ୍ତି, ଆସନ୍ତା ୨୪ ଘଣ୍ଟାରେ କେରଳ ଛୁଇଁବ ଦକ୍ଷିଣ ପଶ୍ଚିମ ମୌସୁମୀ

ଭୁବନେଶ୍ୱର,୨୯।୫: ଭାରତର ଅନେକ ରାଜ୍ୟରେ ଏବେ ପ୍ରବଳ ଗରମ ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେଉଛି। ଏହାରି ମଧ୍ୟରେ ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛନ୍ତି ଯେ, ଆଗାମୀ ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଉପକୂଳ…

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବିରୋଧରେ ସୁପ୍ରିମକୋର୍ଟ ଗଲା କେରଳ

ନୂଆଦିଲ୍ଲୀ,୨୪।୩: କେରଳ ବିଧାନସଭାରେ ଗୃହୀତ ୪ ବିଲ୍‌କୁ ମଞ୍ଜୁରୀ ନ ଦେଇ ପକାଇରଖିଥିବାରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବିରୋଧରେ ରାଜ୍ୟ ସରକାର ସୁପ୍ରିମକୋର୍ଟରେ ପିଟିଶନ ଦାଏର କରିଛନ୍ତି। କେରଳର ସିପିଆଇ(ଏମ୍‌) ନେତୃତ୍ୱାଧୀନ ଏଲ୍‌ଡିଏଫ୍‌ ସରକାର ଏହି ମାମଲାରେ କେନ୍ଦ୍ର ସରକାର, ରାଷ୍ଟ୍ରପତିଙ୍କ…

କେରଳ ରାଜ୍ୟପାଳ ଆରିଫ ମହମ୍ମଦଙ୍କୁ ଦିଆଗଲା Z+ ସୁରକ୍ଷା

ଥିରୁଭାନନ୍ତପୁରମ୍‌,୨୭।୧: କେରଳ ରାଜ୍ୟପାଳ ଆରିଫ ମହମ୍ମଦ ଖାନ୍‌ଙ୍କୁ ମିଳିଛି ଜେଡ୍‌ ପ୍ଲସ୍‌ ସୁରକ୍ଷା। କୋଲାମ ଜିଲାରେ ଏସ୍‌ଏଫ୍‌ଆଇ(ଷ୍ଟୁଡେଣ୍ଟ ଫେଡେରେଶନ ଅଫ୍‌ ଇଣ୍ଡିଆ)ର କଳାପତାକା ପ୍ରଦର୍ଶନକୁ ନେଇ ସେ ରାଗିଯାଇ ରାସ୍ତା ମଝିରେ ବସିଥିଲେ। ଏପରିକି ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କୁ କଟାକ୍ଷ କରିବାକୁ…

ଜି-୨୦ ଶିଖର ସମ୍ମିଳନୀରେ ପ୍ରତି ୬୦ ସେକେଣ୍ଡରେ ହୋଇଥିଲା ୧୬ ଲକ୍ଷ ସାଇବର ଆକ୍ରମଣ: ରାଜେଶ କୁମାର

ନୂଆଦିଲ୍ଲୀ,୩।୧: ଦେଶରେ ସାଇବର ଅପରାଧ ସଂଖ୍ୟା ବଢିବାରେ ଲାଗିଛି। ସାଇବର ଅପରାଧୀ ମାନେ ପ୍ରତିଦିନ ସାଇବର ଆକ୍ରମଣରେ କିଛି ନୂଆ କୌଶଳ ବ୍ୟବହାର କରିଚାଲିଛନ୍ତି। କେବଳ ସାଧାରଣ ଲୋକ ନୁହଁନ୍ତି, ସରକାର ଏବଂ ବିଭିନ୍ନ ଆର୍ଥିକ ପ୍ରତିଷ୍ଠାନ ମଧ୍ୟ ସାଇବର ଆକ୍ରମଣର…

ବିଜୟ ହଜାରେ ଟ୍ରଫି: ଓଡ଼ିଶାର କ୍ରମାଗତ ଦ୍ୱିତୀୟ ପରାଜୟ

ଭୁବନେଶ୍ୱର, ୨୭।୧୧: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଅନ୍ୟତମ ସମ୍ମାନଜନକ ଘରୋଇ ପ୍ରତିଯୋଗିତା ବିଜୟ ହଜାରେ ଟ୍ରଫିରେ ଓଡ଼ିଶା କ୍ରମାଗତ ଦ୍ୱିତୀୟ ପରାଜୟ ବରଣ କରିଛି। ତ୍ରିପୁରା ବିପକ୍ଷରେ ବିଜୟ ସହ ଅଭିଯାନ ଆରମ୍ଭ କରିଥିବା ଓଡ଼ିଶା ବର୍ଷା ବାଧାପ୍ରାପ୍ତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri