ମହିଳା ଆଇପିଏଲ ୨୦୨୪ ନିଲାମ: କାଶବୀ ଗୌତମଙ୍କ ଉପରେ ଟଙ୍କା ବର୍ଷା କଲା ଗୁଜରାଟ ନୂଆଦିଲ୍ଲୀ, ୯।୧୨: ମହିଳା ପ୍ରିମିୟର ଲିଗ୍ ୨୦୨୪ ପାଇଁ ଏକ ନିଲାମର ଜାରି ରହିଛି। ମହିଳା ପ୍ରିମିୟର ଲିଗର ଏହା ହେଉଛି ପ୍ରଥମ ମିନି ନିଲାମ। ନିଲାମ ଆରମ୍ଭରୁ କ୍ରିକେଟ୍ ପ୍ରଶଂସକଙ୍କୁ ଅନେକ ଆଶ୍ଚର୍ଯ୍ୟଜନକ ନିଲାମ ଦେଖିବାକୁ ମିଳିଛି। ଏହି...