ସରକାର କଲେ ବଡ଼ ଘୋଷଣା, କରଓ୍ବାଚୌଥରେ ସ୍ବାମୀଙ୍କୁ ମିଳିବ ଛୁଟି!
ନୂଆଦିଲ୍ଲୀ,୨୮।୧୦: କରୱାଚୌଥ ଅବସରରେ ମହିଳାଙ୍କ ସହ ପୁରୁଷଙ୍କୁ ମଧ୍ୟ ମିଳିବ ଛୁଟି । ଏନେଇ ହିମାଚଳ ପ୍ରଦେଶ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିବା ଖବର ସାମ୍ନାକୁ ଆସିଛି । ମୁଖ୍ୟମନ୍ତ୍ରୀ ଠାକୁର ସୁଖବିନ୍ଦର ସିଂ ସୁଖୁ ଏହି ଘୋଷଣା କରିଥିବା ଉଲ୍ଲେଖ…

