Tag Archives: Karnataka

ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି; SBI-PNB ସହିତ ସମସ୍ତ ନେଣଦେଣ ତତ୍କାଳ ବନ୍ଦ ନିର୍ଦ୍ଦେଶ

ନୂଆଦିଲ୍ଲୀ, ୧୪।୦୮: ଏକ ବଡ ନିଷ୍ପତ୍ତି ନେଇ କର୍ଣ୍ଣାଟକ ସରକାର ବୁଧବାର ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ଏବଂ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନବି) ସହିତ ସମସ୍ତ କାରବାର ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିଷ୍ପତ୍ତି ଅନୁଯାୟୀ...

କର୍ଣ୍ଣାଟକରେ ରହୁଥିବା ସମସ୍ତେ କନ୍ନଡ ଶିଖିବା ଉଚିତ୍: ସିଦ୍ଧରମୈୟା

ନୂଆଦିଲ୍ଲୀ,୨୦।୬: କନ୍ନଡ ଭାଷା, ଜମି ଏବଂ ଜଳର ସୁରକ୍ଷା କରିବା ପ୍ରତ୍ୟେକ କର୍ଣ୍ଣାଟକ ଲୋକର ଦାୟିତ୍ୱ ବୋଲି ରାଜ୍ୟରେ କନ୍ନଡ ପରିବେଶ ସୃଷ୍ଟି କରିବାକୁ ଆହ୍ୱାନ ଦେଇ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା କହିଛନ୍ତି। ସେ କହିଛନ୍ତି, “କନ୍ନଡ ପରିବେଶ ସୃଷ୍ଟି କରିବା...

ସିଆଇଡି ଆଗରେ ହାଜର ହେବେ ପୂର୍ବତନ ମୁଖ୍ୟମନ୍ତ୍ରୀ, ନାବାଳିକାଙ୍କୁ…

ନୂଆଦିଲ୍ଲୀ, ୧୭।୬: କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ବିଏସ୍‌ ୟେଦୁରପ୍ପା ଆଜି ଜାତୀୟ ତଦନ୍ତକାରୀ ବିଭାଗ (ସିଆଇଡି) ନିକଟରେ ହାଜର ହେବା ନେଇ ଜଣାପଡ଼ିଛି । ୟେଦୁରପ୍ପାଙ୍କ ଉପରେ ଜଣେ ନାବାଳିକାଙ୍କୁ ଯୌନ...

ଗର୍ଲଫ୍ରେଣ୍ଡ ସହିତ ଫେରାର ହୋଇଗଲା ପୁଅ, ମା’ଙ୍କୁ ଖୁଣ୍ଟରେ ବାନ୍ଧି ମାଡ଼ ମାରିଲେ ଝିଅ ଘରଲୋକେ

ନୂଆଦିଲ୍ଲୀ,୩।୫: ପୁଅର କାରନାମା ପାଇଁ ମା’ ସହିଲେ ଅପବାଦ, ରାସ୍ତାରେ ବାନ୍ଧି ବାଡେଇଲେ ଲୋକେ। ଏଭଳି ଏକ ଅସାମାଜିକ ଘଟଣା ଦେଖିବାକୁ ମିଳିଛି କର୍ଣ୍ଣାଟକର ହାଭେରୀ ଜିଲାରେ। ପୁଅ ଗର୍ଲଫ୍ରେଣ୍ଡ ସହିତ ଫେରାର ହୋଇଯିବା ପରେ ଜଣେ ୫୦ ବର୍ଷୀୟା...

ନିଜ ସ୍ତ୍ରୀ ଆଗରେ ମହିଳାଙ୍କୁ କଲେ ବଳାତ୍କାର, ନଗ୍ନ ଫଟୋ ଦେଖାଇ ଧର୍ମ ବଦଳାଇବାକୁ କଲେ ବ୍ଲାକମେଲ୍

ନୂଆଦିଲ୍ଲୀ, ୨୨।୪: କର୍ଣ୍ଣାଟକରେ ୨୮ ବର୍ଷ ବୟସ୍କା ବିବାହିତା ମହିଳାଙ୍କୁ କିଛି ବ୍ୟକ୍ତି ତାଙ୍କ ନଗ୍ନ ଫଟୋ ଦେଖାଇ ବ୍ଲାକମେଲ ମାଧ୍ୟମରେ ଇସଲାମ ଧର୍ମ ଗ୍ରହଣ କରିବାକୁ ବାଧ୍ୟ କରିଥିବା ଅଭିଯୋଗରେ ୭ ଜଣଙ୍କ ବିରୋଧରେ ଏଫଆଇଆର ଦାଖଲ ହୋଇଛି।...

କେତେ ସ୍ଥାନୀୟ ଲୋକଙ୍କୁ ଦେଇଛ ନିଯୁକ୍ତି ? ବହୁଦେଶୀୟ କମ୍ପାନୀକୁ ପ୍ରଶ୍ନ କଲେ ରାଜ୍ୟ ସରକାର

ନୂଆଦିଲ୍ଲୀ,୨୧।୨: ବହୁଦେଶୀୟ କମ୍ପାନୀ ଗୁଡିକ କେତେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦେଇଛନ୍ତି ତାହାକୁ ନୋଟିସ ବୋର୍ଡରେ ଦର୍ଶାଇବାକୁ କହିଛନ୍ତି ରାଜ୍ୟ ସରକାର। ସମସ୍ତ କ୍ଷେତ୍ରର କମ୍ପାନୀ ଗୁଡିକ ଏକ ନୋଟିସ ବୋର୍ଡ଼ରେ ଏହାକୁ ଦର୍ଶାଇବାକୁ ପଡିବ ବୋଲି କୁହାଯାଇଛି। ତେବେ...

ତତ୍କାଳ ପ୍ରଭାବ ସହିତ ହୁକ୍କା ବିକ୍ରି, ସେବନ ନିଷେଧ କଲେ ରାଜ୍ୟ ସରକାର

ବେଙ୍ଗଲୁରୁ,୭।୨: “ଯୁବ ଏବଂ ସ୍ୱାସ୍ଥ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି କର୍ଣ୍ଣାଟକ ସରକାର ହୁକା ଧୂମପାନ ଉପରେ ରାଜ୍ୟବ୍ୟାପୀ ନିଷେଧାଦେଶ ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀ ଦୀନେଶ ଗୁଣ୍ଡୁ ରାଓ ଗୁରୁବାର ଘୋଷଣା ଏହି କରିଛନ୍ତି। ସାମାଜିକ ଗଣମାଧ୍ୟମ ଏକ୍ସ’ରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri