ପିତାଙ୍କ ଠାରୁ ଭିନ୍ନ ପଥ ଅନୁସରଣ କରି ୟୁଏଇ (UAE) ବିପକ୍ଷରେ ଶତକ ହାସଲ କଲେ ଜୁନିଅର ସେହୱାଗ; ପ୍ରଶଂସକ ଚକିତ
ନୂଆଦିଲ୍ଲୀ,୧୦।୧୧: ବୀରେନ୍ଦ୍ର ସେହୱାଗଙ୍କ ପୁଅ ଆର୍ଯ୍ୟବୀର ପୁଣି ଥରେ ପ୍ରମାଣିତ କରିଛନ୍ତି ଯେ ସେ ନିଜ ପିତାଙ୍କ ପଦାଙ୍କ ଅନୁସରଣ କରିବାକୁ ପ୍ରସ୍ତୁତ ଅଛନ୍ତି। ମଙ୍ଗଳବାର ଦିନ, ଅଣ୍ଡର-୧୯ ଏସିଆ କପରେ ଆର୍ଯ୍ୟବୀର ୟୁଏଇ (UAE) ବିପକ୍ଷରେ ଏକ ଚମତ୍କାର ଶତକ…

