ଇଟାଲୀ ପ୍ରଧାନମନ୍ତ୍ରୀଙ୍କ ନୂଆ ଲୁକ୍, ଜିତିଲେ ଭାରତୀୟଙ୍କ ଦିଲ୍ ରୋମ/ନୂଆଦିଲ୍ଲୀ,୨୪।୪: ଇଟାଲୀର ପ୍ରଧାନମନ୍ତ୍ରୀ ଜିଓର୍ଜିଆ ମେଲୋନି ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଏକ ‘ଝୁମକା ମୁଭବେଣ୍ଟ’ ଶେୟାର କରିଛନ୍ତି। ମେଲୋନି ଲମ୍ବା, ଝୁଲନ୍ତା କାନଫୁଲ ପିନ୍ଧି ନିଜର ଏକ ଫଟୋ ପୋଷ୍ଟ କରିଛନ୍ତି। ଇଟାଲୀୟ ପ୍ରଧାନମନ୍ତ୍ରୀଙ୍କ ଏହି ଫଟୋ ଭାରତର…