ଭୁବନେଶ୍ୱରରେ ଗୋଟିଏ ଟ୍ରାକ୍ରେ ମୁହାଁମୁହିଁ ହେଲା ୨ ଟ୍ରେନ୍, ଆଉ ତା’ ପରେ… ଭୁବନେଶ୍ୱର,୧୧ା୬: ରାଜଧାନୀ ଭୁବନେଶ୍ୱରରେ ଗୋଟିଏ ଟ୍ରାକ୍ରେ ମୁହାଁମୁହିଁ ହୋଇଛି ଦୁଇ ଟ୍ରେନ୍। ଗୋଟିଏ ଟ୍ରେନ୍ ମାଷ୍ଟରକ୍ୟାଣ୍ଟିନ୍ରୁ ମଞ୍ଚେଶ୍ୱର ସଫେଇ ପାଇଁ ଆସୁଥିବାବେଳେ ଆଉ ଗୋଟିଏ ଟ୍ରେନ୍ ମଞ୍ଚେଶ୍ୱରରୁ ମାଷ୍ଟରକ୍ୟାଣ୍ଟିନ୍ ଯାଉଥିଲା। ଝାରପଡ଼ା ବ୍ରିଜ୍ ନିକଟରେ ମୁହାଁମୁହିଁ ହୋଇଥିଲା। ଟ୍ରେନ୍ରେ କୌଣସି ଯାତ୍ରୀ…