ଦୁର୍ଗାପୂଜା ଭସାଣି ଦେଖିବାକୁ ଯିବାବେଳେ ବୁଡ଼ିଗଲା ଡଙ୍ଗା, ୪ ଜଣଙ୍କ ମଧ୍ୟରୁ ଜଣେ ମୃତ, ଆଉ ୩…
କଳିଙ୍ଗନଗର,୨୨ା୧୦(ଶୁଭାଶିଷ ରାଉତ): ଯାଜପୁର ଜିଲା ସଦର ଥାନା ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ଡଙ୍ଗା ବୁଡ଼ି ଜଣେ ବାଳକ ସମେତ ୪ ନିଖୋଜ ହୋଇଛନ୍ତି। ନିଖୋଜ ହୋଇଥିବା ବ୍ୟକ୍ତିମାନେ ହେଲେ ଡଅଁରକୂଳ ଗ୍ରାମର ମଣିଆ ଦଳେଇ, ମା’ ହେମଲତା ଦଳେଇ…

