୨୦୨୬ରେ ଲେଖା ହେବ ମହାକାଶ ବିଜ୍ଞାନର ନୂଆ ଅଧ୍ୟାୟ: ଭାରତ, ଆମେରିକା ରଚିବେ ଇତିହାସ
ନୂଆଦିଲ୍ଲୀ,୧।୧: ୨୦୨୬ ବର୍ଷଟି ବିଶ୍ୱ ମହାକାଶ ଇତିହାସରେ ଏକ ନୂତନ ଯୁଗର ସୂତ୍ରପାତ କରିବାକୁ ଯାଉଛି। ଭାରତର ‘ଇସ୍ରୋ’ ଏବଂ ଆମେରିକାର ‘ନାସା’ ଦୁଇଟି ଭିନ୍ନ କିନ୍ତୁ ଗୁରୁତ୍ୱପୂର୍ଣ୍ଣ ମିଶନ ଜରିଆରେ ମାନବଜାତିର ମହାକାଶ ଯାତ୍ରାକୁ ଏକ ନୂଆ ଦିଗ ଦେବାକୁ…
୨୦୨୮ରେ ଚନ୍ଦ୍ରୟାନ-୪ ଲଞ୍ଚ୍ କରିବ ଇସ୍ରୋ
କୋଲ୍କାତା,୧୭ା୧୧: ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଚଳିତ ଆର୍ଥତ୍କ ବର୍ଷରେ ଆଉ ୭ଟି ଉତ୍କ୍ଷେପଣ ଯୋଜନା ରଖିଛି। ୨୦୨୭ରେ ଭାରତର ପ୍ରଥମ ମାନବଯୁକ୍ତ ମହାକାଶ ଅଭିଯାନ ହେବାକୁ ଥିବାବେଳେ ୨୦୨୮ରେ ଚନ୍ଦ୍ରୟାନ-୪ ଚନ୍ଦ୍ର ଅଭିମୁଖେ ପ୍ରେରଣ ନିମନ୍ତେ ଲକ୍ଷ୍ୟ ରଖାଯାଇଥିବା…
‘ସବୁଠୁ ଓଜନିଆ’ ଉପଗ୍ରହ CMS-03ର ସଫଳ ଉତକ୍ଷେପଣ କଲା ISRO
ଶ୍ରୀହରିକୋଟା,୨।୧୧: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ISRO) ରବିବାର ଶ୍ରୀହରିକୋଟା ସ୍ଥିତ ମହାକାଶ କେନ୍ଦ୍ରରୁ ଦେଶର ସବୁଠୁ ଓଜନିଆ ଯୋଗାଯୋଗ ଉପଗ୍ରହ CMS-03କୁ ସଫଳତାର ସହ ଉତକ୍ଷେପଣ କରିଛି। ଏହି ଉପଗ୍ରହକୁ ଭାରତୀୟ ମାଟିରୁ ଜିଓସିଙ୍କ୍ରୋନସ୍ ଟ୍ରାନ୍ସଫର କକ୍ଷପଥ (GTO)କୁ ନିଆଯାଉଥିବା…
ଇସ୍ରୋର ଏୟାର ଡ୍ରପ୍ ଟେଷ୍ଟ ସଫଳ
ଶ୍ରୀହରିକୋଟା, ୨୫ା୮: ଭାରତର ପ୍ରଥମ ମାନବ ମହାକାଶ ମିଶନ ଗଗନୟାନର ପ୍ରସ୍ତୁତି ଦିଗରେ ରବିବାର ଭାରତୀୟ ମହାକାଶ ଗବେଷଣା ସଙ୍ଗଠନ (ଇସ୍ରୋ)କୁ ବଡ଼ ସଫଳତା ମିଳିଛି। ଇସ୍ରୋ ପକ୍ଷରୁ ପ୍ରଥମ ଇଣ୍ଟିଗ୍ରେଟେଡ୍ ଏୟାର ଡ୍ରପ୍ ଟେଷ୍ଟ (ଆଇଏଡିଟି ୦୧) ସଫଳ ହୋଇଛି। ଗଗନୟାନ…
ଭୂକମ୍ପରେ ଆଉ ଯିବ ନାହିଁ ଜୀବନ! ISRO ମହାକାଶକୁ ପଠାଇବ ଏମିତି ଏକ ଉପଗ୍ରହ ଯାହା ଭୂକମ୍ପ ଭଳି ପ୍ରାକୃତିକ ବିପଦ ସମ୍ପର୍କରେ ଦେବ ସୂଚନା
ନୂଆଦିଲ୍ଲୀ,୩।୭: ଭାରତ-ଆମେରିକା ମିଳିତ ମହାକାଶ ମିଶନ ‘NISAR’ ମାଧ୍ୟମରେ ପୃଥିବୀ ପୃଷ୍ଠର ନିରୀକ୍ଷଣ, ଭୂମିକମ୍ପ ଏବଂ ଭୂସ୍ଖଳନ ଭଳି ବିପର୍ଯ୍ୟୟର ସଠିକ ପୂର୍ବାନୁମାନ ଏବଂ ପରିବେଶ ପରିବର୍ତ୍ତନ ବିଷୟରେ ବିସ୍ତୃତ ସୂଚନା ଖୁବ ଶୀଘ୍ର ସମ୍ଭବ ହେବ। NASA ଏବଂ ISROର…
ମହାକୁମ୍ଭ ମେଳାର ସାଟେଲାଇଟ ଫଟୋ ଜାରି କଲା ଇସ୍ରୋ
ନୂଆଦିଲ୍ଲୀ, ୨୨ା୧: ପ୍ରତି ୧୨ ବର୍ଷରେ ଥରେ ଆୟୋଜନ ହେଉଥିବା ବିଶ୍ୱର ସବୁଠୁ ବଡ଼ ଧାର୍ମିକ ସମାରୋହ ମହାକୁମ୍ଭ ମେଳା ଗତ ୧୩ ତାରିଖରୁ ଉତ୍ତରପ୍ରଦେଶର ପ୍ରୟାଗରାଜରେ ଆରମ୍ଭ ହୋଇଛି। ତେବେ ଉନ୍ନତ ଜ୍ଞାନ କୌଶଳର ବ୍ୟବହାର କରି ଭାରତୀୟ ମହାକାଶ…
ମହାକାଶରେ ନୂଆ ଇତିହାସ ରଚିଲା ଭାରତ, ଡକିଂରେ ସଫଳତା ହାସଲ କଲା ଇସ୍ରୋର SpaDeX…
ନୂଆଦିଲ୍ଲୀ,୧୬।୧: ମହାକାଶରେ ନୂଆ କୀର୍ତ୍ତିମାନ ରଚିଛି ଭାରତ। ଇସ୍ରୋର ସ୍ପେଡେକ୍ସ ମିଶନ ଐତିହାସିକ ଡକିଂରେ ସଫଳତା ହାସଲ କରିଛି। ପ୍ରଥମ ଥର ଲାଗି ଇସ୍ରୋ ଦୁଇଟି ଉପଗ୍ରହକୁ ପୃଥିବୀର କକ୍ଷପଥରେ ସଫଳତାର ସହ ସ୍ଥାପନ କରିଛି। ଏଥିସହ ଭାରତ ଏହି ସଫଳତା…
ISROର ନୂଆ ଅଧ୍ୟକ୍ଷ ଭି ନାରାୟଣନ୍ କିଏ? ଜାନୁଆରୀ ୧୪ରେ ନେବେ ଏସ୍ ସୋମନାଥଙ୍କ ସ୍ଥାନ
ନୂଆଦିଲ୍ଲୀ,୮।୧: ଇସ୍ରୋର ନୂତନ ମୁଖ୍ୟ ହେବେ ବୈଜ୍ଞାନିକ ଭି ନାରାୟଣନ୍। ସେ ଅଧ୍ୟକ୍ଷ ଭାବେ ଏସ୍. ସୋମନାଥଙ୍କ ସ୍ଥାନ ନେବେ। ଏହାଛଡ଼ା ସେ ମହାକାଶ ବିଭାଗର ସଚିବ ଭାବେ ମଧ୍ୟ ଦାୟିତ୍ୱ ତୁଲାଇବେ। କ୍ୟାବିନେଟ୍ର ନିଯୁକ୍ତି କମିଟିର ନିର୍ଦ୍ଦେଶ ଅନୁଯାୟୀ ଭି…
ଇତିହାସ ରଚିବ ଇସ୍ରୋ, ଅଗଷ୍ଟ ୧୫ରେ ଲଞ୍ଚ୍ କରିବ ଭିନ୍ନ ଧରଣର ସାଟେଲାଇଟ୍
ହାଇଦ୍ରାବାଦ,୮ା୮: ସ୍ବାଧୀନତା ଦିବସରେ ଭାରତ ଆଉ ଏକ ଇତିହାସ ରଚିବାକୁ ଯାଉଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଖୁବ୍ଶୀଘ୍ର ଏହାର ସର୍ବଶେଷ ଆର୍ଥ ଅବ୍ଜରଭେସନ ସାଟେଲାଇଟ୍ ଯଥା ଇଓଏସ୍-୮ ଉତ୍କ୍ଷେପଣ କରିବାକୁ ଯାଉଛି। ଅଗଷ୍ଟ ୧୫ରେ ଏସ୍ଏସ୍ଏଲ୍ଭି-ଡି୩ ରକେଟ୍ରେ ଆର୍ଥ…
ଇସ୍ରୋକୁ ନେଇ ଆସିଲା ବଡ଼ ସତ, ଇଞ୍ଜିନିୟର କହିଲେ…
ନୂଆଦିଲ୍ଲୀ, ୬ା୬: ଇତିହାସ ରଚିଥିବା ଚନ୍ଦ୍ରଯାନ ୩ର ମିଶନରେ କାମ କରୁଥିବା ଜଣେ ବୈଜ୍ଞାନିକଙ୍କ ବଡ଼ ବୟାନ ସାମ୍ନାକୁ ଆସିଛି। ଏକ ସାକ୍ଷାତକାରରେ ସେ ଇସ୍ରୋ ବା ଭାରତୀୟ ମହାକାଶ ଗବେଷଣା କେନ୍ଦ୍ରର ବର୍ତ୍ତମାନର ସ୍ଥିତି ଉପରେ ଆଲୋକପାତ କରିଛନ୍ତି। ଇସ୍ରୋ…
୨୦୨୮ ରେ ଚନ୍ଦ୍ରାୟନ-୪ ଲଞ୍ଚ କରିବ ଭାରତ, ଚନ୍ଦ୍ରରୁ ପଥର ନେଇ ପୃଥିବୀକୁ ଫେରିବ
ନୁଆଦିଲ୍ଲୀ,୨୮।୨: ଚନ୍ଦ୍ରାୟନ-୩ ମିଶନର ଐତିହାସିକ ସଫଳତା ପରେ ଭାରତୀୟ ମହାକାଶ ଅନୁସନ୍ଧାନ ସଂସ୍ଥା (ଇସ୍ରୋ) ଏହାର ପରବର୍ତ୍ତୀ ଚନ୍ଦ୍ର ଯାତ୍ରା ‘ଚନ୍ଦ୍ରୟାନ-୪’ ପାଇଁ ପ୍ରସ୍ତୁତ ହେଉଛି ଯାହା ପ୍ରାୟ ୨୦୨୮ ମସିହାରେ ଲଞ୍ଚ ହେବ। ଇସ୍ରୋର ସ୍ପେସ୍ ଆପ୍ଲିକେସନ ସେଣ୍ଟର (ଏସ୍ଏଏସ୍)…
କିଏ ସେ ପ୍ରଶାନ୍ତ ବି. ନାୟର? ୪୦ ବର୍ଷ ପରେ ଯାହାଙ୍କୁ ମିଳିଲା ମହାକାଶ ଯିବାର ସୁଯୋଗ
ନୂଆଦିଲ୍ଲୀ,୨୭।୨: ଇସ୍ରୋର ନୂଆ ମିଶନ ‘ଗଗନାୟନ’କୁ ନେଇ ସସ୍ପେନ୍ସ ଶେଷ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ସେମାନଙ୍କ ନାମ ଘୋଷଣା କରିଛନ୍ତି। ତେବେ ପ୍ରଥମ ଥର ଲାଗି ଭାରତ ନିଜ ରକେଟରେ ବାୟୁସେନାର ୪ଜଣ ଅଧିକାରୀଙ୍କୁ ମହାକାଶ ପଠାଇବ। ସେମାନେ…
Archives


