ଇରାନ-ଇସ୍ରାଏଲ ଯୁଦ୍ଧ ଭିତରେ ଭାରତକୁ ଜୋରଦାର ଝଟ୍କା, ସୀମାରୁ ଆସିଲା ବଡ଼ ଖବର
ନୂଆଦିଲ୍ଲୀ,୨୦।୬: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧ ଭାରତକୁ ବଡ଼ ଝଟ୍କା ଦେଇଛି। ଏହି ଯୁଦ୍ଧ ଭାରତର ଚାଉଳ ରପ୍ତାନିକାରୀଙ୍କୁ ପ୍ରଭାବିତ କରିଛି। ଦୁଇ ଦେଶ ମଧ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁଁ ଇରାନ ଦେଇ ଯାଉଥିବା ଚାଉଳ ରପ୍ତାନି...
ଇରାନ ବିରୋଧରେ ଲଢିବାକୁ ପ୍ରତିଦିନ ଏତିକି ଟଙ୍କା ଖର୍ଚ୍ଚ କରୁଛି ଇସ୍ରାଏଲ୍: ଜାଣିଲେ ହେବେ ଆଶ୍ଚର୍ଯ୍ୟ
ଜେରୁଜେଲମ,୨୦।୬: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଗତ ୮ ଦିନ ଧରି ଯୁଦ୍ଧ ଚାଲିଛି। ଉଭୟ ଦେଶ ପରସ୍ପର ଉପରେ ମିଶାଇଲ୍, ଡ୍ରୋନ ଏବଂ ଲଢ଼ୁଆ ବିମାନ ସାହାଯ୍ୟରେ ଆକ୍ରମଣ କରୁଛନ୍ତି। ଇସ୍ରାଏଲ ଗାଜାରେ ହମାସ ସହିତ ଯୁଦ୍ଧ ଜାରି...
ଇସ୍ରାଏଲ-ଇରାନ ଯୁଦ୍ଧ ଜାରି ରହିଲେ ଭାରତକୁ ଲାଭ ହେବ ନା କ୍ଷତି? ଜଣାପଡିଲା…
ନୂଆଦିଲ୍ଲୀ,୧୭।୬: ଇସ୍ରାଏଲ ଓ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁଁ ବିଶ୍ୱବ୍ୟାପୀ ଶେୟାର ବଜାରରେ ଉତ୍ଥାନ-ପତନ ଦେଖାଯାଉଛି। ଏହା ସହିତ ଅଶୋଧିତ ତୈଳର ମୂଲ୍ୟରେ ମଧ୍ୟ ତୀବ୍ର ବୃଦ୍ଧି ହେଉଛି। ଯଦି ଏହି ଦୁଇ ଦେଶ ମଧ୍ୟରେ ପରିସ୍ଥିତି ଶୀଘ୍ର...
ନିଆଁରେ ଘିଅ ଢାଳୁଛି ଆମେରିକା… ଇରାନ-ଇସ୍ରାଏଲ ଯୁଦ୍ଧ ମଧ୍ୟରେ ରାଗିକି ନିଆଁବାଣ ହେଲା ଚାଇନା
ବେଜିଂ,୧୭।୬: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧ ବିଷୟରେ ଚାଇନା ଆମେରିକାକୁ ଚେତାବନୀ ଦେଇଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତେହେରାନର ଲୋକମାନଙ୍କୁ ସହର ଖାଲି କରିବାକୁ କହିଥିଲେ। ଚାଇନା ଏହା ଉପରେ କଡ଼ା ପ୍ରତିକ୍ରିୟା ଦେଇଛି। ଯୁଦ୍ଧ...
ଇରାନକୁ ଇସ୍ରାଏଲ ଦେଲା ଜବରଦସ୍ତ ଝଟକା! ୫ ଦିନରେ ଦ୍ୱିତୀୟ CDS ମୃତ
ଜେରୁଜେଲମ,୧୭।୬: ଇସ୍ରାଏଲୀ ସେନା ମଙ୍ଗଳବାର ଏକ ବଡ଼ କାର୍ଯ୍ୟାନୁଷ୍ଠାନରେ ଇରାନର ଶୀର୍ଷ ସେନା ଅଧିକାରୀ ଅଲି ଶାଦମାନୀଙ୍କୁ ହତ୍ୟା କରିଥିବା ସୂଚନା ଦେଇଛି। ଅଲି ଶାଦମାନୀ ଇରାନୀ ସେନାର ଜରୁରୀକାଳୀନ କମାଣ୍ଡର ଥିଲେ। ସମ୍ପ୍ରତି ତାଙ୍କୁ ସମଗ୍ର ସେନାର କମାଣ୍ଡ...
ବଡ଼ ଖବର: ନେତାନ୍ୟାହୁଙ୍କ ବେଡ୍ ରୁମ୍ ଉପରେ ମିଶାଇଲ୍ ମାଡ଼ କଲା ଇରାନ
ତେଲ ଅଭିଭ,୧୬।୬: ଇରାନ ସହିତ ଯୁଦ୍ଧ ମଧ୍ୟରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଏକ ଚାଞ୍ଚଲ୍ୟକର ଦାବି କରିଛନ୍ତି। ଏକ ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ କହିଛନ୍ତି, ଇରାନ ମୋତେ ହତ୍ୟା କରିବାକୁ ଚେଷ୍ଟା କରିଥିଲା। ତେହେରାନରୁ ଏକ ମିଶାଇଲ୍ ମୋ...
ପ୍ରବଳ ରାଗିଗଲେ ନେତାନ୍ୟାହୁ: ଇରାନକୁ ଦେଲେ ଖୋଲା ଧମକ
ଜେରୁଜେଲମ,୧୪ା୬ :ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଏବେ ତୀବ୍ର ହେବାରେ ଲାଗିଛି। ରବିବାର ଉଭୟ ପକ୍ଷରୁ ଅନେକ ଆକ୍ରମଣ କରାଯାଇଥିଲା। ଏହି ଯୁଦ୍ଧ ଯୋଗୁ ଉଭୟ ଦେଶ ପ୍ରଚୁର କ୍ଷତି ସହୁଛନ୍ତି। ଇସ୍ରାଏଲ ଅଭିଯୋଗ କରିଛି ଯେ, ଇରାନ...
ଇସ୍ରାଏଲ-ଇରାନ ଯୁଦ୍ଧରେ କୁଦି ପଡ଼ିଲାଣି ପାକିସ୍ତାନ, ପରମାଣୁ ବୋମା ପକାଇ ଦେବାକୁ ଦେଉଛି ଧମକ
ଇସଲାମାବାଦ,୧୬।୬: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ଲାଗି ରହିଛି। ଇସ୍ରାଏଲର ଆକ୍ରମଣ ପରେ, ଇରାନ ମଧ୍ୟ ଏହାର ଉଚିତ ଜବାବ ଦେଇଛି। ଏହି ସମୟରେ, ପାକିସ୍ତାନ ମଧ୍ୟ ଏହି ବିବାଦରେ ସାମିଲ ହୋଇଛି। ଏକ ରିପୋର୍ଟରେ ଦାବି କରାଯାଇଛି...
ଇରାନ ଉପରେ ଆକ୍ରମଣ ପରେ ହଠାତ୍ ମୋଦିଙ୍କୁ ଫୋନ୍ କଲେ ନେତାନ୍ୟାହୁ: କହିଦେଲେ ଏମିତି କଥା
ତେଲ ଅଭିଭ,୧୪।୬: ଇରାନ ଉପରେ ଆକ୍ରମଣ ପରେ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଫୋନ ଯୋଗେ କଥା ହୋଇଥିଲେ ଏବଂ ତାଙ୍କୁ ସମଗ୍ର ପରିସ୍ଥିତି ବିଷୟରେ ଅବଗତ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦି ନିଜେ ନେତାନ୍ୟାହୁଙ୍କ...
ଆମେରିକାକୁ ସିଧା ଚେତାବନୀ ଦେଲା ଇରାନ: କହିଲା, ଆମେ ଛାଡିବୁନି
ତେହରାନ/ତେଲ୍ ଆଭିଭ୍,୧୪ା୬ :ଇସ୍ରାଏଲୀ ସେନା ଶୁକ୍ରବାର ଇରାନ ରାଜଧାନୀ ସମେତ ବିଭିନ୍ନ ସ୍ଥାନରେ ପ୍ରଚଣ୍ଡ ଆକ୍ରମଣ କରିଛି। ଇରାନର ଆଣବିକ କାର୍ଯ୍ୟକ୍ରମକୁ ଟାର୍ଗେଟ କରାଯାଇ ଏହି ଆକ୍ରମଣ ହୋଇଥିବାବେଳେ ଏଥିରେ ଇରାନ ରିଭଲ୍ୟୁଶନାରି ଗାର୍ଡସ୍ର ସୁପ୍ରିମ କମାଣ୍ଡର ହୋସେଇନ୍ ସଲାମି,...
ଯୁଦ୍ଧ ପରେ ଚାଇନା ପ୍ରଭାବ: ତଳମୁହାଁ ଭାରତୀୟ ପୁଞ୍ଜି ବଜାର, ଲକ୍ଷାଧିକ କୋଟି ଟଙ୍କା ହରାଇଲେଣି ନିବେଶକ
ମୁମ୍ବାଇ,୭।୧୦: ମଧ୍ୟପ୍ରାଚ୍ୟ ବଡ଼ ଯୁଦ୍ଧାମୁହାଁ ହେଉଥିବା ବେଳେ ଋଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ପ୍ରଭାବରେ ଆମେରିକା, ୟୁରୋପ ସମେତ ଏସିଆ ପୁଞ୍ଜି ବଜାରରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ସୋମବାର ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ ସୁଚକାଙ୍କ...
Archives


