‘ମଥୁରା-କାଶୀରେ ମନ୍ଦିର ଭଙ୍ଗାଯାଇ ମସଜିଦ୍ ନିର୍ମାଣ କରାଯାଇଛି… ସର୍ଭେ, କୋର୍ଟର ଆବଶ୍ୟକତା ନାହିଁ’ ନୂଆଦିଲ୍ଲୀ,୮।୨: ଜ୍ଞାନବାପି ମାମଲାରେ କୋର୍ଟଙ୍କ ନିଷ୍ପତ୍ତି ପ୍ରସଙ୍ଗରେ ଅଲିଗଡ ମୁସଲିମ୍ ୟୁନିଭର୍ସିଟିର ପ୍ରଫେସର ତଥା ଜଣାଶୁଣା ଐତିହାସିକ ଇରଫାନ ହବିବଙ୍କ ବିବୃତ୍ତି ସାମ୍ନାକୁ ଆସିଛି। ମଥୁରା ଏବଂ କାଶୀର ମନ୍ଦିର ଭାଙ୍ଗି ମସଜିଦ ର୍ନିମାଣ କରାଯାଇଛି। ଅନେକ ଇତିହାସ ପୁସ୍ତକରେ...