କୋହଲିଙ୍କ ମୁଣ୍ଡରେ ଅଛି ଅରେଞ୍ଜ୍ କ୍ୟାପ୍: ଜାଣନ୍ତୁ କିଏ ପର୍ପଲ କ୍ୟାପ୍ ଦାବିଦାର ନୂଆଦିଲ୍ଲୀ,୧୬।୪: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୬ର ୨୩ତମ ମ୍ୟାଚ୍ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସକୁ ୫ ଉଇକେଟ୍ରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ଲକ୍ଷ୍ନୌ ୧୪୬ ରନ୍ରେ ଅଲଆଉଟ ହୋଇଥିଲା। ଟାର୍ଗେଟ୍ର ପିଛା କରି ବିରାଟ କୋହଲି…