Tag Archives: IPL 2024

RCB Vs CSK: ଟସ୍‌ ଜିତି ବେଙ୍ଗାଲୁରୁର ବ୍ୟାଟିଂ ନିଷ୍ପତ୍ତି, ପାଓ୍ବାର ପ୍ଲେରେ ଲାଗିଲା ୩ ଝଟ୍‌କା

ଚେନ୍ନାଇ,୨୨।୩: ଦୀର୍ଘ ୧୦ ମାସର ବ୍ୟବଧାନ ପରେ ଆରମ୍ଭ ହୋଇଛି କ୍ରିକେଟର ବଡ଼ ଲିଗ୍‌ ‘ଆଇପିଏଲ୍‌’। ଚେନ୍ନାଇର ଚେପାକ୍‌ ଷ୍ଟାଡିୟମରେ ପ୍ରଥମ ମ୍ୟାଚ୍‌ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଖେଳାଯାଉଛି। ଏଥିରେ ଆର୍‌ସିବି ପ୍ରଥମେ...

ଆଇପିଏଲ୍ ୨୦୨୪ ଶେଷରେ ଅବସର ନେବେ ଧୋନୀ: ରିପୋର୍ଟ

ଚେନ୍ନାଇ,୨୨ା୩: କିମ୍ବଦନ୍ତୀ ଭାରତୀୟ କ୍ରିକେଟର ଏମଏସ ଧୋନୀ ୧୭ ତମ ସିଜିନ ଶେଷ ହେବା ପରେ ଇଣ୍ଡିଆନ ପ୍ରିମିୟର ଲିଗରୁ ଅବସର ଘୋଷଣା କରିବାର ସମ୍ଭାବନା ରହିଛି। ଧୋନି ଆନୁଷ୍ଠାନିକ ଭାବେ ଅଗଷ୍ଟ ୧୫, ୨୦୨୦ ରେ ଅନ୍ତର୍ଜାତୀୟ କ୍ରିକେଟରୁ...

୨୪.୭୫ କୋଟି ଟଙ୍କାର ଖେଳାଳିଙ୍କ ହୋଶ୍‌ ଉଡାଇଲେ ରିଙ୍କୁ ସିଂ

କୋଲକତା,୨୦।୩:ଆଇପିଏଲ ୨୦୨୪ ଆରମ୍ଭ ପୂର୍ବରୁ ଦଳମାନେ ପଡ଼ିଆରେ ପ୍ରାକ୍ଟିସ୍‌ ଆରମ୍ଭ କରିଛନ୍ତି। କୋଲକାତା ନାଇଟ ରାଇଡର୍ସ (କେକେଆର୍‌) ନିକଟରେ ଏକ ୱାର୍ମ ଅପ ମ୍ୟାଚ ଖେଳିଥିଲା। ଏଠାରେ ଦଳରୁ ନିଆଯାଇଥିବା ଖେଳାଳିଙ୍କୁ ଟିମ ପର୍ପଲ ଏବଂ ଟିମ ଗୋଲ୍ଡରେ ବିଭକ୍ତ...

ପାଣ୍ଡ୍ୟାଙ୍କ ବଢ଼ିଲା ଚିନ୍ତା, ମୁମ୍ବାଇ ପାଇଁ ଖେଳି ନ ପାରନ୍ତି ସୂର୍ଯ୍ୟକୁମାର !

ମୁମ୍ବାଇ,୧୯ା୩: ଆଇପିଏଲ୍‌ ଆରମ୍ଭ ହେବା ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସର ବଢ଼ିଲା ଚିନ୍ତା। ଗୁଜରାଟ ଟାଇଟନ୍ସ ବିପକ୍ଷ ଓପନିଂ ମ୍ୟାଚରେ ଷ୍ଟାର ବ୍ୟାଟର ସୂର୍ଯ୍ୟକୁମାର ଯାଦବ ଖେଳିବେ ନାହିଁ।  କାରଣ ତାଙ୍କୁ ନ୍ୟାଶନାଲ କ୍ରିକେଟ ଏକାଡେମୀ (ଏନ୍‌ସିଏ)ରୁ ଏ ପର୍ଯ୍ୟନ୍ତ ଫିଟ୍‌ନେସ୍‌...

‘ଦିନକୁ ମିଳୁଥିଲା ୨୫ ଲକ୍ଷ ଟଙ୍କା…’ କମେଣ୍ଟ୍ରିକୁ ଫେରି ଏଭଳି ଖୁଲାସା କଲେ ସିଦ୍ଧୁ

ନୂଆଦିଲ୍ଲୀ,୧୯।୩: ଦୀର୍ଘ ଏକ ଦଶକ ଧରି କ୍ରିକେଟ୍‌ କମେଣ୍ଟ୍ରିରୁ ଦୂରରେ ରହିବା ପରେ ପୁଣିଥରେ ଫେରୁଛନ୍ତି ନବଜୋତ ସିଂ ସିଦ୍ଧୁ। ରାଜନୀତିକୁ ବାଏ ବାଏ କହିବା ପରେ ସେ ଆଗାମୀ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌ ୨୦୨୪)ରେ ଷ୍ଟାର ସ୍ପୋଟ୍ସ ପାଇଁ...

ବିଦେଶକୁ ଯିବ ନାହିଁ ଆଇପିଏଲ, ନିର୍ବାଚନ ତାରିଖ ଘୋଷଣା ସ୍ପଷ୍ଟୀକରଣ ଦେଲେ ଜୟ ଶାହା

ନୂଆଦିଲ୍ଲୀ,୧୬।୩: ଲୋକସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ପରେ ଦ୍ୱିତୀୟ ପର୍ଯ୍ୟାୟ ଆଇପିଏଲ ବିଦେଶକୁ ଯାଇପାରେ ବୋଲ ଆଲୋଚନା ମଧ୍ୟରେ ପ୍ରତିକ୍ରିୟା ଦେଇଛନ୍ତି ବିସିସିଆଇ ସଚିବ ଜୟ ଶାହା। ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ ଇଣ୍ଡିଆନ୍ ପ୍ରିମିୟର...

ଆଇପିଏଲ୍‌ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସକୁ ଆଉ ଏକ ଝଟ୍‌କା

ନୂଆଦିଲ୍ଲୀ,୧୬।୩: ଖୁବ୍‌ଶୀଘ୍ର ଆରମ୍ଭ ହେବ ବିଶ୍ୱର ସର୍ବବୃହତ ଟି୨୦ ଲିଗ୍‌ ଆଇପିଏଲ୍‌ ୨୦୨୪। ଏହାକୁ ନେଇ ସମସ୍ତ ଟିମ୍‌ ପ୍ରସ୍ତୁତି ଆରମ୍ଭ କରିଦେଲେଣି। ହେଲେ ମ୍ୟାଚ୍‌ ଆରମ୍ଭ ହେବା ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସକୁ ଲାଗିଛି ବଡ଼ ଝଟ୍‌କା। ଦଳର...

ଭାରତରେ ଖେଳାଯିବ ନାହିଁ ଆଇପିଏଲ୍‌ ୨୦୨୪ର ଦ୍ୱିତୀୟ ପର୍ଯ୍ୟାୟ ମ୍ୟାଚ୍‌! ଏହି ଦେଶରେ ହେବ ଆୟୋଜନ…

ନୂଆଦିଲ୍ଲୀ,୧୬।୩: ଖୁବ୍‌ଶୀଘ୍ର ଆରମ୍ଭ ହେବାକୁ ଯାଉଛି ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ପରବର୍ତ୍ତୀ ସଂସ୍କରଣ। ହେଲେ ଏଯାବତ ଟୁର୍ନାମେଣ୍ଟର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଆସିନାହିଁ। ବିସିସିଆଇ କେବଳ ୨୧ ମ୍ୟାଚ୍‌ର କାର୍ଯ୍ୟସୂଚୀ ଘୋଷଣା କରିଛି। ଏହାର କାରଣ ହେଉଛି ଚଳିତ ବର୍ଷ ହେବାକୁ...

Video: ପୁଣି ଆହତ ହେଲେ ହାର୍ଦ୍ଦିକ ପାଣ୍ଡ୍ୟା?ମୁମ୍ବାଇ ଇଣ୍ଡିଆନ୍ସକୁ ନେଇ ଆସିଲା ବଡ଼ ଖବର…

ନୂଆଦିଲ୍ଲୀ,୧୫।୩: ଆଇପିଏଲ୍‌ ୨୦୨୪ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ବଡ଼ ନିଷ୍ପତ୍ତି ନେଇ ଅଧିନାୟକ ପଦରୁ ରୋହିତ ଶର୍ମାଙ୍କୁ ହଟାଇ ଦେଇଥିଲା। ତାଙ୍କ ସ୍ଥାନରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦାୟିତ୍ୱ ଦିଆଯାଇଥିଲା। ହେଲେ ଟୁର୍ନାମେଣ୍ଟ ଆରମ୍ଭ ହେବା ପୂର୍ବରୁ ଏକ ବଡ଼ ଖବର...

ଏଥର ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ଟାଇଟଲ୍‌ ଜିତାଇବେ ‘କେଜିଏଫ୍‌’: ଜାଣନ୍ତୁ ‘କେଜିଏଫ୍‌’ କିଏ

ନୂଆଦିଲ୍ଲୀ,୧୫।୩: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଥରେ ବି ଆଇପିଏଲ ଟାଇଟଲ ଜିତି ନାହିଁ। ଦଳ ତିନିଥର ଫାଇନାଲରେ ପ୍ରବେଶ କରିଛି, କିନ୍ତୁ ଥମେ ବି ଟାଇଟଲ୍‌ ଜିତିନାହିଁ। ତେବେ ଏଥର ଆରସିବି ପୁନର୍ବାର ଟାଇଟଲ ପାଇଁ ଦାବିଦାର ରହିବ। ‘KGF’...

ମୁମ୍ବାଇ ଇଣ୍ଡିଆନ୍ସର ଜର୍ସି ଲଞ୍ଚ୍‌: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ହେଲା ଧୋକା

ମୁମ୍ବାଇ,୧୯।୩: ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲ ୨୦୨୪ ପାଇଁ ଏକ ନୂଆ ଜର୍ସି ଲଞ୍ଚ କରିଛି। ମୁମ୍ବାଇ ଇଣ୍ଡିଆନ୍ସ ସୋସିଆଲ ମିଡିଆ ମାଧ୍ୟମରେ ଜର୍ସି ଲଞ୍ଚର ଭିଡିଓ ଶେୟାର କରିଛି। ନୂଆ ଜର୍ସିର ପ୍ରଥମ ଝଲକ ଭିଡିଓରେ ଦେଖିବାକୁ ମିଳିଛି। ତା’ପରେ...

ଆଇପିଏଲ୍‌ ପୂର୍ବରୁ ଏହି କ୍ରିକେଟରଙ୍କୁ ଦଳରୁ ବାହାର କଲା ପଞ୍ଜାବ କିଙ୍ଗ୍ସ, ମାରିଛନ୍ତି ୬୭ ଶତକ

ନୂଆଦିଲ୍ଲୀ,୧୩।୩: ଆଇପିଏଲ୍‌ ୨୦୨୪ରେ ଅଭିଯାନ ଆରମ୍ଭ କରିବା ପୂର୍ବରୁ ବଡ଼ ନିଷ୍ପତ୍ତି ନେଇଛି ପଞ୍ଜାବ କିଙ୍ଗ୍ସ। ତଦନୁଯାୟୀ ଜଣେ ବରିଷ୍ଠ ଖେଳାଳିଙ୍କୁ ଦଳ ବାହାର କରିଦେଇଛି। ସେ ହେଲେ ଓ୍ବାସିମ୍‌ ଜାଫର। ସେ ପଞ୍ଜାବ ଟିମ୍‌ର ବ୍ୟାଟିଂ ପରାମର୍ଶଦାତା ଥିଲେ।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri