Tag Archives: International

ଇତିହାସ ରଚିଲେ ବ୍ରିଟେନ୍‌ର ନୂଆ ସରକାର,ପ୍ରଥମ ଥର ପାଇଁ ମହିଳା ହେଲେ ଅର୍ଥମନ୍ତ୍ରୀ

ଲଣ୍ଡନ,୫।୭: ଦୀର୍ଘ ୧୪ ବର୍ଷ ପରେ ବ୍ରିଟେନ୍‌ରେ ବଦଳିଛି ସରକାର। କନ୍ଜର୍ଭେଟିଭ୍‌ ପାର୍ଟିକୁ ହରାଇ ସରକାର ଗଢ଼ିଛି ଲେବର ପାର୍ଟି। କିର୍‌ ଷ୍ଟାର୍ମର ବ୍ରିଟେନ୍‌ର ନୂଆ ପ୍ରଧାନମନ୍ତ୍ରୀ ହୋଇଛନ୍ତି। ଏହି ଐତିହାସିକ ବିଜୟ ପରେ ସରକାରଙ୍କ ପକ୍ଷରୁ ବଡ଼ ପଦକ୍ଷେପ ଗ୍ରହଣ…

କିର୍‌ ଷ୍ଟାର୍ମର କିଏ? ବ୍ରିଟେନ ନିର୍ବାଚନରେ ଯିଏ ସୁନକଙ୍କୁ ଦେଉଛନ୍ତି କଡ଼ା ଟକ୍କର, ହୋଇପାରନ୍ତି ପ୍ରଧାନମନ୍ତ୍ରୀ…

ଲଣ୍ଡନ,୪।୭: ବ୍ରିଟେନ୍‌ରେ ଗୁରୁବାର ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ। ଏହି ନିର୍ବାଚନରେ ବଡ଼ ଧରଣର ଓଲଟପାଲଟ ହୋଇପାରେ। ଏପରିକି ପ୍ରଧାନମନ୍ତ୍ରୀ ଋଷି ସୁନକ ନିର୍ବାଚନ ହାରିଯାଇପାରନ୍ତି ବୋଲି କୁହାଯାଉଛି। ତାଙ୍କୁ ଲେବର ପାର୍ଟିର ନେତା କିର୍‌ ଷ୍ଟାର୍ମର କଡ଼ା ଟକ୍କର ଦେଇପାରନ୍ତି।…

ଭାରତର ଆଉ ଜଣେ ଶତ୍ରୁ ସଫା! ପାକିସ୍ତାନର ଆଇଏସ୍‌ଆଇ ଏଜେଣ୍ଟ ଆମିର ହମଜାଙ୍କୁ ହତ୍ୟା

ଇସଲାମାବାଦ,୧୯।୬: ପାକିସ୍ତାନରେ ଆଇଏସ୍‌ଆଇ ଏଜେଣ୍ଟ ଏବଂ ପାକିସ୍ତାନୀ ସେନାର ଅବସରପ୍ରାପ୍ତ ବ୍ରିଗେଡିଅର ଆମିର ହମଜାଙ୍କୁ ହତ୍ୟା କରାଯାଇଛି। ତାଙ୍କ ଉପରେ ଆଖିବୁଜା ଗୁଳିଚାଳନା କରାଯାଇଥିବା ସୂଚନା ମିଳିଛି। ତେବେ ଆମିର ଭାରତୀୟ ସେନା ଉପରେ ଆକ୍ରମଣ କରାଉଥିଲେ। ଏପରିକି ଅନେକ ବଡ଼…

ଇଭିଏମ୍‌କୁ ହଟାଇଦେବା ଉଚିତ, ଏଗୁଡ଼ିକୁ AI ସହାୟତାରେ କରାଯାଇପାରିବ ହ୍ୟାକ୍‌: ଏଲନ ମସ୍କ

ନୂଆଦିଲ୍ଲୀ,୧୬।୬: ବିଶ୍ୱର ଧନୀ ବ୍ୟକ୍ତିଙ୍କ ତାଲିକାରେ ସାମିଲ ଟେସ୍‌ଲା ଏବଂ ସ୍ପେଶ୍‌ଏକ୍ସ ଭଳି କମ୍ପାନୀର ମାଲିକ ଏଲନ ମସ୍କ ଇଲେକ୍ଟୋନିକ୍‌ ଭୋଟିଂ ମେଶିନ(ଇଭିଏମ୍‌)କୁ ନେଇ ବଡ଼ ବୟାନ ଦେଇଛନ୍ତି। ଇଭିଏମ୍‌କୁ ଏଆଇ(ଆର୍ଟିଫିଶିଆଲ ଇଣ୍ଟେଲିଜେନ୍ସ)ସହାୟତାରେ ହ୍ୟାକ୍‌ କରିଦିଆଯାଇପାରେ। ଏଣୁ ତାକୁ ହଟାଇ ଦେବା…

କୁଏତରେ ଭୟାବହ ଅଗ୍ନିକାଣ୍ଡ: ଚାଲିଗଲା ୪୦ ଭାରତୀୟଙ୍କ ଜୀବନ, ସରକାରଙ୍କ ପକ୍ଷରୁ ହେଲ୍ପଲାଇନ୍‌ ନମ୍ବର ଜାରି

କୁଏତ,୧୨।୬: କୁଏତର ଦକ୍ଷିଣ ମଙ୍ଗାଫ ଜିଲାରେ ଥିବା ଏକ ଅଟ୍ଟାଳିକା(ଲେବର କ୍ୟାମ୍ପ)ରେ ବୁଧବାର ଭୟଙ୍କର ନିଆଁ ଲାଗିଛି। ଏଯାବତ ଏଥିରେ ୪୦ ଭାରତୀୟଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ସେହିଭଳି ୩୦ ଭାରତୀୟ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ପ୍ରାୟ ୯୦…

ଇରାନ ରାଷ୍ଟ୍ରପତିଙ୍କ ମୃତ୍ୟୁ ଭାରତ ପାଇଁ କାହିଁକି ଝଟ୍‌କା? ଜାଣନ୍ତୁ କାହାକୁ ହେବ ଲାଭ…

ଦୁବାଇ,୨୧।୫: ଇରାନ ରାଷ୍ଟ୍ରପତି ଇବ୍ରାହିମ ରଇସିଙ୍କର ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଆଜରବୈଜାନ ସୀମାନ୍ତ ପ୍ରାର୍ବତ୍ୟାଞ୍ଚଳରେ ରଇସିଙ୍କ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହାପଛରେ ଘନ କୁହୁଡ଼ି ଏବଂ ପ୍ରତିକୂଳ ପାଗ ଥିବା କୁହାଯାଉଛି। ତେବେ ରାଷ୍ଟ୍ରପତିଙ୍କ କର୍ଡନରେ ଅନ୍ୟ ଦୁଇ ହେଲିକପ୍ଟର…

ଆଜି ମହାକାଶ ଯିବେ ପ୍ରଥମ ଭାରତୀୟ ସ୍ପେସ୍‌ ଟୁରିଷ୍ଟ ଗୋପୀଚାନ୍ଦ

ଓ୍ବାଶିଂଟନ,୧୯ା୫: ଜେଫ୍‌ ବେଜୋସ୍‌ଙ୍କ ବ୍ଲ୍ୟୁ ଅରିଜିନ ମିଶନରେ ପ୍ରଥମ ଭାରତୀୟ ସ୍ପେସ୍‌ ଟୁରିଷ୍ଟ ଭାବେ ଗୋପୀଚାନ୍ଦ ଥୋକାତୁରା ରବିବାର ମହାକାଶକୁ ଯାତ୍ରା କରିବେ। ପାଇଲଟ ଗୋପୀଚାନ୍ଦ ସ୍ପେସ୍‌ ଟୁରିଜିମ୍‌ ମିଶନର ଅଂଶ ସ୍ବରୂପ ବ୍ଲ୍ୟୁ ଅରିଜିନ ଏନ୍‌ଏସ୍‌-୨୫କୁ ନେଇ କାର୍ମାନ ଲାଇନ…

ନାଟୋକୁ ପୁଟିନଙ୍କ ଚେତାବନୀ- ଆମ ଉପରେ ଚାପ ପକାଇଲେ ବିନାଶ ଦେଖିବ…

ମସ୍କୋ,୭।୫: ରୁଷିଆ ରାଷ୍ଟ୍ରପତି ଭାବେ ୫ ଥର ଲାଗି ଭ୍ଲାଡିମିର ପୁଟିନ ଶପଥ ନେବା ସହ ନିଜର ଉଦ୍ଦେଶ୍ୟ ସ୍ପଷ୍ଟ କରିଛନ୍ତି। ନିଜର ପ୍ରଥମ ସମ୍ବୋଧନରେ ପୁଟିନ କହିଛନ୍ତି ଯେ ପାଶ୍ଚ୍ୟାତ୍ୟ ଦେଶଗୁଡ଼ିକ ଉପରେ ନିର୍ଭର ଯେ ସେମାନେ ରୁଷିଆ ସହ…

ଇମ୍ରାନ୍‌ଙ୍କ ଅଭିଯୋଗ: ସ୍ତ୍ରୀଙ୍କୁ ଦିଆଯାଉଛି ଟଏଲେଟ୍‌ କ୍ଲିନର ମିଶା ଖାଦ୍ୟ

ରାଓ୍ବଲପିଣ୍ଡି,୨୧ା୪: ସ୍ତ୍ରୀ ବୁଶ୍ରା ବିବିଙ୍କୁ ଖାଦ୍ୟରେ ଟଏଲେଟ୍‌ କ୍ଲିନର ମିଶାଇ ଦିଆଯାଉଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଅଭିଯୋଗ କରିଛନ୍ତି। ରାଓଲପିଣ୍ଡିର ଆଡିଆଲା ଜେଲରେ ୧୯୦ ନିୟୁତ ପାଉଣ୍ଡ ଦୁର୍ନୀତି ମାମଲାର ଶୁଣାଣି ବେଳେ ଇମ୍ରାନ୍‌ ଉପରୋକ୍ତ ଅଭିଯୋଗ ଆଣିଛନ୍ତି।…

ଗାଈର କଞ୍ଚା କ୍ଷୀରରୁ ମିଳିଲା H5N1 ବାର୍ଡ ଫ୍ଲୁ ଷ୍ଟ୍ରେନ୍‌; ସତର୍କ କଲା WHO

ନୂଆଦିଲ୍ଲୀ,୨୦।୪: ଆମେରିକାରେ ଗାଈର କଞ୍ଚା କ୍ଷୀରରେ ବାର୍ଡ ଫ୍ଲୁ ଭାଇରସ୍‌ ଷ୍ଟ୍ରେନ୍‌ ଏଚ୍‌୫ଏନ୍‌୧(H୫N୧) ଚିହ୍ନଟ ହୋଇଛି। ଏହାକୁ ନେଇ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ) ଚିନ୍ତା ପ୍ରକଟ କରିଛି। ତେବେ ସ୍ବାସ୍ଥ୍ୟ ଅଧିକାରୀମାନେ ଦୋକାନବଜାରରେ ସହଜରେ ଉପଲବ୍ଧ ହେଉଥିବା ପାଶ୍ଚ୍ୟରାଇଜ୍‌ କ୍ଷୀର, ବ୍ୟବହାର…

୯୯% ଆକ୍ରମଣ ଫେଲ୍‌, ତଥାପି ଇରାନ କହୁଛି-ଇସ୍ରାଏଲ ବିରୋଧରେ ଅପରେଶନ ସଫଳ

ଜେରୁଜେଲମ,୧୪।୪: ଦୂତାବାସ ଉପରେ ହୋଇଥିବା ଆକ୍ରମଣର ପ୍ରତିଶୋଧ ନେଇଛି ଇରାନ। ରାତି ସାରା ଇସ୍ରାଏଲ ଉପରେ ଡ୍ରୋନ୍‌ ଏବଂ କ୍ଷେପଣାସ୍ତ୍ର ମାଡ଼ କରିଛି। ଗୋଟିଏ ପଟେ ଇରାନ ଇସ୍ରାଏଲ ଉପରେ ୩୦୦ରୁ ଅଧିକ ଆକ୍ରମଣ କରିଥିବା କହୁଥିବା ବେଳେ ଇସ୍ରାଏଲ ସେନା…

ପୁଣି ଗାଜାରେ ଇସ୍ରାଏଲ୍‌ର ଏୟାରଷ୍ଟ୍ରାଇକ୍‌: ହମାସ ମୁଖ୍ୟଙ୍କ ୩ ପୁଅ, ୪ ନାତି ମୃତ

ଜେରୁଜେଲମ୍‌/ଗାଜା ସିଟି,୧୧।୪: ଇସ୍ରାଏଲ ପକ୍ଷରୁ ବୁଧବାର ଉତ୍ତର ଗାଜା ସୀମାରେ କରାଯାଇଥିବା ଏୟାରଷ୍ଟ୍ରାଇକ୍‌ରେ ହମାସ ନେତା ଇସମାଇଲ ହାନିଆଙ୍କ ୩ ପୁଅଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ହାଜେମ, ଆମିର, ମହମ୍ମଦ। ତେବେ ଗାଜାର ଅଲ-ଶତି ଶିବିରରୁ ସେମାନେ ଯେଉଁ କାର୍‌ରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri