‘ଲିଭ୍ ଇନ୍ ରିଲେସନସିପ୍ କେବଳ ଟାଇମ୍ ପାସ୍’: ଆହ୍ଲାବାଦ ହାଇକୋର୍ଟ ନୂଆଦିଲ୍ଲୀ, ୨୩।୧୦: ‘ଲିଭ୍ ଇନ୍ ରିଲେସନସିପ୍ ପ୍ରାୟତଃ ଟାଇମ୍ ପାସ୍ ପାଇଁ ରହିଥାନ୍ତି।’ ଭିନ୍ନ ଜାତିରେ ସମ୍ପର୍କକୁ ବିଶ୍ୱାସ ରଖୁଥିବା ଲିଭ୍ ଇନ୍ ଦମ୍ପତିଙ୍କୁ ପୋଲିସ ସୁରକ୍ଷା ଦେବାକୁ ମନା କରି ଏହି ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି ଆହ୍ଲାବାଦ ହାଇକୋର୍ଟ। କୋର୍ଟ...