କାନାଡ଼ାରେ ୨୪ ବର୍ଷୀୟ ଭାରତୀୟ ଛାତ୍ରଙ୍କୁ କାର୍ ଭିତରେ ଗୁଳି କରି ହତ୍ୟା ନୂଆଦିଲ୍ଲୀ,୧୪।୪: କାନାଡାର ଦକ୍ଷିଣ ଭାନକୋଭରରେ ଜଣେ ୨୪ ବର୍ଷୀୟ ଭାରତୀୟ ଛାତ୍ରଙ୍କୁ କାର ଭିତରେ ଗୁଳି କରି ହତ୍ୟା କରାଯାଇଛି। ଏନେଇ ସ୍ଥାନୀୟ ପୋଲିସ ସୂଚନା ଦେଇଛି। ପଡୋଶୀମାନେ ଗୁଳି ଶବ୍ଦ ଶୁଣିବା ପରେ ଯୁବକ ଜଣଙ୍କୁ କାର ଭିତରେ...