Tag Archives: Indian Army

ବଡ଼ ଆକ୍ସନ: ମାଟିରେ ମିଶିଲା ଆଉ ଜଣେ ଆତଙ୍କବାଦୀଙ୍କ ଘର

ଶ୍ରୀନଗର,୨୬।୫: ଜମ୍ମୁ-କଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତୀୟ ସୁରକ୍ଷା ବାହିନୀର ଅପରେଶନ ଜାରି ରହିଛି। ପୁଲୱାମାରେ ସକ୍ରିୟ ଆତଙ୍କବାଦୀଙ୍କ ଘର ସୁରକ୍ଷା ବାହିନୀ ଦ୍ୱାରା ଭାଙ୍ଗି ଦିଆଯାଇଛି। ଗତକାଲି ଉପତ୍ୟକାରେ ସକ୍ରିୟ ଥିବା ଆଉ ଦୁଇ ଆତଙ୍କବାଦୀଙ୍କ ଘର...

Pahalgam Terror Attack: ଭାରତ-ପାକିସ୍ତାନ ବର୍ଡରରେ ପହଞ୍ଚିଲେ Army Chief: କିଛି ବି ଘଟିପାରେ

ଶ୍ରୀନଗର,୨୫।୪: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ଶୁକ୍ରବାର ଶ୍ରୀନଗରରେ ପହଞ୍ଚିଛନ୍ତି। ଏଠାରେ ସେନା କମାଣ୍ଡରମାନେ ଜେନେରାଲ ଦ୍ୱିବେଦୀଙ୍କୁ ବର୍ତ୍ତମାନର ପରିସ୍ଥିତି ଏବଂ ଆତଙ୍କବାଦୀଙ୍କ ବିରୋଧରେ ସେନା ଦ୍ୱାରା ନିଆଯାଇଥିବା ପଦକ୍ଷେପ ବିଷୟରେ ଅବଗତ...

ପୁଣି କୃଷ୍ଣା ଘାଟି ସେକ୍ଟରରେ ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ, ଜବାବ ଦେଲା ସେନା

ଇସଲାମାବାଦ,୩।୪: ସୁଧୁରୁନି ପାକିସ୍ତାନ। ପୁଣିଥରେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିବାକୁ ଚେଷ୍ଟା କରିଛି। ବୁଧବାର ବିଳମ୍ବିତ ରାତିରେ ପୁଞ୍ଚର କୃଷ୍ଣା ଘାଟି ସେକ୍ଟରରେ ଭାରତୀୟ ସେନାର ଆଗୁଆ ପୋଷ୍ଟଗୁଡ଼ିକୁ ଟାର୍ଗେଟ କରି ପାକିସ୍ତାନୀ ସେନା ପୁଣି ଥରେ ଗୁଳି ଚାଳନା...

ରାହୁଲ ଗାନ୍ଧୀଙ୍କୁ ଏପରି କହିଲେ ସେନା ମୁଖ୍ୟ, ଚୀନ୍ ସହିତ…

ନୂଆଦିଲ୍ଲୀ,୧୯।୨: ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ଭାରତ-ଚୀନ ସୀମା ବିବାଦ ଏବଂ ଦେଶ ଭିତରେ ସେନାକୁ ନେଇ ଚାଲିଥିବା ରାଜନୀତି ଉପରେ ଏକ ବିବୃତ୍ତି ଦେଇଛନ୍ତି। ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ପରାମର୍ଶ ଦେବା ସମୟରେ...

Pulwama Attack: ମୁଣ୍ଡ ନୁଆଁଇବ ନାହିଁ ଭାରତ; ଆତଙ୍କବାଦୀଙ୍କୁ ଚେତାବନୀ ଦେଳେ ମୋଦି-ଶାହା

ନୂଆଦିଲ୍ଲୀ,୧୪।୨: ୧୪ ଫେବୃଆରୀ ୨୦୧୯ରେ ପୁଲୱାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ଭାରତର ଇତିହାସରେ ଏକ କଳା ଅଧ୍ୟାୟ ଭାବରେ ଲିପିବଦ୍ଧ କରାଯାଇଛି। ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥର ଅବନ୍ତିପୋରାର ଗୋରିପୋରା ଅଞ୍ଚଳରେ ଏହି ଭୟଙ୍କର ଘଟଣା ଘଟିଥିଲା। ଯେତେବେଳେ ସିଆରପିଏଫ ଗାଡ଼ି...

ଶତ୍ରୁ ସହ ଲଢ଼ି ଶହୀଦ ହୋଇଗଲା ‘ଫାଣ୍ଟମ୍‌’; ଜାଣନ୍ତୁ ଭାରତୀୟ ସେନାରେ କିଭଳି ହୋଇଥାଏ କୁକୁରଙ୍କ ଭର୍ତ୍ତି, ଟ୍ରେନିଂରେ କ’ଣ ଶିଖାଯାଏ?

ଶ୍ରୀନଗର,୩୦।୧୦: ଜମ୍ମୁ କଶ୍ମୀରର ଅଖନୁରରେ ଭାରତୀୟ ସେନା ପକ୍ଷରୁ ସୋମବାର ଏବଂ ମଙ୍ଗଳବାର ଏନ୍‌କାଉଣ୍ଟର ଅପରେଶନ କରାଯାଇଥିଲା। ସୁରକ୍ଷାକର୍ମୀମାନେ ୩ ଆତଙ୍କବାଦୀଙ୍କୁ ନିହତ କରିଥିଲେ। ଏହି ଏନକାଉଣ୍ଟରରେ ଭାରତୀୟ ସେନାର K9 ଫାଣ୍ଟମ କୁକୁର ମଧ୍ୟ ଶହୀଦ ହୋଇଛି। ଯେତେବେଳେ...

ସେନା ଅଧିକାରୀ, ତାଙ୍କ ବାନ୍ଧବୀଙ୍କୁ ଭରତପୁର ଥାନାରେ ଅପବ୍ୟବହାର ମାମଲା: ରିପୋର୍ଟ ମାଗିଲେ ଜାତୀୟ ମହିଳା କମିଶନ

ଭୁବନେଶ୍ୱର,୧୯।୯: ଶିଖ୍ ରେଜିମେଣ୍ଟର ଭାରତୀୟ ସେନା ଅଧିକାରୀ ମେଜର ଗୁରୁଭାନ୍ସ ସିଂ ଏବଂ ତାଙ୍କ ବାନ୍ଧବୀଙ୍କୁ ଭରତପୁର ଥାନାରେ ଅପବ୍ୟବହାର ସହିତ ମାଡ଼ ମାରିବା ଘଟଣାରେ ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ୱାୟୀ.ବି ଖୁରାନିଆଙ୍କୁ ଚିଠି ଲେଖି ରିପୋର୍ଟ ମାଗିଛନ୍ତି ଜାତୀୟ...

ଜମ୍ମୁ-କଶ୍ମିରରେ ଏନକାଉଣ୍ଟର; ଦୁଇ ଯବାନ ଶହୀଦ, ୪ ଆତଙ୍କୀ ନିପାତ

ନୂଆଦିଲ୍ଲୀ,୬।୭: ଦକ୍ଷିଣ କଶ୍ମିର କୁଲଗାମ ଜିଲାରେ ସେନା ଏବଂ ଆତଙ୍କବାଦୀ ମଧ୍ୟରେ ଏନକାଉଣ୍ଟରରେ ଦୁଇ ଯବାନ ଶହୀଦ ହୋଇଛନ୍ତି। ସେନାର ପ୍ରତିଜବାବରେ ଚାରି ଆତଙ୍କୀ ମଧ୍ୟ ନିପାତ ହୋଇଛନ୍ତି। ଆଉ ଚାରି ଆତଙ୍କବାଦୀ ଲୁଚିଥିବା ମଧ୍ୟ କୁହାଯାଉଛି। କୁଲଗାମ ଜିଲାରେ...

ଭାରତ ସୈନିକ ଫେରିବା ପରେ ବିମାନ ଉଡ଼ାଇପାରୁ ନାହାନ୍ତି ଆମ ପାଇଲଟ, ସ୍ୱୀକାର କଲେ ମାଳଦ୍ୱୀପ ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ,୧୩।୫: ମାଲଦ୍ୱୀପର ପ୍ରତିରକ୍ଷା ମନ୍ତ୍ରୀ ଘାସାନ୍ ମୋୖମନ୍ ସ୍ୱୀକାର କରିଛନ୍ତି ଯେ ଏହାର ସୈନ୍ୟବାହିନୀରେ ଭାରତ ଦାନ କରିଥିବା ତିନିଟି ବିମାନ ଚଳାଇବାରେ ସକ୍ଷମ ପାଇଲଟ୍ ଅଭାବ ରହିଛି। ଯାହାକି ଭାରତୀୟ ପ୍ରତିରକ୍ଷା କର୍ମଚାରୀ ମାଳଦ୍ଵୀପ ଦେଶ ଛାଡିବାର କିଛି...

Video: ହଠାତ୍ ସିକ୍କିମରେ ହେଲା ପ୍ରବଳ ତୁଷାରପାତ, ଶତାଧିକ ପର୍ଯ୍ୟଟକଙ୍କୁ ଉଦ୍ଧାର କଲା ସେନା

ନୂଆଦିଲ୍ଲୀ,୨୧।୨: ସିକ୍କିମର ନାତୁ ଲା ରେ ବୁଧବାର ହଠାତ୍ ପ୍ରବଳ ତୁଷାରପାତ ହେତୁ ୫୦୦ ରୁ ଅଧିକ ପର୍ଯ୍ୟଟକଙ୍କ ସହିତ ପ୍ରାୟ ୧୭୫ ଟି ଗାଡି ସହିତ ଫସି ରହିଥିଲା। ଯେଉଁମାନଙ୍କୁ ତ୍ରିଶକ୍ତି କର୍ପସର ସୈନ୍ୟମାନେ ଉଦ୍ଧାର କରି ସହାୟତାର...

ସେନାରୁ ବାହାର ହେବେ ୧ ଲକ୍ଷ କର୍ମଚାରୀ: ସେନାଧ୍ୟକ୍ଷ ଦେଲେ ସୂଚନା…

ନୂଆଦିଲ୍ଲୀ,୧୧।୧ : ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ଗୁରୁବାର ଦିନ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ୨୦୨୭ ସୁଦ୍ଧା ସେନାରେ ଅପ୍ଟିମାଇଜେଶନ ପ୍ରକ୍ରିୟା ଶେଷ ହେବ। ଯାହା ପରେ ସେନାରେ ପ୍ରାୟ ଏକ ଲକ୍ଷ କର୍ମଚାରର...

ପାକିସ୍ତାନୀ ଏଜେଣ୍ଟଙ୍କ ସମ୍ପର୍କରେ ଥିବା ନେଇ ଜଣେ ମେଜରଙ୍କୁ ବରଖାସ୍ତ କଲେ ରାଷ୍ଟ୍ରପତି ମୁର୍ମୁ

ନୂଆଦିଲ୍ଲୀ,୧।୧୧: ପାକିସ୍ତାନୀ ଗୁଇନ୍ଦା ଏଜେଣ୍ଟ ସହ ସମ୍ପର୍କ ଥିବା ଅଭିଯୋଗରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭାରତୀୟ ସେନାରେ କାର୍ଯ୍ୟରତ ଜଣେ ମେଜରଙ୍କୁ ବରଖାସ୍ତ କରିଛନ୍ତି। ସୁରକ୍ଷା ପ୍ରୋଟୋକଲ ଉଲ୍ଲଂଘନ କରିଥିବା ଅଭିଯୋଗରେ ତାଙ୍କୁ ତୁରନ୍ତ ପ୍ରଭାବ ସହ ବାହାର କରାଯାଇଛି।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri