Tag Archives: India

୨୦୩୦ ସୁଦ୍ଧା ଜାପାନକୁ ଅତିକ୍ରମ କରି ଭାରତ ହେବ ତୃତୀୟ ବୃହତ ଅର୍ଥବ୍ୟବସ୍ଥା

ନୂଆଦିଲ୍ଲୀ,୨୪/୧୦: ଭାରତ ବର୍ତମାନ ବିଶ୍ୱ ଅର୍ଥନୀତିରେ ପଞ୍ଚମ ସ୍ଥାନରେ ରହିଥିବା ବେଳେ ୨୦୩୦ ସୁଦ୍ଧା ୭,୩୦୦ ବିଲିୟନ ଡ଼ଲାରର ଜିଡିପି ସହିତ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତିରେ ଜାପାନକୁ ଅତିକ୍ରମ କରିପାରେ। ଏହାପରେ ଭାରତ ଏସିଆର ଦ୍ୱିତୀୟ ବୃହତ୍ତମ ଅର୍ଥନୀତି ହେବା…

ଇସ୍ରାଏଲ-ହମାସ ଲଢେଇ ମଧ୍ୟରେ ଗାଜାକୁ ମାନବୀୟ ସହାୟତା ପଠାଇଲା ଭାରତ

ନୂଆଦିଲ୍ଲୀ, ୨୨।୧୦: ଇସ୍ରାଏଲ-ହମାସ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ ମଧ୍ୟରେ ଭାରତ ଗାଜାର ଲୋକମାନଙ୍କ ପାଇଁ ମାନବୀୟ ସହାୟତା ପଠାଇଛି। ହମାସ ଉପରେ ଇସ୍ରାଏଲର ଜବାବି ଆକ୍ରମଣ ପରେ ଗାଜାର ଲୋକମାନେ ବର୍ତ୍ତମାନ ସମୟରେ ବଡ ସଂକଟରେ ବସବାସ କରୁଛନ୍ତି। ଏହି…

ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ସୂର୍ଯ୍ୟକୁମାର ଆହତ ପରେ ଇଶାନ କିଶନ ମଧ୍ୟ ପଡ଼ିଲେ ସମସ୍ୟାରେ! କିପରି ଭାରତ ଅଟକାଇବ ନ୍ୟୁଜିଲ୍ୟାଣ୍ଡର ବିଜୟ ରଥ ?

ଧର୍ମଶାଳା, ୨୨/୧୦: ରବିବାର (୨୨ ଅକ୍ଟୋବର) ଭାରତୀୟ ଦଳ ଦିନିକିଆ ବିଶ୍ୱକପରେ ଏହାର ପଞ୍ଚମ ମ୍ୟାଚ୍ ଖେଳିବ। ଏହି ମ୍ୟାଚ୍ ଧର୍ମଶାଳାର ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଖେଳାଯିବ। ବର୍ତ୍ତମାନ ପର୍ଯ୍ୟନ୍ତ ଉଭୟ ଭାରତ ଏବଂ ନ୍ୟୁଜିଲାଣ୍ଡ…

ଭାରତ ସହ ବିବାଦ ମଧ୍ୟରେ କାନାଡ଼ାର ବଡ଼ ନିଷ୍ପତ୍ତି, ବନ୍ଦ କଲା…

ଓଟ୍ଟାଓ୍ବା,୨୧।୧୦: ଭାରତ ଏବଂ କାନାଡ଼ା ମଧ୍ୟରେ ଜାରି ରହିଥିବା ବିବାଦ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହି କ୍ରମରେ ଏବେ କାନାଡ଼ା ସରକାର ଆଉ ଏକ ନୂତନ ନିଷ୍ପତ୍ତି ନେଇଛନ୍ତି। ମୁମ୍ବାଇରେ କାନାଡା ଏହାର ଭିସା ଏବଂ କାଉନ୍‌ସିଲର ଆକ୍ସେସ୍‌କୁ…

‘ଯେପରି ଭାରତ କଲା, ୪୦-୫୦ ବର୍ଷରେ କୌଣସି ଦେଶ ଏପରି କରି ନାହାନ୍ତି’, ୪୧ ଜଣ କୂଟନୀତିଜ୍ଞଙ୍କୁ ପ୍ରତ୍ୟାହାର କରି ଏପରି କହିଲା କାନାଡ଼ା

ନୂଆଦିଲ୍ଲୀ,୨୦ା୧୦: କୂଟନୈତିକ ବିବାଦ ମଧ୍ୟରେ କେନ୍ଦ୍ର ସରକାର ଦେଶ ଛାଡିବାକୁ ଚରମାଵାଣୀ ଦେବା ପରେ କାନାଡ଼ା ଏହାର ୪୧ ଜଣ କୂଟନୀତିଜ୍ଞଙ୍କୁ ପ୍ରତ୍ୟାହାର କରି ନେଇଛି। କାନାଡ଼ାର ବିଦେଶ ମନ୍ତ୍ରୀ ମେଲାନୀ ଜୋଲୀ ଗୁରୁବାର ଓଟାୱାରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି…

ପଶ୍ଚିମ ଏସିଆରେ ବଢୁଥିବା ବିବାଦ ମଧ୍ୟରେ ବୃଦ୍ଧି ପାଇଲା ଅଶୋଧିତ ତୈଳ ଦର, ୯୩ ଡଲାରରେ ପହଞ୍ଚିଲା ପ୍ରତି ବ୍ୟାରେଲ

ନୂଆଦିଲ୍ଲୀ ୧୮।୧୦: ପଶ୍ଚିମ ଏସିଆରେ ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ଭୀଷଣ ରୂପ ନେବାରେ ଲାଗିଛି। ଏଭଳି ସ୍ଥିତିରେ ବଢୁଥିବା ବିବାଦକୁ ନଜରରେ ରଖି ବିଶ୍ୱ ବଜାରରେ ଅଶୋଧିତ ତୈଳର ମୂଲ୍ୟ ପ୍ରତି ବ୍ୟାରେଲ ୩.୩୬ ପ୍ରତିଶତ ବୃଧି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri