Tag Archives: India

ରାଜ୍ୟ ସଭାରେ ବିଗିଡ଼ିବ ଇଣ୍ଡିଆ ମେଣ୍ଟ, ଏତିକି ସିଟ୍‌ ନେଇଯିବ ଏନ୍‌ଡିଏ

ନୂଆଦିଲ୍ଲୀ,୧୩ା୬: ଲୋକ ସଭା ନିର୍ବାଚନ ସମାପ୍ତ ହୋଇଛି। ବର୍ତ୍ତମାନ ହେଉଛି ରାଜ୍ୟ ସଭା ଉପ-ନିର୍ବାଚନର ପର୍ଯ୍ୟାୟ। ୧୦ଟି ଖାଲି ସିଟ୍‌ ପାଇଁ ରାଜ୍ୟ ସଭା ସଚିବାଳୟ ଦ୍ୱାରା ଉପ-ନିର୍ବାଚନ ଘୋଷଣା କରାଯାଇଛି। ଏ ସମ୍ପର୍କରେ ଏକ ବିଜ୍ଞପ୍ତି ଜାରି କରାଯାଇଛି ଯେ,…

ଦେଶରେ ୧୨ ମାସ ତଳେ ଖୁଚୁରା ମୁଦ୍ରାସ୍ଫୀତି, ଓଡ଼ିଶା ବଜାରରେ ଆକାଶ ଛୁଆଁ ଦରଦାମ୍

ଭୁବନେଶ୍ୱର, ୧୩।୬: ଭାରତରେ ଖୁଚୁରା ମୁଦ୍ରାସ୍ଫୀତି ବା ମହଙ୍ଗା ହାର ମେ ମାସରେ ୧୨ ମାସର ସର୍ବନିମ୍ନ ୪.୭୫% ସ୍ତରକୁ ଖସିଛି। ଯାହା ଏପ୍ରିଲ ମାସରେ ୪.୮୩% ଥିଲା ବୋଲି ବୁଧବାର ସରକାର ପ୍ରକାଶ କରିଥିବା ତଥ୍ୟରେ କହିଛନ୍ତି। ତେବେ ମେ…

ଲିଙ୍ଗଗତ ଅସମାନତା: ୧୨୯ତମ ସ୍ଥାନରେ ଭାରତ, ଶୀର୍ଷରେ ଆଇସ୍‌ଲ୍ୟାଣ୍ଡ

ଜେନେଭା, ୧୨।୬: ଓ୍ବାର୍ଲଡ୍‌ ଇକୋନୋମିକ୍‌ ଫୋରମ(ଡବ୍ଲ୍ୟୁଇଏଫ୍‌) ପକ୍ଷରୁ ବୁଧବାର ଚଳିତବର୍ଷର ଲିଙ୍ଗଗତ ଅସମାନତା ସୂଚକାଙ୍କ ଜାରି କରାଯାଇଛି। ଏହି ସୂଚକାଙ୍କରେ ଭାରତ ୨ଟି ସ୍ଥାନ ତଳକୁ ଖସି ୧୨୯ତମ ସ୍ଥାନରେ ପହଞ୍ଚିଛି। ତେବେ ଗତବର୍ଷ ଭଳି ଚଳିତ ଥର ମଧ୍ୟ ଆଇସ୍‌ଲ୍ୟାଣ୍ଡ…

ଚାମ୍ପିଅନ୍ସ ଟ୍ରଫି ୨୦୨୫: ପାକିସ୍ତାନର ଏହି ଷ୍ଟାଡିୟମରେ ଖେଳାଯିବ ଭାରତ-ପାକିସ୍ତାନ ମୁକାବିଲା

ନୂଆଦିଲ୍ଲୀ,୧୦ା୬: ରବିବାର ନ୍ୟୁୟର୍କରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା ଟି ୨୦ ବିଶ୍ୱକପ କଡ଼ା ମୁକାବିଲା ଦେଖିବାକୁ ମିଳିଛି। ଏହି ରୋମାଞ୍ଚକର ମୁକାବିଲାରେ ଭାରତ ଏକ ଅବିଶ୍ଵନିୟ ବିଜୟ ହାସଲ କରିଛି। ତେବେ ବର୍ତମାନ ଉଭୟ ଦଳକୁ ନେଇ ଆଉ…

ଭାରତର ଅବିଶ୍ୱସନୀୟ ବିଜୟ

ନ୍ୟୁୟର୍କ, ୧୦।୬: ଟାର୍ଗେଟ ଥିଲା ମାତ୍ର ୧୨୦ ରନ। ସମ୍ମୁଖରେ ଥିଲା ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ। ଚାପ ସ୍ଥିତିରେ ଚମତ୍କାର ବୋଲିଂ କଲେ ଭାରତୀୟ ପେସ୍‌ ବାହିନୀ। ଏହାର ନେତୃତ୍ୱ ନେଲେ ଯଶପ୍ରୀତ୍‌ ବୁମ୍‌ରା। ଫଳରେ ଏକଦା ୨ ଉଇକେଟରେ ୭୩…

କିପରି ରହିବ ପ୍ରଧାନମନ୍ତ୍ରୀ ମୋଦିଙ୍କ ତୃତୀୟ କାର୍ଯ୍ୟକାଳ, କ’ଣ କହୁଛନ୍ତି ଗ୍ରହ-ନକ୍ଷେତ୍ର ?

ନୂଆଦିଲ୍ଲୀ,୫ା୬: ଲୋକସଭା ନିର୍ବାଚନରେ ​​ଏନଡିଏ ୨୯୨ ଟି ସିଟ୍ ସହ ସଂଖ୍ୟାଗରିଷ୍ଠତା ହାସଲ କରିଛି। କିନ୍ତୁ ଭାରତୀୟ ଜନତା ପାର୍ଟି(ଭାଜପା) ନିଜେ ସଂଖ୍ୟାଗରିଷ୍ଠତା ହାସଲ କରିପାରି ନାହିଁ। ଦଳ କେବଳ ୨୪୦ ଟି ଆସନରେ ବିଜୟୀ ହୋଇଛି। ସୂଚନାନୁସାରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ଟି-୨୦ ବିଶ୍ୱକପ: ପ୍ରଥମ ମ୍ୟାଚରେ ଟସ୍ ଜିତି ଭାରତର ବୋଲିଂ ନିଷ୍ପତି

ନ୍ୟୁୟର୍କ,୫ା୬: ଚଳିତ ଟି-୨୦ ବିଶ୍ୱକପରେ ବୁଧବାର ଭାରତ ଆୟାରଲ୍ୟାଣ୍ଡ ବିପକ୍ଷରେ ଏହାର ଅଭିଯାନ ଆରମ୍ଭ କରିଛି। ଏହି ମ୍ୟାଚରେ ଭାରତ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତି ନେଇଛି। ଭାରତ ଏହି ମ୍ୟାଚରେ ଚାରି ବ୍ୟାଟର, ଚାରି ଅଲରାଉଣ୍ଡର ଏବଂ ତିନି…

ଆସିଲା Exit poll, କେନ୍ଦ୍ରରେ ପୁଣି ମୋଦିଙ୍କୁ ବହୁମତ

ନୂଆଦିଲ୍ଲୀ,୧।୬: ସପ୍ତମ ପର୍ଯ୍ୟାୟ ବ୍ୟାପି ମତଦାନ ଶେଷ ହେବାପରେ ବିଭିନ୍ନ ଏଜେନ୍ସି ଏବଂ ଗଣମାଧ୍ୟମ ସଂସ୍ଥା ପକ୍ଷରୁ ପୁଲ ବାହୁଡ଼ା ମତ ବା Exit poll ପ୍ରକାଶ ପାଇଛି। ବିଭିନ୍ନ ସଂସ୍ଥାର ପୂର୍ବାନୁମାନ ଅନୁଯାୟୀ ଭାରତୀୟ ଜନତା ପାର୍ଟି ନେତୃତ୍ୱରେ ଏନଡିଏ…

୨୦୨୯ ସୁଦ୍ଧା ୫ଜି ମୋବାଇଲ୍ ଗ୍ରାହକଙ୍କ ସଂଖ୍ୟା ୮୬ କୋଟି ଛୁଇଁବ, ଡାଟା ବ୍ୟବହାର କ୍ଷେତ୍ରରେ ଆଗରେ ଭାରତ

ନୂଆଦିଲ୍ଲୀ,୨୨ା୫: ଦେଶରେ ୫ଜି ମୋବାଇଲ୍ ଗ୍ରାହକଙ୍କ ଆଧାର ୨୦୨୩ ରେ ୧୩୦ ନିୟୁତ ଥିଲା, ଯାହାର ସଂଖ୍ୟା ୮୬୦ ନିୟୁତକୁ ବୃଦ୍ଧି ହୋଇପାରେ ଅର୍ଥାତ୍ ୨୦୨୯ ସୁଦ୍ଧା ୮୬ କୋଟି। ଦେଶର ଟେଲିକମ୍ ବଜାର ସମ୍ବନ୍ଧରେ ଏକ ରିପୋର୍ଟ ଅନୁଯାୟୀ, ଲୋକସଭା…

ଭାରତର ବିଶ୍ୱ ଭ୍ରମଣ ଏବଂ ପର୍ଯ୍ୟଟନ ସୂଚକାଙ୍କ ତାଲିକାରେ ସୁଧାର

ନୂଆଦିଲ୍ଲୀ,୨୨ା୫: ବିଶ୍ୱ ଅର୍ଥନୈତିକ ଫୋରମର ଭ୍ରମଣ ଏବଂ ପର୍ୟ୍ୟଟନ ବିକାଶ ସୁଚକାଙ୍କ ୨୦୨୪ ରେ ଭାରତର ମାନ୍ୟତା ୩୯ ତମ ସ୍ଥାନକୁ ଉନ୍ନୀତ ହୋଇଛି ଏବଂ ବିଶ୍ୱ ପର୍ଯ୍ୟଟନ କାର୍ଯ୍ୟକଳାପ ପୂର୍ବ-ମହାମାରୀ ସ୍ତରକୁ ଫେରିଛି ବୋଲି ବାର୍ଷିକ ରିପୋର୍ଟ ମଙ୍ଗଳବାର ପ୍ରକାଶ…

ଭାରତରେ ସବୁଠାରୁ ବେଶି ହିଟ୍‌ଓ୍ବେଭଜନିତ ମୃତ୍ୟୁ, ବିଶ୍ୱରେ ପ୍ରତି ବର୍ଷ ପ୍ରାଣ ହରାଉଛନ୍ତି ୧.୫୩ ଲକ୍ଷ ଲୋକ

କାନ୍‌ବେରା, ୧୫।୫: ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ବିଶ୍ୱରେ ପ୍ରତି ବର୍ଷ ୧.୫୩ ଲକ୍ଷରୁ ଅଧିକ ବ୍ୟକ୍ତି ପ୍ରାଣ ହରାଉଛନ୍ତି। ସେଥିମଧ୍ୟରୁ ସର୍ବାଧିକ ମୃତ୍ୟୁ ଭାରତରେ ହେଉଥିବା ନେଇ ଅଷ୍ଟ୍ରେଲିଆର ମୋନାଶ ବିଶ୍ୱବିଦ୍ୟାଳୟ୍‌ ପକ୍ଷରୁ କରାଯାଇଥିବା ଏକ ଅଧ୍ୟୟନରୁ ଜଣା ପଡ଼ିଛି।…

ଆମେରିକାର ଚେତାବନୀ ଉପରେ ଜୟଶଙ୍କରଙ୍କ କଡ଼ା ଜବାବ

ନୂଆଦିଲ୍ଲୀ,୧୫ା୫: କିଛି ଦିନ ପୂର୍ବରୁ ଚାବାହର ବନ୍ଦରର ଏକ ଅଂଶର ସହ-ପରିଚାଳନା ପାଇଁ ଭାରତୀୟ ଏବଂ ଇରାନ କମ୍ପାନୀଗୁଡ଼ିକ ମଧ୍ୟରେ ଏକ ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି। ଏହି ଚୁକ୍ତିରୁ ଭାରତ, ଇରାନ ଏବଂ ଅନେକ ଦେଶ ଉପକୃତ ହେବେ। ତେବେ ଅନେକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri