India vs Pakistan: ପାକିସ୍ତାନ ସହ ଭାରତ ନ ଖେଳିଲେ କେତେ ଟଙ୍କାର କ୍ଷତି ସହିବ BCCI ?
ଦୁବାଇ,୧୪।୯: ଏପ୍ରିଲ୍ରେ ହୋଇଥିବା ପହଲଗାମ୍ ଆତଙ୍କବାଦୀ ଆକ୍ରମଣକୁ ନେଇ ଭାରତୀୟଙ୍କ ମନରେ ଏବେ ମଧ୍ୟ ରୋଷ ପ୍ରବଳ ରହିଛି। ଏହାର କାରଣରୁ ଏସିଆ କପ୍ ୨୦୨୫ରେ ଭାରତ-ପାକିସ୍ତାନ ମ୍ୟାଚ୍କୁ ବୟକଟ୍ କରିବାକୁ ଦାବି ବଢ଼ିଛି। ସୋମବାର ରାତି ୮ଟାରେ ଆରମ୍ଭ ହେବାକୁ…
ଭାରତ ପରେ ଏବେ ଚାଇନା ଉପରେ ନଜର ପକାଇଲେଣି ଟ୍ରମ୍ପ, ନାଟୋ ଦେଶକୁ କହିଲେ…
ଓ୍ବାଶିଂଟନ,୧୩।୯: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚାଇନା ଉପରେ ୫୦ ରୁ ୧୦୦ ପ୍ରତିଶତ ଶୁଳ୍କ ଲାଗୁ କରିବାକୁ ନାଟୋକୁ ଅପିଲ କରିଛନ୍ତି। ସେ ବିଶ୍ୱାସ କରନ୍ତି ଯେ ଏହା ରୁଷିଆ ଉପରେ ଚାଇନାର ଆର୍ଥିକ ନିୟନ୍ତ୍ରଣକୁ ଦୁର୍ବଳ କରିବ ଏବଂ…
ଏସିଆ କପର ପ୍ରଥମ ମ୍ୟାଚରେ ଭାରତର ଐତିହାସିକ ରେକର୍ଡ, ଏପରି କାରନାମା କରିବାରେ ବିଶ୍ୱର ପ୍ରଥମ ଦଳ
ନୂଆଦିଲ୍ଲୀ,୧୧।୯: ଭାରତୀୟ କ୍ରିକେଟ ଦଳ ୨୦୨୫ ଏସିଆ କପରେ ୟୁଏଇ ବିପକ୍ଷରେ ଏକ ଦୃଢ଼ ବିଜୟ ସହିତ ତା’ର ଯାତ୍ରା ଆରମ୍ଭ କରିଥିଲା। ଏହି ବିଜୟ ସହିତ, ଭାରତ ଟି-୨୦ ଫର୍ମାଟରେ ଖେଳାଯାଉଥିବା ଏସିଆ କପ୍ରେ ସବୁଠାରୁ ବଡ଼ ବିଜୟ ହାସଲ…
CAFA Nations Cup 2025: ଓମାନକୁ ପେନାଲଟିରେ ହରାଇଲା ଭାରତ, ଗୁରପ୍ରୀତଙ୍କ ଚମତ୍କାର ପ୍ରଦର୍ଶନ
ତାଜିକିସ୍ତାନ,୮।୯: ଭାରତୀୟ ଫୁଟବଲ ଦଳ ସିଏଏଫଏ ନେସନ୍ସ କପ ୨୦୨୫ରେ ଐତିହାସିକ ସଫଳତା ହାସଲ କରି ଓମାନକୁ ପେନାଲଟି ଶୁଟଆଉଟରେ ୩-୨ରେ ପରାସ୍ତ କରି ତୃତୀୟ ସ୍ଥାନ ଅଧିକାର କରିଛି। ସୋମବାର ହିସୋର ସେଣ୍ଟ୍ରାଲ ଷ୍ଟାଡିୟମରେ ଅନୁଷ୍ଠିତ ତୃତୀୟ ସ୍ଥାନ ପାଇଁ…
ଭାରତ-ଇସ୍ରାଏଲ ମଧ୍ୟରେ ବଡ଼ ଚୁକ୍ତି, ୩.୯ ବିଲିୟନ ଡଲାର ବାଣିଜ୍ୟ ପାଇଁ…
ନୂଆଦିଲ୍ଲୀ,୮।୯: ଭାରତ ଓ ଇସ୍ରାଏଲ ସୋମବାର ନୂଆଦିଲ୍ଲୀରେ ଏକ ଦ୍ୱିପାକ୍ଷିକ ନିବେଶ ଚୁକ୍ତି ସ୍ୱାକ୍ଷର କରି ଅର୍ଥନୈତିକ ସମ୍ପର୍କକୁ ଆହୁରି ମଜବୁତ କରିଛନ୍ତି। ଏହି ଚୁକ୍ତି ଦ୍ୱାରା ପରସ୍ପର ନିବେଶକୁ ପ୍ରୋତ୍ସାହନ ଓ ସୁରକ୍ଷା ପ୍ରଦାନ କରାଯିବ। ଇସ୍ରାଏଲର ଅର୍ଥ ମନ୍ତ୍ରଣାଳୟ…
ପାର୍ବଣ ଋତୁରେ ଭାରତର ସହରାଞ୍ଚଳରେ ୨.୧୯ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ: ରିପୋର୍ଟ
ନୂଆଦିଲ୍ଲୀ,୮।୯: ଆସନ୍ତା ପାର୍ବଣ ଋତୁରେ ସହରାଞ୍ଚଳ ଭାରତରେ ପ୍ରାୟ ୨.୧୯ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଲୋକାଲସର୍କଲ୍ସର ଏକ ରିପୋର୍ଟ ପ୍ରକାଶ କରିଛି। ନିକଟରେ ଘୋଷଣା ହୋଇଥିବା ଜିଏସଟି ହାର ହ୍ରାସ ଯୋଗୁ ଆବଶ୍ୟକ ସାମଗ୍ରୀ, ଇଲେକ୍ଟ୍ରୋନିକ୍ସ ଓ…
ଭାରତକୁ ଫେରିବ କି ଟିକ୍ଟକ୍ ? ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କଲେ ଖୁଲାସା
ନୂଆଦିଲ୍ଲୀ,୮।୯: ଭାରତ ସରକାର ଚାଇନାର ସର୍ଟ-ଭିଡିଓ ପ୍ଲାଟଫର୍ମ ଟିକ୍ଟକ୍ ଉପରେ ଲାଗୁ ବ୍ୟାନ ହଟାଇବାର କୌଣସି ଯୋଜନା ନାହିଁ ବୋଲି କେନ୍ଦ୍ରୀୟ ଆଇଟି, ସୂଚନା ଓ ପ୍ରସାରଣ ତଥା ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସ୍ପଷ୍ଟ କରିଛନ୍ତି। ଏକ ସାକ୍ଷାତକାରରେ ସେ…
‘ଭାରତ ଉପରେ ଟାରିଫ ଲଗାଇବା ସମ୍ପୂର୍ଣ୍ଣ ଠିକ…’, ଜେଲନସ୍କିଙ୍କ ଚମକାଇବା ଭଳି ବୟାନ
କ୍ୱିଭ,୮।୯: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ସମେତ ଅନେକ ଦେଶ ଉପରେ ଭାରୀ ଶୁଳ୍କ ଲଗାଇଛନ୍ତି। ସେହି ସମୟରେ, ଏବେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସକି ମଧ୍ୟ ଟ୍ରମ୍ପଙ୍କୁ ତାଙ୍କ ଶୁଳ୍କ ଉପରେ ସମର୍ଥନ କରିଛନ୍ତି। ଜେଲେନ୍ସକି କହିଛନ୍ତି ଯେ…
ଏସିଆ କପ: ଭାରତ ୪-୧ରେ ଦକ୍ଷିଣ କୋରିଆକୁ ହରାଇ ଚାମ୍ପିୟନ, ବିଶ୍ୱକପରେ ସ୍ଥାନ ପକ୍କା
ରାଜଗୀର,୭।୯: ହରମନପ୍ରୀତ ସିଂହଙ୍କ ନେତୃତ୍ୱାଧୀନ ଭାରତୀୟ ପୁରୁଷ ହକି ଦଳ ଏସିଆ କପ ୨୦୨୫ ଫାଇନାଲରେ ଦକ୍ଷିଣ କୋରିଆକୁ ୪-୧ ଗୋଲରେ ପରାସ୍ତ କରି ଚତୁର୍ଥ ଥର ପାଇଁ ଟାଇଟଲ ଜିତିଛି। ଏହି ବିଜୟ ସହ ଭାରତ ଆଗାମୀ ବର୍ଷ ପାଇଁ…
SCOରୁ ଶେହବାଜ-ମୁନିର ଫେରିବା ପରେ ଚାଇନା ନେଲା ଏମିତି ନିଷ୍ପତ୍ତି, ଟେନସନରେ ଭାରତ
ବେଜିଂ,୪।୯: ଚାଇନା ଏବଂ ପାକିସ୍ତାନ ସୁରକ୍ଷା ଏବଂ ପ୍ରତିରକ୍ଷା ସହଯୋଗକୁ ଆହୁରି ମଜବୁତ କରିବାକୁ ଏବଂ ଆତଙ୍କବାଦକୁ ଦୂର କରିବା ପାଇଁ ମିଳିତ ଭାବରେ କାମ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ସୂଚନା ଗୁରୁବାର (ସେପ୍ଟେମ୍ବର ୪)ରେ ଚାଇନା ସରକାରୀ ଏଜେନ୍ସି…
ଭାରତ ଟାରିଫ୍ରେ ଆମକୁ ହତ୍ୟା କରୁଛି: ପୁଣି ଧମକାଇଲେ ଟ୍ରମ୍ପ
ନୂଆଦିଲ୍ଲୀ,୩।୯: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ ଭାରତକୁ ବାରମ୍ବାର ବାଣିଜ୍ୟ ଚୁକ୍ତି ପାଇଁ ଧମକାଇବା ନୀତି ଉପରେ ଜୋର ଦେଉଛନ୍ତି। ସେ ଭାରତକୁ ବିଶ୍ୱର “ସବୁଠାରୁ ଅଧିକ ଟାରିଫ୍ଯୁକ୍ତ ଦେଶ” କହିଛନ୍ତି ଏବଂ ନୂଆଦିଲ୍ଲୀ କୌଣସି ଟାରିଫ୍ ଲାଗୁ ନ କରିବାର…
ଆମେରିକା କହୁଛି, ‘ଆମେ ମିଳିମିଶି କରିବା ସମସ୍ୟାର ସମାଧାନ’, ଅଡୁଆ ହେଲାକି ମୋଦିଙ୍କ ଚାଇନା ଗସ୍ତ!
ଓ୍ବାଶିଂଟନ,୨।୯: ଭାରତ ଏବଂ ଆମେରିକା ମଧ୍ୟରେ ବାଣିଜ୍ୟ ଏବଂ କୂଟନୈତିକ ଉତ୍ତେଜନାର ଖବର ମୁଖ୍ୟ ପ୍ରସଙ୍ଗ ପାଲଟିଛି। ଆମେରିକାର ଅର୍ଥମନ୍ତ୍ରୀ ସ୍କଟ ବେସାଣ୍ଟ ଫକ୍ସ ନ୍ୟୁଜକୁ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି ଯେ ଦୁଇ ଦେଶ ମଧ୍ୟରେ ମତଭେଦ ଅଛି, କିନ୍ତୁ…
Archives


