ଭାରତକୁ ବଡ ଅଫର ଦେଲା ରୁଷିଆ, ଚାଇନା, ପାକିସ୍ତାନର ହଜିଲା ନିଦ
ନୂଆଦିଲ୍ଲୀ,୨୦।୧୧: ଆସନ୍ତା ମାସରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତ ପୂର୍ବରୁ ମସ୍କୋ ନୂଆଦିଲ୍ଲୀକୁ ଏକ ବଡ଼ ସାମରିକ ପ୍ରସ୍ତାବ ଦେଇଛି। ରୁଷିଆ ଭାରତକୁ ତାହାର ଅତ୍ୟାଧୁନିକ ପଞ୍ଚମ ପିଢ଼ିର ଷ୍ଟେଲଥ୍ ଯୁଦ୍ଧ ବିମାନ ‘Su-57’ ପାଇଁ ସମସ୍ତ ପ୍ରଯୁକ୍ତିବିଦ୍ୟା…
ଇଣ୍ଟରପୋଲ୍ ସହାୟତାରେ ଭାରତରୁ ଶେଖ୍ ହାସିନାଙ୍କୁ ପ୍ରତ୍ୟର୍ପଣ କରିବାକୁ ବାଂଲାଦେଶର ପ୍ରସ୍ତୁତି
ଭୁବନେଶ୍ୱର,୧୯।୧୧: ମାନବିକତା ବିରୋଧୀ ଅପରାଧ ମାମଲାରେ ବହିଷ୍କୃତ ପ୍ରଧାନମନ୍ତ୍ରୀ ଶେଖ୍ ହାସିନା ଏବଂ ପୂର୍ବତନ ସ୍ୱରାଷ୍ଟ୍ର ମନ୍ତ୍ରୀ ଆସାଦୁଜାମାନ୍ ଖାନ୍ କମଲଙ୍କୁ ଢାକା ଆନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲ୍ (ICT) ଦ୍ୱାରା ମୃତ୍ୟୁଦଣ୍ଡ ଦିଆଯିବା ପରେ, ବାଂଲାଦେଶର ଅନ୍ତରୀଣ ମହମ୍ମଦ ୟୁନୁସ୍ ପ୍ରଶାସନ…
“ଲାଲ୍କିଲ୍ଲାରୁ କଶ୍ମୀର ପର୍ଯ୍ୟନ୍ତ ଭାରତକୁ ଟାର୍ଗେଟ୍ କରିଛୁ”: ପାକିସ୍ତାନୀ ନେତାଙ୍କ ବଡ଼ ସ୍ୱୀକାରୋକ୍ତି
ନୂଆଦିଲ୍ଲୀ,୧୯।୧୧: ସୀମାପାର ଆତଙ୍କବାଦକୁ ପାକିସ୍ତାନ ଉସୁକାଉଛି ବୋଲି ପୁଣିଥରେ ସ୍ୱୀକାର କରିଛନ୍ତି ଜଣେ ପାକିସ୍ତାନୀ ନେତା। ପାକିସ୍ତାନୀ ନେତା ଚୌଧୁରୀ ଅନୱାରୁଲ ହକ୍ କହିଛନ୍ତି ଯେ ଆତଙ୍କବାଦୀ ଗୋଷ୍ଠୀଗୁଡ଼ିକ “ଲାଲ୍କିଲ୍ଲାରୁ ଆରମ୍ଭ କରି କାଶ୍ମୀରର ଜଙ୍ଗଲ ପର୍ଯ୍ୟନ୍ତ” ଭାରତକୁ ଟାର୍ଗେଟ୍ କରିଛନ୍ତି।…
ତିନି ବର୍ଷ ପରେ ପ୍ରଥମ ଥର ପାଇଁ ଭାରତରେ ଘରୋଇ କମ୍ପାନୀ ଗୁଡିକର ନଗଦ ଭଣ୍ଡାର ହ୍ରାସ, ଋଣ ବୃଦ୍ଧି
ନୂଆଦିଲ୍ଲୀ,୧୮।୧୧: ଭାରତର ଘରୋଇ ପୁଞ୍ଜି ବିନିଯୋଗ ବୃଦ୍ଧି ପାଉଥିବାର ସଙ୍କେତ ମିଳିଛି। ଦେଶର ବଡ଼ ତାଲିକାଭୁକ୍ତ କମ୍ପାନୀଗୁଡିକ ଗତ ତିନି ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ସେମାନଙ୍କର ନଗଦ ଭଣ୍ଡାରକୁ ଦ୍ରୁତ ଗତିରେ ବ୍ୟବହାର କରିବା ଆରମ୍ଭ କରିଛନ୍ତି ଏବଂ…
ଭାରତ-ରୁଷିଆ ପୁଣିଥରେ କରିବେ ବଡ଼ ଡିଲ୍! ଚିନ୍ତାରେ ପଡିବେ ଟ୍ରମ୍ପ, ପୁଟିନଙ୍କ ଦିଲ୍ଲୀ ଗସ୍ତ ପୂର୍ବରୁ …
ନୂଆଦିଲ୍ଲୀ,୧୮।୧୧: ଆସନ୍ତା ମାସ ଆରମ୍ଭରେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ନୂଆଦିଲ୍ଲୀ ଗସ୍ତ ସମୟରେ ସମ୍ପର୍କକୁ ଆହୁରି ମଜବୁତ କରିବା ପାଇଁ ଭାରତ ଏବଂ ରୁଷିଆ ଅନେକ ଚୁକ୍ତିନାମା, ପଦକ୍ଷେପ ଏବଂ ପ୍ରକଳ୍ପକୁ ମଜବୁତ କରିବା ବିଷୟରେ ବିଚାର କରୁଛନ୍ତି। ଏହି…
ଶେଖ ହାସିନାଙ୍କୁ ତୁରନ୍ତ ପ୍ରତ୍ୟର୍ପଣ କରିବାକୁ ବାଂଲାଦେଶର ଦାବି, ଏବେ କ’ଣ କରିବେ ମୋଦି
ଢାକା,୧୭।୧୧: ଅନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲ୍ (ICT) ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କୁ ମୃତ୍ୟୁଦଣ୍ଡ ଶୁଣାଇବା ପରେ ବାଂଲାଦେଶ ସୋମବାର ତାଙ୍କୁ ତୁରନ୍ତ ଭାରତକୁ ହସ୍ତାନ୍ତର କରିବାକୁ ଆନୁଷ୍ଠାନିକ ଭାବେ ଦାବି କରିଛି। ଢାକା କହିଛି ଯେ ଦ୍ୱିପାକ୍ଷିକ ପ୍ରତ୍ୟର୍ପଣ ଚୁକ୍ତି ଅନୁଯାୟୀ…
କୋଲକାତା ଟେଷ୍ଟ ହାରିଲା ଟିମ୍ ଇଣ୍ଡିଆ, ଭାରତ ୯୩ ରନ୍ରେ ଅଲ୍ଆଉଟ୍
କୋଲକାତା,୧୬ା୧୧: ଇଡେନ୍ ଗାର୍ଡେନ୍ସରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ଟିମ୍ ଇଣ୍ଡିଆକୁ ଶୋଚନୀୟ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି। ମାତ୍ର ୧୨୪ ରନ୍ର ଲକ୍ଷ୍ୟ ପିଛା କରି ନପାରି ଭାରତୀୟ ଦଳ ଦ୍ୱିତୀୟ ଇନିଂସରେ ୯୩ ରନ୍ରେ ଅଲ୍ଆଉଟ୍ ହୋଇଯାଇଥିଲା। ଫଳରେ ଟେମ୍ବା…
ଡରିଗଲେଣି କି ଶେଖ ହସିନା? କଲେ ଏତେ ବଡ଼ ଦାବି, କହିଲେ ଭାରତ ଛାଡିବା ବିପଜ୍ଜନକ…
ଢାକା,୧୫।୧୧: ଦେଶରେ ଚାଲିଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ ପୂର୍ବତନ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ଏକ ଗୁରୁତ୍ୱପୂର୍ଣ୍ଣ ଅଭିଯୋଗ ଆଣିଛନ୍ତି। ଏକ ସ୍ବତନ୍ତ୍ର ସାକ୍ଷାତକାରରେ, ସେ ଦାବି କରିଛନ୍ତି ଯେ ଅନ୍ତରୀଣ ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସଙ୍କ ବୈଦେଶିକ ନୀତି ଦିଗହୀନ।…
ଭାରତ ଆସିବେ ବାଂଲାଦେଶର ସୁରକ୍ଷା ପରାମର୍ଶଦାତା, କାହିଁକି NSA ଅଜିତ ଡୋଭାଲ ପଠାଇଲେ ନିମନ୍ତ୍ରଣ? ଜାଣନ୍ତୁ ଏହାର କାରଣ
ନୂଆଦିଲ୍ଲୀ/ଢାକା,୧୪।୧୧: ବାଂଲାଦେଶର ଜାତୀୟ ସୁରକ୍ଷା ପରାମର୍ଶଦାତା (NSA) ଖଲିଲ-ଉର-ରହମାନ ଖୁବ ଶୀଘ୍ର ଭାରତ ଗସ୍ତରେ ଆସିବେ। ସେ ନଭେମ୍ବର ୨୦, ୨୦୨୫ରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଭାରତ ମହାସାଗର କ୍ଷେତ୍ର ଜାତୀୟ ସୁରକ୍ଷା ପରାମର୍ଶଦାତା ସମ୍ମିଳନୀରେ ଅଂଶଗ୍ରହଣ କରିବେ। ଭାରତ…
ପୃଥିବୀ ପ୍ରତି ମାଡ଼ି ଆସୁଛି ଭୟଙ୍କର ବିପଦ, ଭାରତ ସମେତ ଏସବୁ ଦେଶ ହେବେ ପ୍ରଭାବିତ
ବ୍ରୁସ୍ଲେସ୍,୧୪ା୧୧: ପୃଥିବୀ ପ୍ରତି ମାଡ଼ି ଆସୁଛି ଭୟଙ୍କର ବିପଦ । ଯାହାକୁ ନେଇ ଏବେଠୁ ଚେତାବନୀ ଦେଇଛନ୍ତି ବୈଜ୍ଞାନିକ। ସେମାନେ କହିଛନ୍ତି, ଆଟ୍ଲାଣ୍ଟିକ୍ ମହାସାଗରର ମୁଖ୍ୟ ସମୁଦ୍ର ସ୍ରୋତ, ଯାହା ୟୁରୋପ ଏବଂ ଅନ୍ୟାନ୍ୟ ମହାଦେଶକୁ ଉଷ୍ମ ରଖେ ତାହା ଏବେ…
ଭାରତର କମିଲା ବେରୋଜଗାରୀ ହାର: ମହିଳାଙ୍କ ନିଯୁକ୍ତିରେ ବୃଦ୍ଧି
ନୂଆଦିଲ୍ଲୀ,୧୦।୧୧: ସରକାରୀ ତଥ୍ୟ ଅନୁଯାୟୀ, ଚଳିତ ବର୍ଷ ଜୁଲାଇ-ସେପ୍ଟେମ୍ବର ତ୍ରୈମାସିକରେ ଭାରତର ବେରୋଜଗାରୀ ହାର ପୂର୍ବ ତ୍ରୈମାସିକର ୫.୪%ରୁ ହ୍ରାସ ପାଇ ୫.୨%ରେ ପହଞ୍ଚିଛି। କୃଷି ଋତୁରେ ଗ୍ରାମାଞ୍ଚଳରେ ନିଯୁକ୍ତି ବୃଦ୍ଧି ଏବଂ ମହିଳାମାନଙ୍କ ଅଂଶଗ୍ରହଣରେ ଉନ୍ନତି ଯୋଗୁଁ ଏହି ହ୍ରାସ…
ଏହିଦିନ ହେବ IPL ୨୦୨୬ ମିନି ନିଲାମ! ଚର୍ଚ୍ଚାରେ ଏହି ଖେଳାଳି
ନୂଆଦିଲ୍ଲୀ,୯।୧୧: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୬ ସିଜିନ୍ ପାଇଁ ଖେଳାଳିଙ୍କ ମିନି-ନିଲାମ ଚଳିତ ବର୍ଷ ଡିସେମ୍ବର ମାସରେ ଅନୁଷ୍ଠିତ ହେବାର ସମ୍ଭାବନା ରହିଛି। ଟାଇମ୍ସ ଅଫ୍ ଇଣ୍ଡିଆର ଏକ ରିପୋର୍ଟ ଅନୁଯାୟୀ, ଆଇପିଏଲ୍ ୨୦୨୬ର ମିନି-ନିଲାମ ପାଇଁ ଡିସେମ୍ବର ୧୫…
Archives


