ଏସିଆନ ଗେମ୍ସର ଓପନିଂ ମ୍ୟାଚ୍ରେ ଭାରତର ବଡ଼ ବିଜୟ
କାକାମିଗାହାରା,୨୦ା୯: ଏସିଆନ ଗେମ୍ସ ପୁରୁଷ ହକି ପୁଲ୍ ‘ଏ’ର ଓପନିଂ ମ୍ୟାଚରେ ଭାରତ ୧୩-୧ ଗୋଲ୍ରେ ଇଣ୍ଡୋନେସିଆକୁ ହରାଇ ଦେଇଛି। ଷ୍ଟ୍ରାଇକର ଦିଲ୍ପ୍ରୀତ ସିଂ ଏକାକି ୪ଟି ଗୋଲ୍ ୧୮ତମ, ୧୯ତମ, ୩୭ତମ ଓ ୪୯ତମ ମିନିଟ୍ରେ ସ୍କୋର କରିଥିଲେ। ତାଙ୍କର…

