ଆଜି ବଙ୍ଗୋପସାଗରରେ ସୃଷ୍ଟି ହେବ ବାତ୍ୟା: ୨୮ରେ ଛୁଇଁବ ସ୍ଥଳଭାଗ, ଆନ୍ଧ୍ର ଦେଇ ଓଡ଼ିଶା ମୁହାଁଇବା ଆଶଙ୍କା
ଭୁବନେଶ୍ୱର, ୨୬ା୧୦ (ବନ୍ଦନା ସେଠୀ): ସମ୍ଭାବ୍ୟ ବାତ୍ୟାର ଗତିପଥକୁ ନେଇ ରାଜ୍ୟବାସୀଙ୍କ ମନରେ ପୁଣି ଛନକା ପଶିଛି। ବାତ୍ୟା ଆନ୍ଧ୍ରପ୍ରଦେଶ ଉପକୂଳରେ ମାଡ଼ ହେବା ପରେ ଓଡ଼ିଶା ଆଡ଼କୁ ମୁହାଁଇବା ସମ୍ଭାବନା ଥିବାରୁ ଚିନ୍ତା ବଢ଼ିଛି। ତେଣୁ ବାତ୍ୟା ଓ ବର୍ଷାଜନିତ…
୧୨୫ ବର୍ଷର ରେକର୍ଡ ଭାଙ୍ଗିଲା: ସବୁଠୁ ଉତ୍ତପ୍ତ ଫେବୃଆରୀ ମାସ
ନୂଆଦିଲ୍ଲୀ,୧।୩: ସାରା ଦେଶରେ ରେକର୍ଡ ଭାଙ୍ଗିଛି ଚଳିତବର୍ଷ ଫେବୃଆରୀ ମାସ ତାପମାତ୍ରା। ୧୯୦୧ ମସିହାରେ ଦେଶରେ ତାପମାତ୍ରା ରେକର୍ଡ ଆରମ୍ଭ ହେବା ପରଠାରୁ ଏହା ସବୁଠାରୁ ଉତ୍ତପ୍ତ ଫେବୃଆରୀ ମାସ ଥିଲା। ଏହାର ଅର୍ଥ ହେଉଛି ଏହା ଗତ ୧୨୫ ବର୍ଷ…
୨୦୨୪ରେ ଭାରତ ଉପରେ ପଡ଼ିଲା ସୂର୍ଯ୍ୟଙ୍କ କୋପ ଦୃଷ୍ଟି, ଭାଙ୍ଗିଲା ୧୨୩ ବର୍ଷର ରେକର୍ଡ: ପାଣିପାଗ ବିଭାଗ
ନୂଆଦିଲ୍ଲୀ,୧।୧: ୧୯୦୧ ମସିହା ପରଠାରୁ ଭାରତରେ ୨୦୨୪ ବର୍ଷ ସବୁଠାରୁ ଉଷ୍ମ ଥିଲା। ହାରାହାରି ସର୍ବନିମ୍ନ ତାପମାତ୍ରା ୦.୯୦ ଡିଗ୍ରୀ ସେଲସିୟସ ଦୀର୍ଘ ସମୟର ହାରାହାରିଠାରୁ ଅଧିକ ରହିଥିଲା। ୨୦୨୪ ରେ ଭାରତରେ ବାର୍ଷିକ ହାରାହାରି ଭୂତଳ ବାୟୁ ତାପମାତ୍ରା ଦୀର୍ଘକାଳୀନ…

