ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥବ୍ୟବସ୍ଥା ଆଡ଼କୁ ବଢୁଛି ଭାରତ: କିନ୍ତୁ ମୁଣ୍ଡପିଛା ଆୟରେ ପଛରେ କାହିଁକି?
ନୂଆଦିଲ୍ଲୀ, ୨୫ା୧: ଦ୍ରୁତ ଗତିରେ ଆଗେଇ ଚାଲିଛି ଭାରତୀୟ ଅର୍ଥନୀତି, କିନ୍ତୁ ବଢୁନାହିଁ ମୁଣ୍ଡପିଛା ଆୟ। ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (IMF) ରିପୋର୍ଟ ଅନୁଯାୟୀ ଭାରତର ଜିଡିପି ୪ ଟ୍ରିଲିୟନ ଡଲାର ଅତିକ୍ରମ କରିସାରିଛି। ଖୁବ୍ ଶୀଘ୍ର ଭାରତ ଜର୍ମାନୀକୁ ପଛରେ…
ଦେଶର GDP’କୁ ଅତିକ୍ରମ କଲା ଭାରତୀୟ ପରିବାର ପାଖରେ ଥିବା ସୁନା ମୂଲ୍ୟ
ନୂଆଦିଲ୍ଲୀ,୩୦।୧୨: ଭାରତୀୟ ପରିବାରଗୁଡ଼ିକ ପାଇଁ ସୁନା କେବଳ ଏକ ଅଳଙ୍କାର ନୁହେଁ, ବରଂ ଏହା ଭାବପ୍ରବଣତା ଏବଂ ଆର୍ଥିକ ସୁରକ୍ଷାର ଏକ ପ୍ରତୀକ। ବିଶ୍ୱ ବଜାରରେ ସୁନା ଦର କ୍ରମାଗତ ଭାବେ ବୃଦ୍ଧି ପାଇ ଏକ ନୂଆ ଉଚ୍ଚତା ଅତିକ୍ରମ କରିଥିବା…
୨୦୩୦ ସୁଦ୍ଧା ଭାରତ ହେବ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି; ୭.୩ ଟ୍ରିଲିୟନ ଡଲାରରେ ପହଞ୍ଚିବ GDP
ବେଙ୍ଗାଲୁରୁ,୨୯।୧୨: ଭାରତୀୟ ଅର୍ଥନୀତି ଏକ ନୂତନ ମାଇଲଖୁଣ୍ଟ ଅତିକ୍ରମ କରିଛି। ସୋମବାର ଜାରି ହୋଇଥିବା ଏକ ସରକାରୀ ବିବୃତ୍ତି ଅନୁଯାୟୀ, ୪.୧୮ ଟ୍ରିଲିୟନ ଡଲାର GDP ସହ ଭାରତ ଜାପାନକୁ ଅତିକ୍ରମ କରି ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୀତି ପାଲଟିଛି। ଆସନ୍ତା…
GST ହ୍ରାସ ଦେଶର ଅର୍ଥନୀତିକୁ କରିବ ସୁଦୃଢ଼, ଦୀପାବଳି ପୂର୍ବରୁ ଶସ୍ତା ଜିନିଷ କିଣିବେ ଲୋକେ, ବିଧାୟକ କହିଲେ…
ଭଞ୍ଜନଗର,୨୧ା୯(ବାବୁଲା ପ୍ରଧାନ): କେନ୍ଦ୍ର ସରକାର GSTରେ ସଂସ୍କାର ଆଣିଛନ୍ତି। ଯାହାକି ଏକ ଯୁଗାନ୍ତକାରୀ ପଦକ୍ଷେପ। ଜିଏସ୍ଟି ହ୍ରାସ ଦେଶର ଅର୍ଥନୀତିକୁ ସୁଦୃଢ଼ କରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏହିଭଳି ଯୁଗାନ୍ତକାରୀ ପଦକ୍ଷେପ ଦ୍ବାରା ସାଧାରଣଜନତା ତାହାର ସୁଫଳ ପାଇବେ। ଏଣିକି ଦୁଇ…
ଭାରତ ଶୀର୍ଷ ଅର୍ଥନୀତି ଆଡ଼େ ଦୌଡ଼ୁଛି: ଟ୍ରମ୍ପଙ୍କ ‘ମୃତ ଅର୍ଥନୀତି’ ଟିପ୍ପଣୀରେ ମୋଦିଙ୍କ କଟାକ୍ଷ
ନୂଆଦିଲ୍ଲୀ,୧୦।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ‘ଭାରତ ଏକ ମୃତ ଅର୍ଥନୀତି’ ମନ୍ତବ୍ୟକୁ କଟାକ୍ଷ କରି କହିଛନ୍ତି ଯେ ଭାରତ ବିଶ୍ୱର ଶୀର୍ଷ ତିନି ଅର୍ଥନୀତି ମଧ୍ୟରେ ସ୍ଥାନ ପାଇବା ଆଡ଼େ ଦ୍ରୁତ ଗତିରେ ଅଗ୍ରସର…
ଭାରତର ଅର୍ଥନୀତି ୨୦୩୫ ସୁଦ୍ଧା ୯.୮୨ ଟ୍ରିଲିୟନ ଡଲାରରେ ପହଞ୍ଚିବ: ରିପୋର୍ଟ
ନୂଆଦିଲ୍ଲୀ,୬ା୭: ଭାରତୀୟ ବ୍ୟବସାୟ ପ୍ରତିଷ୍ଠାନଗୁଡ଼ିକ ପାରମ୍ପାରିକ କ୍ଷେତ୍ର-ଆଧାରିତ ମଡେଲକୁ ଅତିକ୍ରମ କରି ମାନବୀୟ ଓ ଶିଳ୍ପ ଆବଶ୍ୟକତା ଉପରେ ଧ୍ୟାନ ଦେଇ ୨୦୩୫ ସୁଦ୍ଧା ୯.୮୨ ଟ୍ରିଲିୟନ ଡଲାରର ଅର୍ଥନୈତିକ ମୂଲ୍ୟ ସୃଷ୍ଟି କରିପାରିବେ ବୋଲି ପିଡବ୍ଲ୍ୟୁସି ଇଣ୍ଡିଆର ଏକ ରିପୋର୍ଟରେ…
ଭାରତ ୨୦୪୭ ସୁଦ୍ଧା ୩୦ ଟ୍ରିଲିୟନ ଡଲାରର ଅର୍ଥନୀତି ହେବ: ଆମିତାଭ କାନ୍ତ
ନୂଆଦିଲ୍ଲୀ,୨ା୬: ଭାରତର ଅର୍ଥନୀତି ଆଗାମୀ ବର୍ଷଗୁଡ଼ିକରେ ବଡ଼ ପରିମାଣରେ ବୃଦ୍ଧି ପାଇବାକୁ ଯାଉଛି। ଜି୨୦ ଶେର୍ପା ତଥା ପୂର୍ବତନ ନୀତି ଆୟୋଗ ସିଇଓ ଆମିତାଭ କାନ୍ତଙ୍କ ମତ ଅନୁସାରେ, ଭାରତ ୨୦୪୭ ସୁଦ୍ଧା ୩୦ ଟ୍ରିଲିୟନ ଡଲାରର ଅର୍ଥନୀତି ହେବ ବୋଲି…
ଅର୍ଥନୀତିରେ ଜାପାନକୁ ପଛରେ ପକାଇଲା ଭାରତ: ଜୀବନଶୈଳୀ ସହ ସମାନ ପାଇଁ ଲାଗିବ ଏତିକି ବର୍ଷ
ନୂଆଦିଲ୍ଲୀ,୨୭।୫: ଭାରତ ଏକ ଐତିହାସିକ ମାଇଲଖୁଣ୍ଟ ହାସଲ କରି ଜାପାନକୁ ପଛରେ ପକାଇ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୀତି ହେବାର ଗୌରବ ଅର୍ଜନ କରିଛି। ଭାରତର ଅର୍ଥନୈତିକ ଅଗ୍ରଗତି ଏକ ବଡ଼ ସଫଳତା ଭାବେ ବିବେଚିତ ହେଉଛି। ତେବେ, ଜାପାନୀ ଜୀବନଶୈଳୀର…
ଦ୍ରୁତ ଗତିରେ ଆଗେଇ ଚାଲିଛି ଭାରତର ଅର୍ଥନୀତି, ୩ ବର୍ଷରେ ପଛରେ ପଡିବେ ଜର୍ମାନୀ, ଜାପାନ
ନୂଆଦିଲ୍ଲୀ, ୧୬।୪: ଭାରତର ଅର୍ଥନୀତି ଆଗାମୀ ତିନି ବର୍ଷ ମଧ୍ୟରେ ଜର୍ମାନୀ ଓ ଜାପାନକୁ ପଛରେ ପକାଇ ଦେବ ଏବଂ ୨୦୪୭ ସୁଦ୍ଧା ଏହା ବିଶ୍ୱର ଦ୍ୱିତୀୟ ବୃହତ୍ତମ ଅର୍ଥନୀତି ହେବାର ସମ୍ଭାବନା ରହିଛି। ନୀତି ଆୟୋଗର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ…
Archives


