ବଦଳିଲା ଇଣ୍ଡିଆ-ଏ ମ୍ୟାଚ ସମୟ! କେବେ, କେଉଁଠି ଦେଖିବେ ଲାଇଭ ମୁକାବିଲା, ଜାଣନ୍ତୁ…
ନୂଆଦିଲ୍ଲୀ,୨୩।୧୧: ଏସିଆ କପ ରାଇଜିଂ ଷ୍ଟାର୍ସ ୨୦୨୬ରେ ଇଣ୍ଡିଆ-ଏ ଦଳ ନିଜର ତୃତୀୟ ତଥା ଶେଷ ଲିଗ ମ୍ୟାଚରେ ୟୁନାଇଟେଡ ଆରବ ଏମିରେଟ୍ସ (UAE)କୁ ଭେଟିବ। ତିଳକ ବର୍ମାଙ୍କ ନେତୃତ୍ୱରେ ଭାରତୀୟ ଦଳ ଏହି ମ୍ୟାଚରେ ବିଜୟ ହାସଲ କରି ସେମିଫାଇନାଲ…

