ND vs PAK U19 Asia Cup Final: ପାକିସ୍ତାନକୁ ହରାଇ ଭାରତ ଏସିଆ କପ୍ ଚାମ୍ପିୟନ
ନୂଆଦିଲ୍ଲୀ,୧୪।୧୧: ଅଣ୍ଡର-୧୯ ଏସିଆ କପ ୨୦୨୬ର ଫାଇନାଲ ମହା ମୁକାବିଲାରେ ୧ ଉଇକେଟରେ ପାକିସ୍ତାନକୁ ପରାସ୍ତ କରି ଭାରତ ଚାମ୍ପିୟନ ହୋଇଛି। ଭାରତର ମୋହିତ ଉଲଭା ଏହି ବିଜୟର ନାୟକ ସାଜିଛନ୍ତି। ସେ ଅନ୍ତିମ ବଲ୍ରେ ଚୌକା ମାରି ଭାରତକୁ ଟ୍ରଫି…

