ସିରିଜ୍ ମଝିରେ ଅଚାନକ ଘରକୁ ପଳାଇଲେ ଏହି କ୍ରିକେଟର୍ ରାଞ୍ଚି,୨୩।୨: ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ତିନୋଟି ମ୍ୟାଚ ପରେ ୨-୧ରେ ପଛରେ ପଡିଥିବା ଇଂରାଜୀ ଦଳକୁ ଏକ ବଡ଼ ଝଟକା ଦେଇଛି। ଦଳର ଯୁବ ସ୍ପିନ ଅଲରାଉଣ୍ଡର ରେହାନ ଅହମ୍ମଦଙ୍କୁ ହଠାତ୍ ଘରକୁ ଫେରିବାକୁ ପଡିଛି। ଏବେ...