Tag Archives: ias

UPSC Ravi Raj Story: ମା’କରୁଥିଲେ ନୋଟ୍ସ-ପୁଅଙ୍କୁ ପଢ଼ି ଶୁଣାଉଥିଲେ; UPSC ପରୀକ୍ଷାରେ ବାଜି ମାରି IAS ହେଲେ ଦୃଷ୍ଟିହୀନ ରବି ରାଜ

ନୂଆଦିଲ୍ଲୀ,୨୯।୪: UPSC ସିଭିଲ ସର୍ଭିସେସ ପରୀକ୍ଷା ୨୦୨୪ର ଚୂଡ଼ାନ୍ତ ଫଳାଫଳ ଏପ୍ରିଲ ୨୨ରେ ଘୋଷଣା କରାଯାଇଥିଲା। ଏଥିରେ ମୋଟ ୧୦୦୯ ଜଣ ପ୍ରାର୍ଥୀଙ୍କୁ ଚୟନ କରାଯାଇଛି। ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ବିହାରର ନୱାଡା ଜିଲାର ବାସିନ୍ଦା ୨୪ ବର୍ଷୀୟ...

କେନ୍ଦ୍ରୀୟ ଡେପୁଟେଶନରେ ଯିବେ ଆଇଏଏସ୍‌ Nikunja Bihari Dhal, ମିଳିଲା ନୂଆ ନିଯୁକ୍ତି

ଭୁବନେଶ୍ୱର,୧୮।୪: କେନ୍ଦ୍ରକୁ ଯିବେ ବରିଷ୍ଠ ଆଇଏଏସ୍‌ ଅଧିକାରୀ ନିକୁଞ୍ଜ ବିହାରୀ ଧଳ। ୧୯୯୩ ବ୍ୟାଚର ଓଡ଼ିଶା କ୍ୟାଡର୍‌ ଏହି ଆଇଏଏସ୍‌ ଅଫିସର ଏବେ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ କାମ କରୁଛନ୍ତି । କେନ୍ଦ୍ରରେ ତାଙ୍କୁ ସଂସଦୀୟ...

୩୦ OASଙ୍କୁ ମିଳିଲା IAS ପାହ୍ୟା, ଜାଣନ୍ତୁ କିଏ କିଏ ପାଇଲେ ପଦୋନ୍ନତି

ଭୁବନେଶ୍ୱର,୧ା୪: ରାଜ୍ୟ ସରକାରଙ୍କ ୩୦ ବରିଷ୍ଠ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌) ଅଧିକାରୀଙ୍କୁ ଏପ୍ରିଲ ପହିଲାରେ ଭାରତୀୟ ପ୍ରଶାସନିକ ସେବା(ଆଇଏଏସ୍‌) ପାହ୍ୟାକୁ ପଦୋନ୍ନତି ମିଳିଛି। ଏସଂକ୍ରାନ୍ତରେ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। କେନ୍ଦ୍ର କାର୍ମିକ...

କେବଳ IAS-IPS ନୁହେଁ, UPSC ପରୀକ୍ଷା ପାସ୍‌ ପରେ ଏହି ବିଭାଗରେ ବି ହୋଇପାରିବେ ଅଧିକାରୀ

ନୂଆଦିଲ୍ଲୀ,୨୪ା୨: ୟୁନିଅନ ପବ୍ଲିକ ସର୍ଭିସ କମିଶନ ବିଭିନ୍ନ ପ୍ରତିଷ୍ଠିତ ସରକାରୀ ସେବା ଏବଂ ପଦବୀ ପାଇଁ ନିଯୁକ୍ତି ପରୀକ୍ଷା ପରିଚାଳନା କରେ। ପ୍ରତିବର୍ଷ ଲକ୍ଷଲକ୍ଷ ଯୁବତୀ ଯୁବକ UPSC ପରୀକ୍ଷା ଦିଅନ୍ତି। UPSC ମାଧ୍ୟମରେ ଉପଲବ୍ଧ ସରକାରୀ ଚାକିରିଗୁଡ଼ିକ ମୁଖ୍ୟତଃ...

ଓଡିଶାରେ IAS, IPS ଅଧିକାରୀଙ୍କ ଅଭାବ: ଖାଲି ପଡ଼ିଛି ୧୭୫ ପଦବୀ

ଭୁବନେଶ୍ୱର,୧୭।୨: ଓଡ଼ିଶାରେ ବର୍ତ୍ତମାନ ଭାରତୀୟ ପ୍ରଶାସନିକ ସେବା (IAS) ଏବଂ ଭାରତୀୟ ପୋଲିସ ସେବା (IPS) ଅଧିକାରୀଙ୍କ ଘୋର ଅଭାବ ଦେଖାଦେଉଛି। ଯାହା ଏକ ଗୁରୁତ୍ୱପୂର୍ଣ୍ଣ ଶାସନ ସମସ୍ୟା ଏବଂ ଆଇନ ଶୃଙ୍ଖଳାକୁ ବିଗାଡିବାର ଇଙ୍ଗିତ କରୁଛି। ସୋମବାର ବିଧାନସଭାରେ...

ଆଇଏଏସ୍‌ ଅଫିସରସ୍ତରରେ ବଡ଼ ଧରଣର ଅଦଳବଦଳ: ଯୋଗାଣ-ଶକ୍ତି ବିଭାଗ ସଚିବ ପଦରୁ ହଟିଲେ…

ଭୁବନେଶ୍ୱର,୯।୧୧: ରାଜ୍ୟ ସରକାରଙ୍କ ପକ୍ଷରୁ ଶନିବାର ଆଇଏଏସ୍‌ସ୍ତରରେ ବଡ଼ ଧରଣର ଅଦଳବଦଳକ କରାଯାଇଛି। ଶକ୍ତି ବିଭାଗର ସଚିବ ପଦରୁ ହେମନ୍ତ ଶର୍ମାଙ୍କୁ ବଦଳି କରାଯାଇଛି। ପ୍ରମୁକ ସଚିବ ବିଶାଲ କୁମାର ଦେବଙ୍କୁ ଶକ୍ତି ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ଖାଦ୍ୟ...

୪୭ ଆଇଏଏସ୍‌ ଏବଂ ଆଇପିଏସ୍‌ଙ୍କ ବଦଳି କଲେ ରାଜ୍ୟ ସରକାର

ଭୋପାଳ, ୧୧।୦୮: ରାଜ୍ୟରେ ୪୭ ଜଣ ଆଇଏଏସ୍‌ ଏବଂ ଆଇପିଏସ୍‌ଙ୍କ ବଦଳି କରିଛନ୍ତି ମଧ୍ୟ ପ୍ରଦେଶ ସରକାର । ମନ୍ଦସୌରର ପୋଲିସ୍‌ ଅଧୀକ୍ଷକ ଅନୁରାଗ ସୁଜନିଆଙ୍କ ସ୍ଥାନରେ ଏବେ ଅଭିଷେକ ଆନନ୍ଦ ମନ୍ଦସୌର ଜିଲାର ନୂଆ ଏସ୍‌ପି ହୋଇଛନ୍ତି ।...

ବଡ଼ ଘୋଷଣା କଲେ ବିକାଶ ଦିବ୍ୟକୀର୍ତ୍ତି, ପ୍ରତ୍ୟେକଙ୍କୁ ଦେବେ ୧୦ ଲକ୍ଷ

ନୂଆଦିଲ୍ଲୀ, ୦୨।୦୮: ଦୃଷ୍ଟି କୋଚିଂ ସେଣ୍ଟରର ସଂସ୍ଥାପକ ବିକାଶ ଦିବ୍ୟକୀର୍ତ୍ତି ନିକଟରେ ହୋଇଥିବା ଦୁର୍ଘଟଣାକୁ ନେଇ ବଡ଼ ଘୋଷଣା କରିଛନ୍ତି । ୪ ମୃତ ୟୁପିଏସ୍‌ସି ପରୀକ୍ଷାର୍ଥୀଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଦେବାକୁ ସେ ଘୋଷଣା...

ଆଇଏଏସ୍‌ ଶାଶ୍ୱତ ମିଶ୍ରଙ୍କୁ ନୂଆ ଦାୟିତ୍ୱ: ଏବେ ଏହି ବିଭାଗରେ ହେଲା ନିଯୁକ୍ତି

ଭୁବନେଶ୍ୱର,୨୮।୭: ଆଇଏଏସ୍‌ ଅଫିସର ଶାଶ୍ୱତ ମିଶ୍ରଙ୍କୁ ନୂଆ ଦାୟିତ୍ୱ। ଅର୍ଥ ବିଭାଗର ପ୍ରମୁଖ ସଚିବ ଭାବେ ତାଙ୍କୁ ନିଯୁକ୍ତି ମିଳିଛି। ଏହାଛଡ଼ା ଓଏସ୍‌ଏସ୍‌ଏସ୍‌ସି ଅଧ୍ୟକ୍ଷ ଭାବେ ମଧ୍ୟ ତାଙ୍କୁ ଅତିରିକ୍ତ ଦାୟିତ୍ୱ ମିଳିଛି। ସେହିଭଳି ଆଇଏଏସ୍‌ ଅଫିସର ଏନ୍‌.ବି.ଏସ୍‌. ରାଜପୁତଙ୍କୁ...

ଆଉଥରେ ଆଇଏଏସ୍‌ ଟ୍ରେନିଂ ନେବେ ପୂଜା

ନୂଆଦିଲ୍ଲୀ, ୧୭।୭: ୟୁପିଏସ୍‌ସି ଦ୍ୱାରା ପରିଚାଳିତ ସିଭିଲ ସର୍ଭିସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପାଇଁ ଜାଲିଆତି ଦିବ୍ୟାଙ୍ଗ ପ୍ରମାଣପତ୍ର ଦାଖଲ କରିଥିବା ଅଭିଯୋଗ ଆସିବା ପରେ ପ୍ରୋବେଶନାରି ଆଇଏଏସ୍‌ ଅଧିକାରୀ ପୂଜା ଖେଡ୍‌କରଙ୍କ ଟ୍ରେନିଂକୁ ରଦ୍ଦ କରିଦିଆଯାଇଛି। ତାଙ୍କୁ ମହାରାଷ୍ଟ୍ରର...

ପୂର୍ବତନ ବିଧାୟକ ଏବଂ ଆଇଏଏସ୍‌ ଅଧିକାରୀଙ୍କ ଘରେ ପଶିଲା ଇଡି

ପାଟନା, ୧୬।୦୭: ବିହାରର ମଧୁବନି ଏବଂ ପାଟନା ଜିଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିିଛି । ମିଳିଥିବା ସୂଚନା ଅନୁସାରେ ମଧୁବନି ଝଞ୍ଝାରପୁରର ପୂର୍ବତନ ବିଧାୟକ ଗୁଲାବ ଯାଦବଙ୍କ ଘରେ ଇଡି ଖୋଳତାଡ଼ ଆରମ୍ଭ କରିଛି ।...

ଜବତ ହେଲା ଆଇଏଏସ୍‌ ଅଧିକାରୀଙ୍କ ଅଡି କାର

ମୁମ଼୍ବାଇ, ୧୪।୭: ଗତ କିଛିଦିନ ଧରି ବିବାଦରେ ରହିଥିବା ଟ୍ରେନିଂ ଆଇଏଏସ୍‌ ଅଧିକାରୀ ପୂଜା ଖେଡକାରଙ୍କ ପୁଣି ଅଡ଼ୁଆ ବଢ଼ିଛି । ପୁନେ ଟ୍ରାଫିକ୍‌ ପୋଲିସ ବାରମ଼୍ବାର ଟ୍ରାଫିକ୍‌ ନିୟମ ଭାଙ୍ଗିଥିବା ଅଭିଯୋଗରେ ପୂଜାଙ୍କର ବିଳାଶପୂର୍ଣ୍ଣ ଅଡି କାରକୁ ଜବତ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri